ଏମସିଡି କର୍ମଚାରୀଙ୍କୁ କେଜ୍ରିଓ୍ୱାଲଙ୍କ ଦୀପାବଳୀ ଭେଟି
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମସିଡି (MCD) କର୍ମଚାରୀଙ୍କୁ ଭେଟି ଦେବାକୁ ନିଷ୍ପତ୍ତି । ସିଏମ କେଜ୍ରିୱାଲ ନିଜେ ଆଜି ଲାଇଭ୍ ଆସି କର୍ମଚାରୀମାନଙ୍କୁ ବୋନସ୍ ଦେବାକୁ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ମ୍ୟୁନିସିପାଲିଟି…