Latest Odisha News

BREAKING NEWS

Yearly Archives

2023

ବିଶ୍ୱକପର ବୃହତ ବିଜୟ ସହ ସେମିରେ ଭାରତ

ମୁମ୍ବାଇ: ଭାରତ ବିଶ୍ୱକପରେ ଶ୍ରୀଲଙ୍କାକୁ ବୃହତ ବ୍ୟବଧାନରେ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଥିଲା । ଏହା ପୂର୍ବରୁ ୨୦୦୭ରେ ବରମୁଡାକୁ ଭାରତ ୨୫୭ ରନରେ ହରାଇଥିଲା । ନଭେମ୍ବର ୨ରେ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା…

ସର୍କିଟ ହାଉସ୍ ପାଲଟିଛି ମଦ୍ୟପଙ୍କ ଆଡ୍ଡା ସ୍ଥଳୀ

ଜଗତସିଂହପୁର: ସରକାରୀ ସର୍କିଟ ହାଉସ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ । ଯେଉଁ ସର୍କିଟ ହାଉସରେ ବିଭିନ୍ନ ସମୟରେ ନେତା, ମନ୍ତ୍ରୀ, ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରାତ୍ରିଯାପନ ତଥା ବିଶ୍ରାମ କରିଥାନ୍ତି । ପରିତାପର ବିଷୟ ଯେ ଜଗତସିଂହପୁର ଜିଲ୍ଲାର ସଦରମହକୁମା ସ୍ଥିତ…

ଫେବୃୟାରୀ ୧୧ରେ ହେବ ପାକିସ୍ତାନରେ ସାଧାରଣ ନିର୍ବାଚନ

କରାଚୀ: ପାକିସ୍ତାନ ନିର୍ବାଚନ ଆୟୋଗ ଆଗାମୀ ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଓକିଲ ପାକିସ୍ତାନର ସୁପ୍ରିମକୋର୍ଟଙ୍କୁ ଏହି ସମ୍ପର୍କରେ କହିଛନ୍ତି । ଜାନୁୟାରୀ ଶେଷ ସପ୍ତାହରେ ଏହା ହେବ ବୋଲି ସ୍ଥିର ହୋଇଥିଲେ ମଧ୍ୟ…

ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଫାଟିଗଲା ମୋବାଇଲ ଫୋନ୍

ଭଦ୍ରକ: ମୋବାଇଲ୍ ଫୋନ୍ ଚାର୍ଜର ବିସ୍ଫୋରଣରେ ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ବାଲିଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଚାର୍ଜରରେ ସଂଯୋଗ ହୋଇଥିବା ମୋବାଇଲରୁ ନିଆଁ ଲାଗିଯିବାରୁ ଏକ ପରିବାର ଅଳ୍ପକେ ବର୍ତ୍ତି…

ବ୍ରହ୍ମଗିରିରେ ଦଳୀୟ ନେତାଙ୍କ ବିରୋଧ ବେଳେ ସଂଗଠନକୁ ଫେରିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ଗୋଟିଏ ପଟେ ନିଜ ନିର୍ବାଚନମଣ୍ଡଳୀ ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମା ବିରୋଧର ଶିକାର ହେଉଛନ୍ତି ଅନ୍ୟପଟେ ଦଳ ସଂପୃକ୍ତ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ହଠାତ୍ ସଞ୍ଜୟଙ୍କୁ ଦଳ ପକ୍ଷରୁ…

କଟକରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ମାରପିଟ, ଜଣେ ମୃତ

କଟକ: କଟକରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ସାଙ୍ଘାତିକ ମାରପିଟ । ଏହି ମାରପିଟରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଅଟୋ ଚାଳକ ଜଣଙ୍କ ହେଲେ ମହମ୍ମଦ ରୋସନ । ତାଙ୍କ ଘର କଟକର ସତୀଚୌରାର ଇଦ୍‌ଘା କଲୋନୀରେ ବୋଲି ଜଣାପଡିଛି । ତେବେ ଅଭିଯୁକ୍ତ ଜଣକ ହେଲେ ଖଟବୀନ ସାହିର ସରିଫ ।…

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ: ଭାରତ-ଶ୍ରୀଲଙ୍କା ବିଶ୍ୱକପ ମ୍ୟାଚ ଅବସରରେ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । ସେ ଦିନିକିଆ କ୍ରିକେଟରେ ୮ମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ସଚିନ ୭ଥର ଏହି ସଫଳତା ହାସଲ କରିଥିଲେ । ସେ…

ସୋନିଆ କହିଲେ,’ଏକ୍ସପେରିମେଣ୍ଟ କରନି, କଂଗ୍ରେସକୁ ଭୋଟ ଦିଅ’

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରାଣ୍ଟ ଶାସନରେ ଥିବାବେଳେ ବିରୋଧୀ ଦଳରେ ଜୋରାମ ପିପୁଲସ ମୁଭମେଣ୍ଟ ବା ଜେଡପିଏମ ରହିଛି। ତେଣୁ ଉଭୟ ଶାସକ ଓ…

ପ୍ରଥମ ଥର ଓଡିଶାରେ ଆୟୋଜିତ ହେବ ମିଲେଟ୍ ସମ୍ମିଳନୀ

ଭୁବନେଶ୍ୱର: ମିଲେଟ ବା ମାଣ୍ଡିଆ ଯାହାର ଏବେ ଲୋକପ୍ରିୟିତା ବେଶ ବୃଦ୍ଧି ପାଇବାରେ ଲାଗିଛି । ଦିନ ଥିଲା ମାଣ୍ଡିଆ କେବଳ ଗରିବଙ୍କ ଖାଦ୍ୟ ଭାବେ ଜଣାଯାଉଥିଲା । ହେଲେ ଏହା ଏବେ ଧନୀଙ୍କ ଖାଦ୍ୟ ହୋଇଯାଇଛି । ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର୍‌ଗୁଡିକରେ ମିଳୁଛି ।…

ଟିମ ଇଣ୍ଡିଆର ଦଳଗତ ପ୍ରଦର୍ଶନ: ଶ୍ରୀଲଙ୍କା ସମ୍ମୁଖରେ ୩୫୮ ରନର ଲକ୍ଷ୍ୟ

ୱାଙ୍ଖେଡ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଦଳଗତ ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୩୫୭ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ୪ ରନ କରି ଆଉଟ ହେବା ପରେ ବିରାଟ କୋହଲି…