ପ୍ରତିଦିନ ସକାଳୁ ଖାଲିପେଟରେ ଖାଆନ୍ତୁ ନିମ୍ବ ପତ୍ର : ଦୂରେଇ ଯିବ ଏସବୁ ରୋଗ…
ନୂଆଦିଲ୍ଲୀ : ନିମ୍ବ ପତ୍ର ସାଧାରଣତଃ ସମସ୍ତଙ୍କ ପାଟିକୁ ପିତା ଲାଗିଥାନ୍ତି । ଆମେ ସାଧାରଣତଃ ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ହେଲେ ଆମେ ତୁରନ୍ତ ନିମ୍ବ ପତ୍ରକୁ ବ୍ୟବହାର କରୁ । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ହିତକାରୀ । ଆସନ୍ତୁ ଜାଣିବା । ନିମ୍ବ ପତ୍ରରେ…