ବିବାଦରେ ଛନ୍ଦି ହୋଇଛନ୍ତି କାର୍ତ୍ତିକ
ବମ୍ବେ: ଏକ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତା କାର୍ତ୍ତର୍ିକ ଆର୍ୟନ । ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ ସଫେଇ ଦେଇଛନ୍ତି । ଉକ୍ତ ଭିଡିଓଟି ମିଥ୍ୟା ବୋଲି…