ଠାବ ହେଲା ୩୪୦୦ ବର୍ଷର ମମି ଆକୃତି ମୃତଦେହ
କାଏରୋ: ନିକଟରେ ମିଶରରେ ଏକ ପ୍ରାଚୀନ କବର ଠାବ କରାଯାଇଛି । ଏଥିରେ ‘ମୃତକଙ୍କ ବହି’ ସହ ୩୪୦୦ ବର୍ଷ ପୁରୁଣା ମମି ଆକୃତି ମୃତଦେହ ରହିଥିବା ଦେଖିବାକୁ ମିଳିଛି । ଏଥିରେ ପ୍ରାଚୀନ ମିଶରର ନ୍ୟୁ କିଙ୍ଗ୍ଡମ୍ର ପୂଜାରୀଙ୍କ ମୃତଦେହ ସାମିଲ ହୋଇଥାଇପାରେ ବୋଲି କୁହାଯାଉଛି ।
ରିପୋର୍ଟ…