ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା : କଣ ରହିଛି କଳସ ସ୍ଥାପନର ବିଧି ଓ ଶୁଭ ମୂହୁର୍ତ୍ତ ,…
ନୂଆଦିଲ୍ଲୀ : ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଦେବୀ ପୀଠ । ଏଥର ୨୨ ଅକ୍ଟୋବରରେ ମହାଷ୍ଟମୀ ପାଳନ ହେବାକୁ ଥିବାବେଳେ ୨୩ ଅକ୍ଟୋବରରେ ମହାନବମୀ ପାଳନ ହେବ…