Latest Odisha News

BREAKING NEWS

Yearly Archives

2023

ଆକାଶଛୁଆଁ ଅଟ୍ଟାଳିକା ଉପରେ ତିଆରି ହୋଇଛି ସୁନ୍ଦର ବଙ୍ଗଳା

ବେଙ୍ଗାଲୁରୁ: ଆଜିକାଲି ସୋସିଆଲ ମିଡିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଏବେ ଠିକ୍ ସେମିତି ଏକ ବଡ ଅଟ୍ଟାଳିକାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଉପରେ ତିଆରି ହୋଇଛି ସୁନ୍ଦର ବଙ୍ଗଳା । ଏହା ବିଦେଶରେ ନୁହେଁ, ଆମ ଦେଶର ବେଙ୍ଗାଲୁରୁରେ ରହିଛି ଏହି ଅଟ୍ଟାଳିକା ।…

ପରଦାକୁ ଫେରିଲେ କରୀନା,ସୁଟିଂ ସେଟ୍‌ର ଫଟୋ କଲେ ସେୟାର

ମୁମ୍ବାଇ: ପୁଣି ଥରେ ପରଦାକୁ ଫେରିଲେ ଅଭିନେତ୍ରୀ କରୀନା କପୁର । ସେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଖୁବ୍ ବ୍ୟସ୍ତ । ଶନିବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି । ଏବେ ସେ ଫିଲ୍ମ ଶୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି ।…

ରାଜ୍ୟ ସରକାରଙ୍କୁ ପୁରୀ ଶ୍ରୀମନ୍ଦିର ସଂସ୍କାର ରିପୋର୍ଟ ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱାଦଶ ଶତାବ୍ଦୀର ପୁରୀ ଶ୍ରୀମନ୍ଦିର ସଂସ୍କାର ପାଇଁ ନିଆ?eଇଥିବା ପଦକ୍ଷେପ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ ବାବଦରେ ଉଲ୍ଲେଖ କରାଯାଇଛି। ସେବାୟତଙ୍କ ପିଲାଙ୍କ ପାଇଁ ସ୍କୁଲ ଓ…

ନଭେମ୍ବର ୩ରେ ରିଲିଜ ହେବ ସୁସ୍ମିତା ସେନ୍‌ଙ୍କ ‘ଆର୍ଯ୍ୟା ୩’

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ ଫିଲ୍ମ ଓ ଓଟିଟିରେ ଧମାଲ ସୃଷ୍ଟି କରିଛନ୍ତି । ଅଭିନେତ୍ରୀଙ୍କ ଆର୍ଯ୍ୟା ଧାରାବାହିକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ‘ଆର୍ଯ୍ୟା’ର ତୃତୀୟ ସିଜନରେ ଖୁବଶୀଘ୍ର ସୁସ୍ମିତାଙ୍କୁ ଦେଖିବାକୁ ମିଳିବ । ହୃଦଘାତରେ ପୀଡିତ ହୋଇଥିଲେ ମଧ୍ୟ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ଯୁବତୀ ଦେଲେ ପିଣ୍ଡଦାନ

ଗୟା : ସମ୍ପ୍ରତି ପିତୃପକ୍ଷ ଜାରି ରହିଛି । ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ନଜର ଆସିଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ସୈନିକ ଓ ସାଧାରଣ ଲୋକଙ୍କ ଆତ୍ମାକୁ ଶାନ୍ତି…

୫୨ତମ ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମିଲେଟ ଉପରୁ ହଟିବ ଟାକ୍ସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମିଲେଟ ଉପରୁ ଟିକସ ଛାଡ, ଚିନି ସିରା ଉପରେ ଜିଏସଟି ହ୍ରାସ ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି ।  ଏହାବ୍ୟତୀତ ଜିଏସଟି…

ଏସିଆନ ଗେମ୍ସ: ଭାରତୀୟ କ୍ରୀଡା ପାଇଁ ସ୍ୱର୍ଣ୍ଣିମ ଶତକ…ଏହା କେବଳ ଆରମ୍ଭ

ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଦକ୍ଷତା ମୁତାବକ ପ୍ରଦର୍ଶନ କରିଛନ୍ତି । ଇସ ବାର ୧୦୦ ପାର ଟାର୍ଗେଟକୁ ସହଜରେ ହାସଲ କରି ନେଇ ସେମାନେ ଭାରତର ମାନ ବଢ଼ାଇଛନ୍ତି । ପ୍ରଥମ ଥର ପାଇଁ ଭାରତ ଏହି ମ୍ୟାଜିକ ନମ୍ବର ଛୁଇଁଛି । ଓଭରାଲ ଏହି ମ୍ୟାଜିକ ଫିଗର ଏ ପର୍ଯ୍ୟନ୍ତ ୪ଟି ଦେଶ ଛୁଇଁ…

‘କୁଲି’ ଙ୍କ ପାଇଁ ରାହୁଲଙ୍କୁ ଆକ୍ରମଣ କଲା ବିଜେପି !

ଭୁବନେଶ୍ୱର: କୁଲିମାନଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ। କେନ୍ଦ୍ର ସରକାର ଦେଶର କୁଲି ମାନଙ୍କ ମଜୁରି ବୃଦ୍ଧି କରିଛନ୍ତି। ଏ ବର୍ଗର ଷ୍ଟେସନ ଗୁଡିକରେ କୁଲିଙ୍କ ମଜୁରୀ ଶହେ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବି ବର୍ଗରେ ଶହେ ଟଙ୍କା କରାଯାଇଛି। ମଜୁରୀ…

ଲାଲକିଲ୍ଲାରେ କରିଥିବା ଘୋଷଣାର କାର୍ଯ୍ୟକାରୀ ନିମନ୍ତେ ସମୀକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଲ୍ କିଲ୍ଲା ଭାଷଣରେ କରିଥିବା ଘୋଷଣାର ସମୀକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ଆଜି ଏହି ସମୀକ୍ଷା ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ।…

ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ସମ୍ପର୍କରେ ମା’-ଝିଅ: ସୁସ୍ଥ ହେବା ପରେ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି

ସୁନ୍ଦରଗଡ: ସୁନ୍ଦରଗଡ ସହରରେ ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ପ୍ରକୃତିସ୍ଥ ହୋଇଛନ୍ତି । ଜଣେ ମହିଳା ଖଣ୍ଡିଖଣ୍ଡି ଭାଷାରେ ନିଜର ପରିଚୟ କହିଛନ୍ତି । ଖାଲି ପରିଚୟ କହିନାହାନ୍ତି, ସେମାନଙ୍କ ସହ ଘଟିଥିବା ଲୋମ ଟାଙ୍କୁରା କାହାଣୀ କହିଛନ୍ତି । ଏହି…