Latest Odisha News

BREAKING NEWS

Yearly Archives

2023

ବିନା ସାତ ଫେରାରେ ହିନ୍ଦୁ ବିବାହ ବୈଧ ନୁହେଁ: କୋର୍ଟ

ପ୍ରୟାଗରାଜ: ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ବିବାହ କରିଥିବା ଦାବିକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ହିନ୍ଦୁ ଆଇନ ଅନୁଯାୟୀ ଏହା ଜରୁରୀ ଯେ 'ସାତ ଫେରା' ବିନା ହିନ୍ଦୁ ବିବାହ ବୈଧ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି…

ବାଣ କାରଖାନାରେ ବିସ୍ଫୋରଣ, ଚାଲିଗଲା ୪ଜଣଙ୍କ ଜୀବନ

ତାମିଲନାଡୁ: ଜଳିଗଲା ବାଣ କାରଖାନା । ଚାଲିଗଲା ୪ଜଣଙ୍କ ଜୀବନ । ବାଣ ଭିଡୁଥିବା ବେଳେ ବାଣ କାରଖାନାରେ ଘଟିଲା ବିସ୍ଫୋରଣ । ତାମିଲନାଡୁର ନାଗାପାଟ୍ଟିନାମ୍ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଆହତ ମାନଙ୍କ ସଂଖ୍ୟା ଜଣାପଡିନଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା…

ଏସୀୟ କ୍ରିଡା: ସ୍ୱର୍ଣ୍ଣ ଜିତିଲା ମହିଳା ଆର୍ଚେରୀ ଟିମ୍

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଦ୍ୱାଦଶ ଦିବସ । ଗତକାଲି ଏକାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା । ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ…

ଟ୍ରକ ଡ୍ରାଇଭରଙ୍କ ଚତୁର ଝିଅ, ମିଛ ପୋଲିସ ଅଫିସର ହୋଇ ୨ ବର୍ଷ ଧରି ସତ ପୋଲିସଙ୍କୁ ଦେଉଥିଲା ଧୋକା

ରାଜସ୍ଥାନ: କୁହାଯାଏ ଯେ, ସତ କେବେ ଲୁଚି ରହେନା । ବିଳମ୍ବରେ ହେଉ ପଛେ କିନ୍ତୁ ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜାସ୍ଥାନ ବାସିନ୍ଧା ମୋନା ବୁଗାଲିଆଙ୍କ କ୍ଷେତ୍ରରେ । ଜଣେ ଟ୍ରକ ଡ୍ରାଇଭରଙ୍କ ଝିଅ ମୋନା ବୁଗାଲିଆ ଜଣେ ପୋଲିସ ଅଫିସର ହେବାକୁ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ

ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ହେବକି ଟିକିଏ ସମୟ ? ତୁମ ପାଖରେ ଯାଇ ବସନ୍ତି ( ଆମ ଘରେ ଲୋକଙ୍କ ଭାରି ଭିଡ଼ ଅନେକ ଜଞ୍ଜାଳ, ମା'ର ମେଜାଜ ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ ) ତୁମ ଘର ସିଡିରେ ଥିବା କୁଣ୍ଡରେ ନାନା ଜାତି ଫୁଲର ଚାରା ମୃଦୁ ପବନରେ…

ଭାଷା ଭାଗବତ : ସତ୍ୟାନୁଭବୀ ଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାନୁଭବ କଲେ ଲୋକ କହିବା ନୁହେ ଆବଶ୍ଯକ ସତ୍ୟକୁ କଲେ ଶବ୍ଦବଦ୍ଧ ତା ମାର୍ଗ ହୁଏ ଅବରୁଦ୍ଧ ସତ୍ୟ କହିଲେ ସମାଧାନ ହେବାର ମିଳୁନି ପ୍ରମାଣ ଓଲଟି ହୁଏ ଗୋଳମାଳ ମିଳେନି କେବେ ଶେଷଫଳ ସତ୍‌କଥା ଆଉ ସତ୍‌କର୍ମ ମଧ୍ୟରୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପହୁଡ଼ ନୀତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରାତ୍ର ବେଶ ବା ବଡ଼ସିଂହାର ବେଶ ବିଧି ବିଷୟରେ ଆମେ କିଛି ଆଲୋଚନା କଲେ। ଏହାପରେ ଶ୍ରୀଜୀଉମାନଙ୍କ ଗୋଟିଏ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ଶୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ।…

ବିଶ୍ୱ ସଂସ୍କୃତି ମହୋତ୍ସବରେ ପ୍ରଶଂସିତ ହେଲା ଓଡ଼ିଶୀନୃତ୍ୟ

ଭୁବନେଶ୍ୱର: ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍‌ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ । ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରି ଭାଇଚାରା ବିଷୟରେ ଏକ ବାର୍ତ୍ତା ପଠାଇବା…