Latest Odisha News

BREAKING NEWS

Yearly Archives

2023

‘ପୁଷ୍କରା’ର ସଫଳତା ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ପୁଷ୍କରାର ସଫଳତାକୁ ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ ମିଶ୍ର । ୟୁନିଟ ୧ ଉଚ୍ଚ ବାଳକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ପୋଲିସ କମିସନର…

ସିକିମ୍ ବନ୍ୟାରେ ଭାସିଗଲେ ଓଡ଼ିଆ ଯବାନ ସରୋଜ

କାମାକ୍ଷାନଗର: ସିକିମ୍‌ରେ ବାଦଲଫଟା ବର୍ଷାରୁ ପ୍ରଳୟଙ୍କାରୀ ବନ୍ୟା । ଏହିି ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯୁବକ । ସେ ହେଲେ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମ ଚନ୍ଦ୍ର ଦାସଙ୍କ ସାନପୁଅ ହାବିଲଦାର…

ବିବାଦରୁ ମୁକୁଳି ନାହାନ୍ତି ବିଧାୟକ ବିଜୟ ଶଙ୍କର , ବିବାହ ପାଇଁ କୋର୍ଟରେ କଲେ ଆବେଦନ

ଭୁବନେଶ୍ୱର: ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ । କଟକ ସବରେଜିଷ୍ଟ୍ରାର ଅଫିସରେ ଏନେଇ ସେ ଆବେଦନ କରିଛନ୍ତି । ଆବେଦନରେ ଯେଉଁ ଯୁବତୀଙ୍କ ସହ ତାଙ୍କ…

୨୦୧୧ରେ ଭାରତ ହୋଇଥିଲା ପୁନର୍ବାର ବିଶ୍ୱବିଜେତା.. ୧୨ ବର୍ଷ ପରେ ହାତମୁଠାରେ ସୁଯୋଗ

୨୦୧୧ କ୍ରିକେଟ ବିଶ୍ୱକପକୁ କିଏ ବା ଭୁଲିପାରିବ । ଦୀର୍ଘ ୨୮ ବର୍ଷ ପରେ ଭାରତ ପୁନର୍ବାର ବିଶ୍ୱବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ମାଷ୍ଟର ବ୍ଲାଷ୍ଟରଙ୍କୁ ମିଳିଥିବା ଅଭୂଲା ଭେଟି ଆଉ ମହେନ୍ଦ୍ର ସିଂ ଧୋନୀ ସାଜିଥିଲେ ଭାରତୀୟ ପ୍ରଶଂସକଙ୍କ ହୀରୋ । ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ…

ଅକ୍ଟୋବର ୧୩ରେ ରିଲିଜ୍ ହେବ ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’

ଭୁବନେଶ୍ୱର: ବଡ଼ ପରଦାକୁ ଖୁବଶୀଘ୍ର ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’ । ଏହାର ସୁଟିଂ ଓ ପୋଷ୍ଟ ପ୍ରଡସନ୍ସ କାର୍ଯ୍ୟ ଶେଷ ହୋଇଆସିଲାଣି । ଅକ୍ଟୋବର ୧୩ରେ ରିଲିଜ୍ ହେବ ଫିଲ୍ମ “ଡଟପେନ୍‌” । ଜଣେ ସାଇକୋ କିଲରର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ…

୨୬ଟି ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୬ଟି ଅତ୍ୟାଧୁନିକ ‘108’ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି…

ବିବାହର ୫ବର୍ଷ ପରେ ମା’ ହେଲେ ରୋଚେଲ

ମୁମ୍ବାଇ: ବିବାହର ୫ ବର୍ଷ ପରେ ମା’ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ରୋଚେଲ ରାଓ । ସେ ନିକଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଝିଅ ସୁସ୍ଥ ଅଛନ୍ତି । ଏହି ଖୁସି ଖବର ନିଜେ ରୋଚେଲ ଓ ତାଙ୍କ ସ୍ୱାମୀ କିଟ୍ ସେକିରା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା…

ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା। ବ୍ୟାସନଗର ପୌରାଞ୍ଚଳ ନୂଆ ମାର୍କେଟସ୍ଥିତ ଓଁକାର ମନ୍ଦିର ପୂଜକ ଆତ୍ମହତ୍ୟା କରିଛନ୍ତି। ପୂଜକ ଜଣଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର। ସେ ଦେବ ରଞ୍ଜନ କରଙ୍କ ପୁଅ ବିଶ୍ୱରଞ୍ଜନ ଓରଫ୍ ମଣ୍ଟୁ (୨୦) ବୋଲି ଜଣାପଡିଛି। ଘଟଣାରୁ…

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।…

ଚର୍ଚ୍ଚାରେ ଦି’ମୁଣ୍ଡିଆ ସାପ : ପାଳିବ ୬ତମ ଜନ୍ମଦିନ

ଗଳ୍ପ ହେଉ ବା ପୁରାଣରେ ସପ୍ତଫେଣୀ ସାପ କଥା ପ୍ରାୟ ସମସ୍ତେ ଶୁଣିଥିବେ । ମାତ୍ର ବାସ୍ତବରେ ଏପରି ଏକାଧିକ ଫଣା ଥିବା ସାପ କ୍ୱଚିତ୍ ଦେଖିବାକୁ ମିଳିଥାଏ । ହେଲେ ଆମେରିକାର ମିସୌରି ପ୍ରଦେଶର ବନ୍ୟପ୍ରାଣୀ ସଂରକ୍ଷକ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ଏକ ଦୁଇମୁଣ୍ଡିଆ ସାପ ଖୁବ୍ ଚର୍ଚ୍ଚାରେ ।…