Latest Odisha News

BREAKING NEWS

Yearly Archives

2023

ବଲିଉଡ଼ର ଡ଼େବ୍ୟୁ ଫିଲ୍ମକୁ ନେଇ ଖୁସି ନାହାନ୍ତି ନୟନତାରା , ଦୁଃଖ କଲେ ଶାହରୁଖ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ରେ ନାୟିକା ସାଜିଥିଲେ ଅଭିନେତ୍ରୀ ନୟନତାରା । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି । ଫିଲ୍ମ ‘ଯବାନ’ ରେ ତାଙ୍କୁ ଜଣେ ପୋଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଥିଲା । ତାଙ୍କୁ ପୋଲିସ ଅଧିକାରୀ ଚରିତ୍ରରେ…

ଲୁଚାଛପାରେ ନ୍ୟୁକ୍ଲିୟର କ୍ଷମତା ବୃଦ୍ଧି କରୁଛନ୍ତି ଚୀନ, ରୁଷିଆ, ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ ପରମାଣୁ ଅସ୍ତ୍ର ସମ୍ପର୍କରେ ପାଠ ପଢ଼ାଉଥିବା ଚୀନ, ଆମେରିକା ଓ ରୁଷିଆ ଲୁଚାଛପାରେ ଏହାର କ୍ଷମତା ବୃଦ୍ଧି କରୁଥିବା ଜଣାପଡିଛି । ଏହି ୩ଟି ଦେଶ ପରମାଣୁ ପରୀକ୍ଷଣ ପାଇଁ ସ୍ଥାନ ଚିହ୍ନଟ କରିଥିବା ସାଟେଲାଇଟ ଚିତ୍ରରୁ ଜଣାପଡିଛି । ଚୀନ ଜିନଜିଆଙ୍ଗ ପ୍ରଦେଶରେ, ରୁଷିଆ…

ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ କଲା ଶାହାରୁଖଙ୍କ ଫିଲ୍ମ ‘ଡଙ୍କି’

ମୁମ୍ବାଇ: ବଲିଉଡର଼ କିଙ୍ଗ୍ ଖାନ୍ ଶାହାରୁଖ ଖାନ୍‌ଙ୍କ ପାଇଁ ୨୦୨୩ ବର୍ଷ ଶୁଭ ସାବ୍ୟସ୍ତ ହୋଇଛି । ଚଳିତବର୍ଷ ସେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । ଚଳିତ ବର୍ଷ ଆରମ୍ଭରେ ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ୍ ହୋଇଥିଲା, ଯାହା ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ସେହିପରି ଗତ…

ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କିତ କମିଟିର ପ୍ରାଥମିକ ବୈଠକ: ରାଜନୈତିକ ଦଳ ଓ ଲ’ କମିଶନଙ୍କୁ ମାଗିଲେ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।…

ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବ:ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ । ସିଏମଓଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ମହାସଂଘ ମହାସଚିବ…

ଟୁଥ୍‌ପେଷ୍ଟ ସଂଗ୍ରହ କରି ବିଶ୍ୱ ରେକର୍ଡ କଲେ ଦନ୍ତ ବିଶେଷଜ୍ଞ

ଜର୍ଜିଆ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କେହି କେହି ବିଭିନ୍ନ ଦେଶ ବୁଲିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ଭିନ୍ନ ଭିନ୍ନ ବହି ପଢିବାକୁ ପସନ୍ଦ କରନ୍ତି । ସେମିତି ଆଉ କେହି କଏନ ବା ଡ଼ାକ ଟିକେଟ ସଂଗ୍ରହ କରିବାକୁ ରୁଚି ରଖିଥାନ୍ତି । ଏବେ ଜଜିଆର ଜଣେ ଦନ୍ତ ବିଶେଷଜ୍ଞ…

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ଏସିଆନ ଗେମ୍ସ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସର ୧୯ତମ ସଂସ୍କରଣର ଉଦଘାଟନୀ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହୋଇଯାଇଛି । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା । ଏ ନେଇ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମ ମାଧ୍ୟମରେ ଚୀନର ଅତୀତ,…

ଏସିଆନ ଗେମ୍ସ: ଏଥର ଭାରତର ଟାର୍ଗେଟ ୧୦୦ ପଦକ

ଏସିଆନ ଗେମ୍ସର ୧୯ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଭାରତ ଏ ପର୍ଯ୍ୟନ୍ତ ଏସିଆନ ଗେମ୍ସରେ ୧୦୦ ପଦକ ମାର୍କ ପାର କରିପାରି ନାହିଁ । ଏଥର ଏହି ଲ୍ୟାଣ୍ଡ ମାର୍କ ଛୁଇଁବା ପାଇଁ ଆମ ଆଥଲେଟ ପ୍ରସ୍ତୁତ ଅଛନ୍ତି । ୭୩ ବର୍ଷରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ଏହି ସଂସ୍କରଣରେ ଭାରତ ୭୦…

ସମାଜ ପ୍ରତି ଆମ ଗୁରୁ ଦାୟିତ୍ୱ ‘କର୍ତ୍ତବ୍ୟବୋଧ ମନୋଭାବ’କୁ ଆପଣାଇବା ନିହାତି ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଅନୁଷ୍ଠିତ ହୋଇଛି ଆଇଆଇଏମ ସମ୍ବଲପୁରର ନବମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶିକ୍ଷା ଏବଂ ଦକ୍ଷତା କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଆମ…

ଟ୍ରେନରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଗୁଜରାଟ: ଟ୍ରେନରେ ଲାଗିଲା ନିଆଁ । ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍‌ସଫର ଏକ୍ସପ୍ରେସର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଜେନେରେଟର କମ୍ପାର୍ଟମେଣ୍ଟ ପ୍ରଥମେ ନିଆଁ…