Latest Odisha News

BREAKING NEWS

Yearly Archives

2023

ସୁବର୍ଣ୍ଣପୁରରେ ଓପିଏସ୍ ରଥକୁ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଓପିଏସ ରଥ ପହଞ୍ଚିବା ପରେ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି ।  ନିଖିଳ ଉତ୍କଳ ପ୍ରାଥମିକ ସଂଘର ରାଜ୍ୟ ସଭାପତି ଅନିତା ମେହେରଙ୍କ ତତ୍ତ୍ବାବଧାନରେ ମନମୁଣ୍ଡାଠାରୁ ଏକ ଶୋଭାଯାତ୍ରାରେ ଏହି ରଥକୁ ପାଛୋଟି ଅଣାଯାଇଥିଲା  । ଶହ ଶହ ଶିକ୍ଷକ ଓ…

ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡି କାଟି…

ସରଳା ଦେବୀଙ୍କଠାରୁ ପ୍ରମିଳା ମଲ୍ଲିକ: ୮୪ ବର୍ଷ ପରେ ବିଧାନସଭାକୁ ମିଳିଲା ଦ୍ୱିତୀୟ ବାଚସ୍ପତି

ଭୁବନେଶ୍ୱର: ୨୦୨୩, ସେପ୍ଟେମ୍ବର ୨୨ ତାରିଖ । ଓଡ଼ିଶା ଇତିହାସରେ ଏକ ବିଶେଷ ଦିନ  । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବିଧାନସଭାରେ ଜଣେ ମହିଳା କରିବେ ଅଧ୍ୟକ୍ଷତା । ଆଜି ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ । ଯେହେତୁ ଆଉ କେହି ନାମାଙ୍କନ ପତ୍ର ଦାଖଲ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍: ଆବାସ ଯୋଜନାରେ ଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି  । ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ…

ଜଣାଶୁଣା ଭଜନ ଗାୟିକା ଶାନ୍ତିଲତା ବାରିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ଵର: ଜଣାଶୁଣା ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ଭୁବନେଶ୍ୱରର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ନେଇ ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା । ମିଳିଥିବା…

ଅସିତ୍ ମହାନ୍ତି ପାଇବେ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’

ଭୁବନେଶ୍ୱର : ଶାରଳା ସ୍ମାରକ ପକ୍ଷରୁ ବିଶିଷ୍ଟ ଲେଖକ ତଥା ଗବେଷକ ଗଣେଶ ପ୍ରସାଦ ପରିଜାଙ୍କ ୨୪ତମ ସ୍ମୃତି ଦିବସ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଅବସରରେ ସଙ୍ଘମିତ୍ରା ମିଶ୍ର ‘ସଂସ୍କୃତି ଓ…

ଭିନ୍ନଭିନ୍ନ ୩ଟି ସ୍ଥାନରେ ଦୁର୍ଘଟଣା; ଚାଲିଗଲା ୬ ଜୀବନ

ନବରଙ୍ଗପୁର/ଦେବଗଡ/ଭବାନୀପାଟଣା: ଥମୁନି ସଡ଼କ ଦୁର୍ଘଟଣା । ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ନବରଙ୍ଗପୁରର ଦୁଇଜଣ , କଳାହାଣ୍ଡିର ଦୁଇଜଣ  ଏବଂ ଦେବଗଡର ଦୁଇଜଣ ବ୍ୟକ୍ତି  ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ନବରଙ୍ଗପୁରରେ…

ହିମାଚଳପ୍ରଦେଶ ମଣ୍ଡିରେ ଭୂସ୍ଖଳନ, ଚମ୍ବାରେ ୩ଜଣଙ୍କ ମୃତ୍ୟୁ , ଧର୍ମଶାଳାରେ ୩୫ ମିଲିମିଟର ବର୍ଷା ରେକର୍ଡ

ଶିମଲା : ହିମାଚଳ ପ୍ରଦେଶ ଶିମଲାରେ ମୌସୁମୀ ବିଦାୟ ନେବାର ବେଳ । ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ପାଗ ମେଘୁଆ ରହିଛି  । ଆସନ୍ତା ୫ଦିନ ପାଇଁ ଶିମଲାର କେତେକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ସୂଚନା…

ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ: ଇସ୍ରୋ ଆରମ୍ଭ କଲା ପ୍ରକ୍ରିୟା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ସକାଳ ହୋଇଛି । ତେଣୁ ଲାଣ୍ଡର ବିକ୍ରମ ସହ ପ୍ରଜ୍ଞାନକୁ ଉଠାଇବା ପାଇଁ ଇସ୍ରୋ ପ୍ରୟାସ ଜାରି ରଖିଛି । ଇସ୍ରୋ ସହିତ ୟୁରୋପୀୟ ସ୍ପେସ ଏଜେନ୍ସି ମଧ୍ୟ ବିକ୍ରମ-ପ୍ରଜ୍ଞାନକୁ ଉଠାଇ ଚନ୍ଦ୍ରମାର ବିଭିନ୍ନ…

ବିଧାନସଭା ସମ୍ମୁଖରେ ପୋଲିସ-ମୋ ଦଳ ଧସ୍ତାଧସ୍ତି: ୫ଟି ସଚିବଙ୍କୁ ବିରୋଧ କରି ବିକ୍ଷାେଭ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ବିକ୍ଷୋଭ, ଧାରଣା । ବିଧାନସଭା ସମ୍ମୁଖରେ ଆଜି ଗର୍ଜୁଛନ୍ତି ଜନତା । ମୋ ଦଳର କର୍ମୀ । ୫ଟି ସଚିବଙ୍କୁ ବିରୋଧ କରି ଚାଲିଛି ନାରାବାଜି । ସମସ୍ତଙ୍କ ମୁହଁରେ ଗୋଟିଏ କତା, ସଚିବ…