Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ‘ ପାଠକ ‘ ପେସା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ପାଠକ ' ଯେହେତୁ ସ୍ବାଧୀନ ତାକୁ ତ ମିଳେନି ବେତନ ସ୍ବେଚ୍ଛାରେ ସେ କରେ ପଠନ କେବେ କେମିତି ହେଲେ ମନ ' ପାଠକ ' ନାମରେ ନିଯୁକ୍ତି ପାଇ ନ ଥାଏ ଜଣେ ବ୍ୟକ୍ତି ତେଣୁ ସେ ପଢ଼ିବାକୁ ବାଧ୍ୟ ନୁହେ, ଏତିକି ହେଉ ବୋଧ୍ୟ…

କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ‘ଟୁ ସାର୍‌‌-ଉଇଥ୍‌‌ ଲଭ୍‌‌’

କଟକ : ହେରିଟେଜ୍‌‌ ୱାକସ୍‌‌ କଟକ ଓ ଓଡ଼ିଶା କ୍ରିକେଟ୍‌‌ ଆସୋସିଏସନ୍‌‌(ଓସିଏ)ର ମିଳିତ ଆନୁକୂଲ୍ୟରେ ଓସିଏ ସମ୍ମିଳନୀ କକ୍ଷରେ ବିଶିଷ୍ଟ କବି ସ୍ବର୍ଗତ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ‘ଟୁ ସାର୍‌‌-ଉଇଥ୍‌‌ ଲଭ୍‌‌’ ଶୀର୍ଷକରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍‌‌ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଇଲମ ଓ ତଡପ ଲାଗି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ଦ୍ଵିତୀୟ ନୀତି ହେଲା "ମଙ୍ଗଳ ଆଳତି ". ଏହି ବିଷୟରେ ଅନେକ ଆଲୋଚନା କଲେ, ତଥାପି ମଙ୍ଗଳ ଆଳତି ବେଳର ଆଉ ଏକ ମନ୍ତ୍ର ଜାଣିବା । "ଓଁ ଇଦଂ…

ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ବିଧାୟକ ଓ ସାଂସଦ ଅନୁପସ୍ଥିତ ରହିବା ବଢ଼ାଇଲା ଚର୍ଚ୍ଚା

ବାରିପଦା : ବାରିପଦା ସହରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ଆଦିରନ ମାରାଥନ'ରେ ହଜାର ହଜାର ଯୁବ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିଲା। ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ବି. ଗଙ୍ଗାଧର ଓ ବିଜେଡିରୁ ଆସିଥିବା ରାଜନୈତିକ ନେତାମାନେ ପତାକା…

ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ!

ଥିରୁଅନନ୍ତପୁରମ: ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର 'ଅସ୍ୱାଭାବିକ' ମୃତ୍ୟୁ ଘଟିଥିବା ସନ୍ଦେହ କରି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୋଝିକୋଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ଆଲର୍ଟ ଜାରି କରାଯାଇଛି। ସୋମବାର ରାତିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ…

ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ପାଇଁ ଅଯୋଗ୍ୟତା ଅବଧିର ସମୀକ୍ଷାକୁ ପ୍ରାଥମିକତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାଙ୍କ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣାର ୬ ବର୍ଷର ଅବଧି ଯଥେଷ୍ଟ ଅଛି କି ନାହିଁ ତାହା ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଫୌଜଦାରୀ ମାମଲାରେ ସାଂସଦ ଓ ବିଧାୟକଙ୍କ…

୨୦୨୪ ପାଇଁ ତିନି ଦଳର ସମରସଜ୍ଜା, ଜାଣନ୍ତୁ ତିନି ଦଳ କେମିତି ଭୋଟ୍ ଭିକ୍ଷା କରିବେ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଏହାର ନେତା ଓ କର୍ମୀଙ୍କ ପାଇଁ ଏକ ବିଶାଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ବିଜେପି ପକ୍ଷରୁ କଣ୍ଟ୍ରୋଲ ରୁମ୍ ଓ ଓ୍ୱାର ରୁମ୍…

ଶିକ୍ଷକ: ଏପଟେ ନିଯୁକ୍ତି, ସେପଟେ ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଡିଏ ହଜାର ନୂତନ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ କରି ସାରା ଓଡ଼ିଶାରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୂର୍ବ ଫର୍ମାଟ ଅନୁଯାୟୀ ପେନସନ ଓ କେନ୍ଦ୍ରୀୟ ଦରମା ଅନୁସାରେ ଦରମା ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…

ଓ୍ଵାଇଲ୍ଡ ଲାଇଫ୍ କ୍ୟାମେରାରେ ରେକର୍ଡ ହେଲା ଚୋରି ହେବାର ଦୃଶ୍ୟ: କ୍ୟାମେରା ଚୋରି କରୁଛି ଜଙ୍ଗଲର ରାଜା ସିଂହ

ନୂଆଦିଲ୍ଲୀ: ଜଙ୍ଗଲ ଭିତରେ କ୍ୟାମେରା ଚୋରି ଅଭିଯୋଗରେ ଧରା ପଡ଼ିଲେ ଜଙ୍ଗଲର ରାଜା ସିଂହ। ସିସିଟିଭି କ୍ୟାମେରାରେ ରେକର୍ଡ ହେଲା ଚୋରି କରୁଥିବାର ଦୃଶ୍ୟ। କଥାଟା ହୁଏତ ଆପଣଙ୍କୁ ଟିକେ ଅଖାଡୁଆ ଲାଗୁଥାଇପାରେ, କିନ୍ତୁ ଗୋଟିଏ ସିଂହ ସତରେ ଏଭଳି କିଛି କରିଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।…

ନାଟ ମଣ୍ଡପର ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟ ମଣ୍ଡପର ତୁରନ୍ତ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି। ୨୦୧୬ରେ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଅଭିଶେକ…