Latest Odisha News

BREAKING NEWS

Yearly Archives

2023

କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪୦ରୁ ଉର୍ଦ୍ଧ୍ବ କଣ୍ଟେନର

କଟକ:କଟକ ଜଗତପୁର ଅନ୍ତର୍ଗତ ନଜରପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ  । ଗାଁର ପିଡିଏସ୍‌ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍‌ ପଡ଼ିଆରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ନିର୍ମାଣ କରିଥିବା ୪୦ଟି ଅସ୍ଥାୟୀ ଘରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍‌ ଜଳିଯିବା ସହ…

ସନେଟ : ଆଉ ଥରେ ମନା

ଅନୀତା ପାଣି ଶ୍ରାବଣର ଶେଷେ ଧୋଇ ନେଲା ଯେତେ ସୁଖର ସୁରଭି ବାସ, ଆଖିରେ ଆଖିଏ ଭରିଥିଲି ଯେତେ ସପନର ଅଭିଳାଷ । ଭାଗ କରିଦେଲା ଅଯୋଡା ଅକ୍ଷର ଆଦ୍ୟ ଅନ୍ତ ସୀମାରେଖା, ଆର ଶ୍ରାବଣରେ ଶ୍ରାବିତ ନୟନ ଏମିତି ପଡିବ ସୁଖା । ମନା ଆଉ ଥରେ ଖୋଜିବା ସପନେ ଉଜୁଡା ମରମ ମୂଲ, ମନା ଆଉ ଥରେ…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ: ସନ୍ଧ୍ୟା ଧୂପ ପରେ କରାଯିବ ସୁସଜ୍ଜିତ

ପୁରୀ: ଗତ ମଙ୍ଗଳବାର ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଛି  । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥି  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଆଜି ଠାରୁ ଶ୍ରୀଜିଉଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ…

ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ : ଏଥରର ଥିମ୍ ‘ବସୁଧୈବ କୁଟୁମ୍ବକମ୍’

ଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ  । ଏଥିପାଇଁ ପୁରା ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ୍ ସେଣ୍ଟର‌ ‘ଭାରତ ମଣ୍ଡପମ । ବିଶ୍ୱ ଦେଖିବ ଭାରତର ନେତୃତ୍ୱ । କାରଣ ଭାରତ ଅଧ୍ୟକ୍ଷତାରେ ୧୮ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବାକୁ…

ଭାଷା ଭାଗବତ : ଜୀବନର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ମନେ ଥାଏ ଯେଉଁ ଚିଂତା ମୁଁ କରେଁ ତାହାକୁ କବିତା ସେ କରେ ଗପ କିଂବା ଗାଥା ସୁଧୁରେ ଭାଷାର ଅବସ୍ଥା ଚିଂତାକୁ କରିଦେଲେ କଥା ଶୁଣିବା ଲୋକ ପାଏ ବ୍ୟଥା ଭଦ୍ରତା ରଖି ସିନା ଶୁଣେ କିଛି ରଖିପାରେନି ମନେ ଚିଂତାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ପୂଜା ନୀତି ଆଲୋଚନା ଭିତରେ ଆମେ ପ୍ରତ୍ୟୁଷର ଦ୍ଵିତୀୟ ପର୍ଯାୟ ନୀତି "ମଙ୍ଗଳ ଆଳତି " ବିଷୟ ଚର୍ଚ୍ଚା କରୁଛେ। ଏହି ପର୍ଯ୍ଯାୟରେ ଆମେ ଜାଣିଲେ କେବଳ…

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ହାଇଦ୍ରାବାଦ: ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳେ ଏକ ଦୁର୍ନୀତି ମାମଲାରେ ଗିରଫ କରିଛି। ୩୫୦ କୋଟି ଟଙ୍କାର ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସିଆଇଡି ନନ୍ଦୟଲାଲ ପୋଲିସ ସହାୟତାରେ ଗିରଫ କରି…

ମୋଦୀ-ବାଇଡେନ୍ ବୈଠକ ପରେ ଦୁଇ ଦେଶ ଜାରି କଲେ ମିଳିତ ବିବୃତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ମଧ୍ୟରେ ମଙ୍ଗଳବାର ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହାପରେ ଦୁଇ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି। ଜୁନ୍ 2023ରେ ପ୍ରଧାନମନ୍ତ୍ରୀ…

ସ୍ୱତନ୍ତ୍ର ଅଧିବେଶନ ବେଳେ ମିଳିତ ବୈଠକ ଡକାଯାଇ ପ୍ରଚଳିତ ସଂସଦ ଭବନକୁ ବିଦାୟ ଦିଆଯିବ?

ନୂଆଦିଲ୍ଲୀ: ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବେଳେ ସେପ୍ଟେମ୍ବର ୧୯ ତାରିଖରେ ଉଭୟ ଗୃହର ମିଳିତ ବୈଠକ ଡକାଯାଇ ପ୍ରଚଳିତ ସଂସଦ ଭବନକୁ ବିଦାୟ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏ ନେଇ ଯଥେଷ୍ଟ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଯଦିଓ ଏହି ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ…

ଉପନିର୍ବାଚନ: ବିଜେପି ୩ଟି, ଏନଡିଏ ୪ଟି ଆସନରେ ବିଜୟୀ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ଗଠନ ପରେ , ଛଅଟି ରାଜ୍ୟରେ ଅନୁଷ୍ଠିତ ସାତଟି ଆସନର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିଜେପି ଶୁକ୍ରବାର ତିନୋଟି ବିଧାନସଭା ଆସନ ଏବଂ ନବଗଠିତ ବିରୋଧୀ ଗୋଷ୍ଠୀ ଇଣ୍ଡିଆ ଚାରିଟି ଆସନରେ ବିଜୟୀ ହୋଇଛି। ଉତ୍ତର-ପୂର୍ବ ରାଜ୍ୟ ରାଜ୍ୟ ତ୍ରିପୁରାରେ ବିଜେପି ଉପ…