‘ଭାରତ ମଣ୍ଡପମ’ରେ ବିଶ୍ୱ ନେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଚମକୁଛି ଦିଲ୍ଲୀ । ଝଲସି ଯାଉଛି ବିଶ୍ୱବାସୀଙ୍କ ଆଖି । ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ବିଶ୍ୱର ବହୁ ବଡବଡ ନେତା । ସାଜସଜ୍ଜା ଯେମିତି ସୁରକ୍ଷା ବ୍ୟବସ୍ଥା ବି ସେମିତି । ଶନିବାର ଆରମ୍ଭ ହୋଇଛି ଜି ୨୦ ଶିଖର ସମ୍ମିଳନୀ । ବିଶ୍ୱର ୨୦ ଅର୍ଥ ବ୍ୟବସ୍ଥାର ବରିଷ୍ଠ ନେତା…