ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ଆଜି ହେବ ମୋଦି ବାଇଡେନ ଦ୍ବିପାକ୍ଷିକ ଆଲୋଚନା
ଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ । ଏ ନେଇ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାରୁ ସେ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସନ୍ଧ୍ୟା ୭ଟା ବେଳେ ସେ ଦିଲ୍ଲୀରେ ପହଞ୍ଚିବେ । ବାଇଡେନଙ୍କୁ ସ୍ବାଗତ ପାଇଁ ବିରାଟ…