Latest Odisha News

BREAKING NEWS

Yearly Archives

2023

ବିମାନବନ୍ଦରରେ ସାଂସଦଙ୍କୁ ସୁବିଧା ସୁଯୋଗ ନମିଳିବା ଅଭିଯୋଗରେ ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ। ଲୋକସଭାର ପ୍ରିଭିଲେଜ କମିଟି ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ବିମାନବନ୍ଦରରେ ଭଲ ସୁବିଧା ଏବଂ ସୁଯୋଗ ମିଳୁ ନାହିଁ।…

ଆମେରିକାରେ ଶିଶୁପୁତ୍ର ସହ ଭାରତୀୟ ଦମ୍ପତିଙ୍କ ଶବ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

ନ୍ୟୁୟର୍କ:ଆମେରିକାରର ମେରିଲାଣ୍ଡ ରାଜ୍ୟରେ ରହୁଥିବା ଭାରତୀୟ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାପା-ମା’ଙ୍କ ସହ ୬ ବର୍ଷର ଶିଶୁପୁତ୍ରର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ପରିବାରର ତିନି ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତଥ୍ୟ ଅନୁଯାୟୀ ତିନି…

‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଆପ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ (I.N.D.I.A)ର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଶ୍ଚିତ କରିଛନ୍ତି। ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ମୁମ୍ବାଇରେ ଅନୁଷ୍ଠିତ ହେବ।…

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଗୋପାଳ ଦାସ ଡିସଚାର୍ଜ ପିଟିସନ୍ ଶୁଣାଣି

ଝାରସୁଗୁଡା: ମନ୍ତ୍ରୀ ନବଦାସ ହତ୍ୟା ମାମଲା  । ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଲା ଅଭିଯୁକ୍ତ ଗୋପାଳ ଦାସର ଡିସଚାର୍ଜ ପିଟିସନ୍ ଶୁଣାଣି  । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ଡିସଚାର୍ଜ ପିଟିସନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଡିସଚାର୍ଜ…

‘ଏଲିଏନ୍’ ପରି ଏକ ସନ୍ତାନକୁ ଜନ୍ମ ଦେଲେ ମହିଳା, ଯାହାକୁ ଦେଖି ଡାକ୍ତରମାନଙ୍କର ମଧ୍ୟ ଉଡ଼ିଗଲା ହୋସ୍

ନୁଆଦିଲ୍ଲୀ: ଜଣେ ମା ପାଇଁ ତାର ସନ୍ତାନ ହେଉଛି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ସୁନ୍ଦର ଉପହାର । ପିଲାଟି ଯେପରି ହେଉନା କାହିଁକି, ପ୍ରସବ କରୁଥିବା ମା ଏହାକୁ ଦୁନିଆର ସମସ୍ତ ଅସୁବିଧାରୁ ରକ୍ଷା କରିବାରେ ଆଗରେ ରହିଥାଏ । କିନ୍ତୁ ଯେତେବେଳେ ଈଶ୍ୱର ସନ୍ତାନକୁ ଏକ ଅଜବ ରୋଗ କିମ୍ବା…

ପ୍ରେମ ପାଇଁ ଦକ୍ଷିଣ କୋରିଆରୁ ଭାରତ, ଗୁରୁଦ୍ଵାରରେ କଲେ ବିବାହ

ଶାହାଜାନପୁର: ପ୍ରେମ କୌଣସି ବାଧା ବନ୍ଧନ କିମ୍ବା ସୀମାକୁ ମାନେ ନାହିଁ । କୌଣସି ଭୌଗଳିକ ସୀମା ଦୁଇ ପ୍ରେମୀ ହୃଦୟକୁ ଅଳଗା କରି ରଖି ପାରେନି । ଏ କଥା ପୁଣି ଥରେ ସତ ସାବ୍ୟସ୍ତ ହୋଇଛି । ସାତ ଦରୀଆ ତେର ନଇ ଡେଇଁ ଦକ୍ଷିଣ କୋରିଆରୁ ଭାରତ ଆସି ପହଞ୍ଚିଛନ୍ତି ପ୍ରେମିକା । ଉତ୍ତରପ୍ରଦେଶର…

ଐଶ୍ୱର୍ଯ୍ୟାଙ୍କ ଆଖି ଓ ତ୍ୱଚା ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ । ଏକନାଥ ସିନ୍ଦେ ସରକାରର ଜଣେ ମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ମହାରାଷ୍ଟ୍ରର ଆଦିବାସୀ ମନ୍ତ୍ରାଳୟର ମନ୍ତ୍ରୀ ଡା.ବିଜୟକୁମାର ଗାବିତ ଏକ ବୟାନ ଦେଇ କହିଛନ୍ତି, ମାଛ ଖାଇଲେ…

ଆଭାସୀ ମାଧ୍ୟମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଉପରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ସାହିତ୍ୟ ଓ ସର୍ଜନାକୁ ନେଇ ଥିଙ୍କର୍ସ କ୍ଳବ୍ ପକ୍ଷରୁ ରୀତି ଯୁଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଭଞ୍ଜ ସାହିତ୍ୟକୁ ନେଇ ୮୧ ତମ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୈଳେଶ୍ୱର୍ ନନ୍ଦ, ମନମୋହନ ଆଚାର୍ଯ୍ୟ, ଅଂଶୁମାନ କର ଭଞ୍ଜ ସାହିତ୍ୟର ଶବ୍ଦ ଅର୍ଥ…

ଇଟାଲୀ କନ୍ୟାକୁ ଇଣ୍ଡିଆ ବର: ହିନ୍ଦୁ ରୀତିନୀତିରେ ମନ୍ଦିରରେ କଲେ ବିବାହ

ଉତ୍ତର ପ୍ରଦେଶ: କଥାରେ ଅଛି, ପ୍ରେମ ମାନେନା ଜାତି, ଧର୍ମ, ରଙ୍ଗ, ବନ୍ଧବାଡ଼, ରାତି ଦିନ । ପ୍ରେମ ପାଇଁ କେବେ କିଏ କାହାର ଜୀବନ ନେଲାଣି ତ କେବେ ଜୀବନ ଦେଲାଣି । ଆଉ ପୁଣି ପ୍ରେମ ପାଇଁ କିଏ ଦେଶଛାଡ଼ି ଅନ୍ୟଦେଶକୁ ଯାଉଛନ୍ତି ।  ଏଭଳି ଏକ ପ୍ରେମ କାହାଣୀକୁ ନେଇ ପାକିସ୍ତାନର ସୀମା ହାଇଦର…

କାଲିଠୁ ପୁଣି ବର୍ଷା: ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ ।  ଅଗଷ୍ଟ ୨୫ରେ ପୁଣି ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସତର୍କ ଜାରି…