Latest Odisha News

BREAKING NEWS

Yearly Archives

2023

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ ଅନୁଗୁଳ- ସଦାଶିବ ନାୟକ…

ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା

ନୂଆଦିଲ୍ଲୀ: ୨୩ ସେପ୍ଟମ୍ବରଠାରୁ ଚୀନରେ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସ ନିୟମ ଅନୁସାରେ ୨୩ ବର୍ଷରୁ କମ ଟିମ ସହିତ ୩ଜଣ ସିନିୟର ଖେଳାଳି ଖେଳିପାରିବେ । ସୁନୀଲ ଛେତ୍ରୀ, ସନ୍ଦୀପ ଝିଙ୍ଗନ ଓ ଗୁରପ୍ରୀତ ସିଂ ସାନ୍ଧୁଙ୍କୁ…

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ପ୍ରତିନିଧି ଦଳ ସହ ସିଏମଓ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର: ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସମ୍ପର୍କରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ଆଜି ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସିଏମଓର ବରିଷ୍ଠ ଅଧିକାରୀଙ୍କୁ…

ରଜନୀକାନ୍ତଙ୍କ ସହ ରୋମାନ୍ସ କରିବେ ତମନ୍ନା,ଟ୍ରୋଲ ହେଲେ ଏହି ଯୋଡ଼ି

ମୁମ୍ବାଇ: ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ତମନ୍ନା ଭାଟିଆ । ଫିଲ୍ମ ‘ଜେଲର’ରେ ଉଭୟ ରଜନୀକାନ୍ତ ଓ ତମନ୍ନା ଏକାଠି ନଜର ଆସିବେ । ନିକଟରେ ଏହି ଫିଲ୍ମର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ତମନ୍ନା ଜବରଦସ୍ତ ଡ଼୍ୟାନ୍ସ କରୁଛନ୍ତି । ଏହି ଯୋଡ଼ିକୁ ଦେଖିବା…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତରେ ପଂହଚିଲା ପାକିସ୍ତାନ ଟିମ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାଗ ନେବା ପାଇଁ ମଙ୍ଗଳବାର ପାକିସ୍ତାନ ଟିମ ୱାଘା ବର୍ଡର ଦେଇ ଭାରତରେ ପଂହଚିଛି । ଚେନ୍ନାଇରେ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ଅଗଷ୍ଟ ୩ରେ ମାଲେସିଆ ବିପକ୍ଷରେ ପାକିସ୍ତାନ ତାର ଅଭିଯାନ ଆରମ୍ଭ କରିବ । ୯…

କର୍ଣ୍ଣାଟକ ହେବ କିଙ୍ଗମେକର!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଧାନସଭା ରଣନୀତିରେ ସଫଳ ହୋଇ ସରକାର ଗଢିବା ପରେ ଏବେ ଲୋକସଭା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି। ରାତି ପାହିଲେ ଅର୍ଥାତ ଅଗଷ୍ଟ ଦୁଇ ତାରିଖରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ମନ୍ତ୍ରୀମାନେ ଦିଲ୍ଲୀରେ ଦଳର ଜାତୀୟ ନେତୃତ୍ବକୁ ଭେଟିବେ।…

ମାସକୁ ଟେଲିଫୋନ ବିଲ୍ ଆସିଲା ଦେଢ କୋଟିରୁ ଅଧିକ: ଘାବରେଇ ଗଲେ ଯୁବତୀ

ଫ୍ଲୋରିଡା: ବର୍ତ୍ତମାନ ଡ଼ିଜିଟାଲର ଯୁଗ । ପ୍ରତିଦିନ କାମ ପାଇଁ ଆମକୁ ଅଧିକରୁ ଅଧିକ ମୋବାଇଲ ଉପରେ ନିର୍ଭର କରିବାକୁ ପଡ଼ୁଛି । ବିଶେଷକରି ଫୋନ କଲ,ଏସ୍‌ଏମ୍‌ଏସ୍ ଓ ନେଟ୍ ପ୍ୟାକର ଆବଶ୍ୟକତା ବଢୁଥିବାରୁ ଏହାକୁ ଆମେ ଗୁରୁତ୍ୱ ଦେଉଛୁ । କିନ୍ତୁ ଭାବନ୍ତୁ ଏତେ ସବୁ କାମ କରିବା ପାଇଁ ଆପଣ ଖର୍ଚ୍ଚ…

ମଣ୍ଡିରେ ଦର ବୁଝିଲେ ରାହୁଲ, କ୍ଷମତାକୁ ଆସିଲେ ଦାମ କମାଇବେ!

ଭୁବନେଶ୍ୱର: ଦେଶର ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ ଗୋଟିଚାଳନା କରିଛନ୍ତି। ଭୋର ୪ ଟା ରେ ରାହୁଲ ଆଜାଦପୁର ମଣ୍ଡି ପହଂଚିବା ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମଣ୍ଡିରେ ସେ ସବୁଜ ପନିପରିବା ବିକ୍ରେତାଙ୍କ ସହ ପରିବା…

ଆରପାରିରେ ୟୁଫୋରିଆ ଅଭିନେତା ଆଙ୍ଗସ କ୍ଲାଉଡ

ଲସ ଆଞ୍ଜେଲସ: ଆରପାରିରେ ୟୁଫୋରିଆର ୨୫ ବର୍ଷିୟ କୋ-ଷ୍ଟାର ଆଙ୍ଗସ କ୍ଲାଉଡ । ତାଙ୍କର ସୋମବାର ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ହେଲେ ଆଙ୍ଗସ କ୍ଲାଉଡଙ୍କ କିପରି ମୃତ୍ୟୁ ହେଲା ସେ…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୯ଟି ମୃତଦେହ ଥିବା ବେଳେ ସେମାନେ ସେମାନଙ୍କ…