ଆପଣଙ୍କ ଭୋଟ, ଆପଣଙ୍କ ସ୍ଵର…ଜାଣନ୍ତୁ ମତଦାନ ପୂର୍ବରୁ କ’ଣ କହିଲେ ମୋଦୀ
ନୂଆଦିଲ୍ଲୀ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟକ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପିଏମ ମୋଦୀ ସାସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଆଜି ଲୋକସଭାର ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ସମସ୍ତ ଆସନର ମତଦାତା ମାନଙ୍କୁ ରେକର୍ଡ ସଂଖ୍ୟକ…