ଜଗଦ୍ଦେବ ନିର୍ବାଚନ ଲଢ଼ିବେନି: ବିଜେଡି ନା ବିଜେପି କିଏ ପଡ଼ିବ ଘାଟାରେ?
ଚିଲିକା: ଫେବ୍ରୁଆରି ମାସରେ ବିଜେପିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଚଳିତ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ଶୁକ୍ରବାର ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ପ୍ରତିକ୍ରିୟା ଦେଇ ଜଗଦେବ ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ସଭାପତି ତଥା…