ଭାରତ ସହ ଶତ୍ରୁତା କରିବା ମାଳଦ୍ୱୀପକୁ ମହଙ୍ଗା ପଡିଲା; ଟୁରିଷ୍ଟ ପାଇଁ ଭାରତରେ କରିବ ରୋଡ ସୋ’
ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା କରିବା ମାଳଦ୍ୱୀପକୁ ଭାରି ପଡିଛି । ବର୍ତ୍ତମାନ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଦେଶର ଆର୍ଥନୀତିକୁ ଦୋହଲାଇ ଦେଇଛି । ଏହି କାରଣରୁ ମାଳଦ୍ୱୀପ ବର୍ତ୍ତମାନ ଆଣ୍ଠେଇ ପଡିଛି ।
ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ…