Latest Odisha News

BREAKING NEWS

Yearly Archives

2024

ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଏପ୍ରିଲ ପ୍ରଥମ ସପ୍ତାହରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଗଲାଣି ଗ୍ରୀଷ୍ମପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି । ଏପ୍ରିଲ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶରେ…

ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର, ଚାଷ ଜମିରେ ପଶି ଗହମ କାଟିଲେ ଡ୍ରିମଗାର୍ଲ

ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଆସନ୍ତା ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ନିର୍ବାଚନୀ ପ୍ରଚାର ପାଇଁ ପାର୍ଥୀମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ…

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲପର ଗୁରୁତର

ଭଦ୍ରକ: ଭଦ୍ରକରେ ଭୟଙ୍କର ସଡକ ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା କଦଳୀ ବୋଝେଇ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ବିଜେଡିକୁ ଆଉ ଏକ ଝଟକା, ହାତ ଧରିଲେ ଅସିତ୍ ପଟ୍ଟନାୟକ

ଭୁବନେଶ୍ବର: ହାତ ଧରିଲେ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ । ନିଜ ସମର୍ଥକଙ୍କ ସହ ଆସି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଲେ ଅସିତ୍ । ଅସିତ୍ ବର୍ତ୍ତମାନ ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ତଥା ବର୍ତ୍ତମାନ…

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । କୈଳାଶ କୁଲେସିକାଙ୍କୁ ଏଥର ଲକ୍ଷ୍ମୀପୁର ପାଇଁ ଟିକେଟ୍ ଦେଇନି ବିଜେଡି ।…

ଏହି ଉପାୟ ଆପଣାନ୍ତୁ, ଅତି ସହଜରେ ମୂଷା ଠାରୁ ପାଆନ୍ତୁ ମୁକ୍ତି

ଭୁବନେଶ୍ବର: ମୂଷା ପାଇଁ ଚିନ୍ତାରେ ଅଛନ୍ତି କି। ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରିଦେଉଛି କି। ତେବେ ଆଉ ଚିନ୍ତା କରନ୍ତୁନି ।ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ୱାରା ଅତି ସହଜରେ ଆପଣ ମୂଷା ଠାରୁ ପାଇବେ ମୁକ୍ତି। ପ୍ରଥମେ ପାଣି ସହ ଫିଟିକିରି ପାଉଡରକୁ ମିଶାଇ ମୂଷା…

ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଦଳ ଭିତରେ ଅସନ୍ତୋଷର ନିଆଁ

ଭୁବନେଶ୍ବର: କୋଉଠି ବିରୋଧ ତ କେଉଁଠି ବିଦ୍ରୋହ l କେଉଁଠି ଚାପା ଗୁଞ୍ଜରଣ ତ କେଉଁଠି ଖୁଲମଖୁଲା ପ୍ରତିବାଦ l ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ-ଅନେକ ଜାଗାରେ ବିଜେପି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ପାଇଁ ଅସନ୍ତୋଷ ହିଁ ଅସନ୍ତୋଷ l ଦଳ ଭିତରେ ଦଳ ପ୍ରତି ରଣହୁଙ୍କାର l ଆଉ କିଛି…

ନିର୍ବାଚନ ଲଢ଼ିବେ ଇନ୍ଦିରା ହତ୍ୟାକାରୀଙ୍କ ପୁଅ ସରବଜିତ ସିଂ

ଚଣ୍ଡିଗଡ: ନିର୍ବାଚନ ଲଢିବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବିଅନ୍ତ ସିଂଙ୍କ ପୁଅ ସରବଜିତ ସିଂ । ୪୫ ବର୍ଷୀୟ ସରବଜିତ ସିଂ ପଞ୍ଜାବର ଫରିଦକୋଟ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ । ଏନେଇ ସେ ଗୁରୁବାର ସୂଚନା ଦେଇଛନ୍ତି । ପୂର୍ବରୁ ସେ…

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ

କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । ଫୁସଫୁସ୍‌ ଜନିତ ସମସ୍ୟାରେ ପୀଡ଼ିତ ଥାଇ କିଛି ଦିନ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ଥିଲେ ।…

ଭାଷା ଭାଗବତ : ମଣିଷ ଯଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିଜକୁ କରିଦେଲେ ଯଂତ୍ର ପାସୋରିହୁଏ ମୂଳମଂତ୍ର ମଣିଷ ମୂଳତଃ ସ୍ବତଂତ୍ର ଅତ୍ର, ତତ୍ର, ଯତ୍ର, ସର୍ବତ୍ର ଆପଣା ନିଜସ୍ବ ବରଜି ଅଧିକ ଲୋକ ହେଲେ ରାଜି ହୁଅଂତି ଯଂତ୍ରାବଳି ଭଳି କେବଳ ଶରୀର ସଂଭାଳି ନିଜ ଭାବନା, ଅନନ୍ୟତା…