Latest Odisha News

BREAKING NEWS

Yearly Archives

2024

ଆସିଲା କାଳିଆ ଟଙ୍କା, ବଢିଲା ଯୋଜନା ଅବଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ…

ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ, ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭଦ୍ରକ: ସଫଳ ହେଲା ମିଶନ ଦିବ୍ୟାସ୍ତ୍ରର ପରୀକ୍ଷଣ। ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅପରାହ୍ନରେ ମୋଦି ଟୁଇଟ୍ କରି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

ସାମୀ ଟି୨୦ ବିଶ୍ୱକପ ଖେଳିବେନି, ସ୍ପଷ୍ଟ କଲେ ଜୟ ଶାହ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ତେବେ ଏହାର ପ୍ରସ୍ତୁତି ବେଳେ ଟିମ ଇଣ୍ଡିଆକୁ ସୋମବାର ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ମହମ୍ମଦ ସାମୀ ଏହି ବିଶ୍ୱକପେ ଖେଳିବେ ନାହିଁ ବୋଲି ଜଣାପଡିଛି । ବିସିସିଆଇ ସଚିବ ଜୟ ଶାହ…

ଅଣ ମୁସଲୀମ ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସିଏଏ ଅର୍ଥାତ ସିଟିଜେନସିପ ଆମେଣ୍ଡେମେଣ୍ଟ ଆକ୍ଟ । ଏହି ବିଜ୍ଞପ୍ତି ସହିତ ଦେଶରେ ସିଏଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହା ଦ୍ବାରା ତିନି…

ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ବିଜ୍ଞାନ…

ରେସଲିଂ ଟ୍ରାଏଲ୍ସ: ବଜରଙ୍ଗଙ୍କ ପରେ ବିଶୃଙ୍ଖଳା ସୃଷ୍ଟି କଲେ ଭିନେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତରେ ରେସଲିଂ ଚୟନ ଟ୍ରାଏଲ ଆୟୋଜିତ ହେଉଛି । ପ୍ରଥମ ଦିନ ବଜରଙ୍ଗ ପୁନିଆ ହାରିବା ପରେ ଅଶାନ୍ତି ସୃଷ୍ଟି କରିଥିବା ବେଳେ ସୋମବାର ଭିନେଶ ଫୋଗଟ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଛନ୍ତି । ରବିବାର ଖବର ପ୍ରସାରଣ ହୋଇଥିଲା ଯେ, ଅଲିମ୍ପିକ ପଦକ ବିଜେତା…

କିଏ ଏହି ଓପେନହାଇମର? ଯାହାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ହଲିଉଡ ଫିଲ୍ମ ୭ଟି ଓସ୍କାର ପୁରସ୍କାର ଜିତିଛି

ନୂଆଦିଲ୍ଲୀ: ତିନି ଘଣ୍ଟାର ସିରିୟସ ବାୟୋପିକ ହଲିଉଡ୍ ଚଳଚ୍ଚିତ୍ର “ଓପେନହାଇମର” ଅହେତୁକ ଭାବରେ ବକ୍ସ ଅଫିସରେ ଅରବ ଡଲାର ରୋଜଗାର କରିଛି । ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ୨୦୨୪ ରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିବା ପରେ ବର୍ତ୍ତମାନ ଏହା ଏକ 7ଟି ଓସ୍କାର ପୁରସ୍କାର…

ବିଜେଡି-ବିଜେପି ବାହାଘର ପରେ ଅନ୍ନପ୍ରାସନ୍ନ କଲା କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ ।…

ଭିଜିଲାନ୍ସ ଜାଲରେ ଜଙ୍ଗଲ ଜମି ବିଭାଗର ସଂଯୋଜିକା

ସମ୍ବଲପୁର:ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଲାଞ୍ଚ ନେବା ବେଳେ ଧରାପଡ଼ିଲେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବୀନ। ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା…

ସୁପ୍ରିମକୋର୍ଟର ପୂର୍ବ ବିଚାରପତି ଖାନୱଲିକର ହେଲେ ଦେଶର ଦ୍ୱିତୀୟ ଲୋକପାଳ

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବ ବିଚାରପତି ଅଜୟ ମାଣିକ ରାଓ ଖାନୱଲିକର । ରବିବାର ଖାନୱଲିକରଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଜଷ୍ଟିସ ଖାନୱିଲକର ଚଳିତ ବର୍ଷ ଫେବୃଆରୀ ଶେଷ ସପ୍ତାହରେ ଲୋକପାଳର ଅଧ୍ୟକ୍ଷ ଭାବରେ…