Latest Odisha News

BREAKING NEWS

Yearly Archives

2024

‘ବିକାଶ ଭାରତ ବିକାଶ ଜମ୍ମୁ-କାଶ୍ମୀର’: ୫୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ କଲେ ମୋଦି

ଶ୍ରୀନଗର: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ସମସ୍ତ ଦଳ ପ୍ରଚାର ପ୍ରସାର ପାଇଁ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ବିଜେପି କେନ୍ଦ୍ରରେ ନିଜର ଆସନ ବଜାୟ ରଖିବା ପାଇଁ ପ୍ରାଣ ପଣେ ଚେଷ୍ଟା କରିଚାଲିଛି। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଥମଥର…

ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରେଡ୍; ମାଦକ ଦ୍ରବ୍ୟ, ମଦ ଓ ଟଙ୍କା ସହ ଅନ୍ୟାନ୍ୟ ମୂଲ୍ୟବାନ…

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ପହିଲା ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ…

ବଢିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା, ୨୫ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ସର୍ଭିସ ପ୍ରୋଭାଇଡର ଏଜେନ୍ସି ଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି…

‘ଭାରତୀୟ କୃଷକ ଏବେ ସାରା ବିଶ୍ୱକୁ ଖାଦ୍ୟ ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି’

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ 'ଅନନ୍ୟା' ଓ ଓୟୁଏଟିର ମିଳିତ ସହଭାଗୀତାରେ 'ଜଳବାୟୁ ଉପଯୋଗୀ କୃଷି' ଉପରେ ଏକ ଜାତୀୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଡ଼ଃ ଏମ୍.ଏସ୍. ସ୍ୱାମୀନାଥନ କକ୍ଷରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି ।…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଡାର୍କ ପାର୍ଲେ-ଜିର ଫଟୋ, ଅପେକ୍ଷାରେ ଲୋକେ

ନୂଆଦିଲ୍ଲୀ; ବର୍ତ୍ତମାନ ମାର୍କେଟରେ ଭଳି କି ଭଳି ବିସ୍କୁଟ ଉପଲବ୍ଧ । ଟେଷ୍ଟ, ଫ୍ଲେଭର ଏପରିକି ଦରରେ ମଧ୍ୟ ଜଣେ ଜଣଙ୍କ ପଛରେ ଦୌଡିବାରେ ଲାଗିଛି । କିନ୍ତୁ ପୁରୁଣା କାଳର ସେଇ ଆଇକନିକ ବିସ୍କୁଟ ପାର୍ଲେ-ଜିର ଟେଷ୍ଟ ଏବଂ ପରିଚୟ ଅନ୍ୟ ଖୋଜିଲେ ମଧ୍ୟ ଅନ୍ୟ କୌଣସି ବ୍ରାଣ୍ଡର ବିସ୍କୁଟରେ…

କିଏ ଏହି ରମେଶ ସିଂ ଅରୋରା? ଯିଏ ପାକିସ୍ତାନ ସରକାରରେ ପ୍ରଥମ ଶିଖ୍ ମନ୍ତ୍ରୀ ଭାବେ ଶପଥ ନେଲେ

ଇସଲାମବାଦ: ପାକିସ୍ତାନର ନାରୋୱାଲ ବିଧାୟକ ରମେଶ ସିଂ ଅରୋରା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ପାକିସ୍ତାନର ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ବିଧାୟକ ହୋଇଛନ୍ତି । ଅରୋରା ପାକିସ୍ତାନ ମୁସଲିମ ଲିଗ୍ (ପିଏମଏଲ-ଏନ)…

ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ରକ୍ଷକ ଭେଇକିଲର ଶୁଭାରମ୍ଭ; ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

ଭୁବନେଶ୍ୱର: ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ନିୟୋଜିତ ଥିବା ରାପିଟ୍ ରେସପନ୍ସ ଟିମ୍ ପାଇଁ  ବନ ବିଭାଗ ପକ୍ଷରୁ ଆଜି ‘ରକ୍ଷକ ଭେଇକିଲ’ର ଶୁଭାରମ୍ଭ କରାଯାଇଛି। ଭରତପୁର ଜଙ୍ଗଲ ସଫାରୀରେ ଏହି ରକ୍ଷକ ଭେଇକିଲର  ଶୁଭାରମ୍ଭ କରାଯାଇଛି । ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍…

ନିଜ ସ୍ବାର୍ଥ ପାଇଁ ବିଜେପି ସହ ମେଣ୍ଟ କରୁଛି ବିଜେଡି : ଶରତ ପଟ୍ଟନାୟକ

ଭୁବନେଶ୍ବର:- ସବୁଠି ରାଜନୀତି ଚର୍ଚ୍ଚା । ଏକାଠି ହେବେ ବିଜେଡି-ବିଜେପି । ଗତକାଲି ଠାରୁ ଏପର୍ଯ୍ୟନ୍ତ ଚାଲିଛି ଗୁରୁର୍ତ୍ବପୂ୍ର୍ଣ୍ଣ ବୈଠକ । ଗତକାଲି ନବୀନ ନିବାସରେ ତୁଙ୍ଗନେତାଙ୍କୁ ନେଇ ଦୁଇ ଦୁଇ ଥର ବୈଠକ ବସିଥିଲା । ସେହିପରି ଗତକାଲି ଦିଲ୍ଲୀରେ ମଧ୍ୟ ଅପରାହ୍ଣର ୫ଟାରେ ବସିଥିଲା…

ଆପଣଙ୍କ ତଥ୍ୟ ଚୋରି କରିପାରେ ଏଆଇ ୱର୍ମ, ଜାଣନ୍ତୁ କିପରି

ନୂଆଦିଲ୍ଲୀ; ଦ୍ରୁତ ଗତିରେ ବିସ୍ତାର କରୁଛି ଡିଜିଟାଲ୍ ଦୁନିଆ । ଏବଂ ଏହି ଅଭିବୃଦ୍ଧିର ସବୁଠାରୁ ଆଗରେ ରହିଛି କୃତ୍ରିମ ବୁଦ୍ଧିମତା (AI) ଦ୍ୱାରା ଚାଲୁଥିବା ଚାଟବଟ୍ - ଚାଟ୍ ଜିପିଟି, ଜେମିନି, କୋପିଲଟ୍ ଇତ୍ୟାଦି | ଆମେ ସବୁକ୍ଷେତ୍ରରେ AI ପ୍ଲାଟଫର୍ମ ଦ୍ୱାରା ଆବଦ୍ଧ ଯାହା ଆମର ଅଧିକାଂଶ…

ବଦଳିପାରେ ବିହାର ରାଜନୀତି: ଚିରାଗ ପାସୱାନଙ୍କୁ ଇଣ୍ଡିଆରୁ ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ: ବଦଳିବକି ବିହାର ରାଜନୀତି। ବିହାରରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଆସନ ବଣ୍ଟନ ନେଇ ଦ୍ୱନ୍ଦ୍ୱ ରହିଛି। ଏହି ସମୟରେ ସୂଚନା ରହିଛି ଯେ ଚିରାଗ ପାସୱାନଙ୍କ ପାର୍ଟିକୁ ନିଜ ଆଡକୁ ଆଣିବା ପାଇଁ ଇଣ୍ଡିଆ ଆଲାଇନ୍ସ ଉଦ୍ୟମ ଆରମ୍ଭ କରିଛି।…