Latest Odisha News

BREAKING NEWS

Yearly Archives

2024

ଯୁବତୀଙ୍କ ମୃତଦେହ ଉଦ୍ଧାର; ବେକରେ ରହିଛି କଟାଦାଗ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାଁ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଗତକାଲି ଲକ୍ଷ୍ମୀପ୍ରିୟାଙ୍କ ମାଆ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ…

ପରୀ ହତ୍ୟାକାଣ୍ଡ ମାମଲା, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ

ନୟାଗଡ଼:- ହାଇକୋର୍ଟରେ ଦ୍ବାରସ୍ଥ ହେଲେ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ଦୋଷୀ । କହିଲେ ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାର ନକରି ତାଙ୍କୁ ଏହି ଦଣ୍ଡାଦେଶ ଦିଆଯାଇଛି ।  ଅତିରିକ୍ତ ଦୌରାଜଜ ତଥା ଚିଲଡ୍ରେନ କୋର୍ଟଙ୍କ ନ୍ୟାୟକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦୋଷୀ ।…

ବିଲ୍‌ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ ବିଆରସି, କାବୁ କଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ଲକ ରିସୋସ କୋଡିନେଟର । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ବିଆରସି ମଧୁସୁଦନ ପଟେଲଙ୍କୁ କାବୁ କଲା ଭିଜିଲାନ୍ସ ଟିମ୍ । ଖବର ଅନୁଯାୟୀ, ଏକ ପାଇଖାନା ନିର୍ମାଣ ବିଲ ପାଇଁ ଅଭିଯୋଗକାରୀ ମହମ୍ମଦ ଆଶିଷଙ୍କୁ…

ଖଡ଼ିଆଳରେ ରାଜନୀତି ଉଷ୍ମତା, ନେତାଙ୍କୁ ନେଇ ଦ୍ଵନ୍ଦରେ ମତଦାତା

ନୂଆପଡା: ପ୍ରତ୍ୟେକ ଥର ଭଳି ଚଳିତ ନିର୍ବାଚନ ରେ ମଧ୍ୟ ଖଡ଼ିଆଳ ରାଜନୀତି ରୋଚକ ମୋଡ ରେ ପହଞ୍ଚିଛି । ଏଠି ଅନେକ ଆଶାୟୀ, କିଏ କାହାଠୁ କମ୍ ନଥିବା ବେଳେ ଟିକେଟ କୁ ନେଇ ରାଜନୀତି ଚର୍ଚ୍ଚା ସରଗରମ ହେବାରେ ଲାଗିଛି । ବିଶେଷ କରି ବିଜେଡି ଟିକେଟ କୁ ନେଇ ଦ୍ଵନ୍ଦ ଥିବା ବେଳେ, ଟିକେଟ ହିଁ…

ଲୋକସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ଉତ୍ତରପ୍ରଦେଶ ରାଜନୀତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ରାଜନୀତି ପାର୍ଟି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ସମାଜବାଦୀ ପାର୍ଟିର୍ ପରେ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ୫୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ବଳକା ଥିବା ଅନ୍ୟ ଆସନ ପାଇଁ ଜଲଦି ପ୍ରାର୍ଥୀଙ୍କ ନାଁ…

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ୧୫ବର୍ଷ ପୂର୍ବେ ଏହି କାରଣରୁ ଏନଡିଏର ହାତ ଛାଡିଥିଲେ ନବୀନ

ଭୁବନେଶ୍ଵର: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ(BJD) ବିରୋଧି ଭାରତୀୟ ଜନତା ପାର୍ଟି (BJP) ସହ ମେଣ୍ଟ ଗଠନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନରେ ବିଜେଡି ନେତାମାନଙ୍କର ଏକ…

୪ ଦିନ ପରେ ବଢ଼ିବ ତାତି, ଉପରମୁହାଁ ହେବ ପାରଦ

ଭୁବନେଶ୍ବର:-  ଆଗାମୀ ୪ ଦିନ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ନାହିଁ । ହେଲେ ୪ ଦିନ ପରେ ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା । ଉପରମୁହାଁ ହେବ ପାରଦ । ସଝିବ ଓଡ଼ିଶା,ବଢ଼ିବ ଖରା । ଘରୁ ବାହାରିବା ଅସମ୍ଭବ ହୋଇପଡ଼ିବ, ଖରା ପ୍ରକୋପରେ ଡହଳବିକଳ ହୋଇପଡ଼ିବେ ଲୋକମାନେ । ଏଭଳି କିଛି…

ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲରେ ପୁଣି ଇଡି ରେଡ୍, ଭୁବନେଶ୍ଵରର ୩ଟି ସ୍ଥାନରେ ଚଢାଉ

ଭୁବନେଶ୍ଵର; ଅର୍ଥତତ୍ତ୍ଵ ଚିଟ ଫଣ୍ଡ ମାମଲା। ଆକ୍ସନ ମୋଡରେ ଇଡି । ଭୁବନେଶ୍ଵରର ୩ଟି ସ୍ଥାନ ସହ ରାଜ୍ୟର ମୋଟ ୫ଟି ସ୍ଥାନରେ ଚଢାଉ କରିଛି ଇଡି । ଭୁବନେଶ୍ଵରର ଏକ ଖବରକାଗଜ ମାଲିକଙ୍କ କାର୍ଯ୍ୟାଳୟ ସମେତ ବାସଭନରେ ଚଢାଉ କରିଛି ଇଡି । ସୂଚନା ଅନୁସାରେ, କିଛି ଦିନର ବ୍ୟବଧାନ ପରେ ପୁଣି…

ଦଳ ସପକ୍ଷରେ ଯାହା ନିଷ୍ପତି ହେବ ମାନିବୁ: କେଭି ସିଂହଦେଓ

ଭୁବନେଶ୍ବର: ଗତକାଲି ଠାରୁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି ବିଜେପି ମହାମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି । ଗତକାଲି ଦୁଇ ଦଳର ଘନ ଘନ ବୈଠକ । ରାଜ୍ୟ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହାମେଣ୍ଟକୁ ନେଇ ଚାଲିଛି…

ବିଜେଡିରେ ମିଶିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର; ଯେତିକି ଭାଙ୍ଗୁଛି ସେତିକି ଯୋଡୁଛି । ଦିନକୁ ଦିନ ଯେତିକି ବିଜେଡି ନେତା ଦଳ ଛାଡୁଛନ୍ତି ସେତିକି ଦଳରେ ମିଶୁଛନ୍ତି ମଧ୍ୟ । ଏହାରି ଭିତରେ ଆଜି ବିଜେଡିରେ ମିଶିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସକୁ…