Latest Odisha News

BREAKING NEWS

Yearly Archives

2024

ବଢ଼ିଲା ବହୁଭାଷୀ ଶିକ୍ଷକଙ୍କ ଦରମା

ଭୁବନେଶ୍ବର: ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ  ଦରମା ବୃଦ୍ଧି ।   ଦଶ ହଜାର ଟଙ୍କା ବଢ଼ାଇଲେ ସରକାର । ୫୩୭୯ ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଏହା ସହ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ…

ଦକ୍ଷିଣ ଆଫ୍ରିକାରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ମହମ୍ମଦ ଗୌସ ନିୟାଜୀ

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ମହମ୍ମଦ ଗୌସ ନିୟାଜୀଙ୍କୁ ଦକ୍ଷିଣ  ଆଫ୍ରିକାରୁ ଗିରଫ କରାଯାଇଛି । ତାଙ୍କୁ ଧରିବାକୁ ଏନଆଇଏ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା । ନିୟାଜୀ ଉଗ୍ରବାଦୀ ଇସଲାମୀ ସଙ୍ଗଠନର (ପିଏଫଆଇ)ର ନେତା ଥିଲା । ୨୦୧୬ ମସିହାରେ ନିୟାଜୀ ବେଙ୍ଗାଲୁରୁରେ ଆରଏସଏସ୍ ନେତା…

୧୫ ବର୍ଗଫୁଟରେ ନିର୍ମିତ ରାମେଶ୍ଵରମ୍ କାଫେ, ଜାଣନ୍ତୁ ଏହାର କାହାଣୀ

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଏକ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି କାଉଣ୍ଟରରେ ଖାଇବା ଅର୍ଡର ଦେଇଛି । କିନ୍ତୁ …

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଥାନା ବାବୁ, ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାନ୍ଧିଲା ଭିଜିଲାନ୍ସ

ନବରଙ୍ଗପୁର: ଥାନା ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ନବରଙ୍ଗପୁର ଡାବୁଗାଁ ଥାନା ଏଏସଆଇ ଶ୍ରୀ ସୀମାଞ୍ଚଳ ମହାରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏଏସଆଇ ସୀମାଞ୍ଚଳ । ସୂଚନା ଅନୁସାରେ, ପୂର୍ବରୁ ଥାନାରେ…

ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ; ୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ । ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ । ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ…

ନିର୍ବାଚନ ପୂର୍ବରୁ ଓଡ଼ିଶା ପହଞ୍ଚିବେ ୧୫ କମ୍ପାନୀ ଫୋର୍ସ

ଭୁବନେଶ୍ବର: ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାହା ପାଇଁ ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫ କମ୍ପାନୀ ଫୋର୍ସ ଯୋଗାଇ ଦିଆଯାଇଛି । ଆଜି ଓଡ଼ିଶାରେ ୧୫…

୩୪,୦୦୦ ବର୍ଗର ଖାଇ କଲେ ଗିନିଜ ବୁକ୍ ରେକର୍ଡ, ଏବେବି ଅଛନ୍ତି ଫିଟ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ କେବେ ନା କେବେ ବର୍ଗର ତ ନିଶ୍ଚିତ ଭାବରେ ଖାଇଥିବା । ଏହାର ସ୍ୱାଦ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ଆମେ ଆମ ଜୀବନକାଳରେ ଅନେକ ଥର ବର୍ଗର ଖାଇଥାଉ । କିନ୍ତୁ ପୁରା ଜୀବନ କାଳ ଭିତରେ ଆମ କେତେଥର ଓ କେତୋଟି ବର୍ଗର ଖାଇଛୁ ତାହା ଆମର ମନେ ବି ନଥାଏ…

ପୁରୀ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର, ନିଜ ଦେଶକୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

ପୁରୀ: ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର ହୋଇ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ, ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ଆନ୍ଥୋନିଙ୍କୁ ତାଙ୍କ ଦେଶ ନେଦରଲ୍ୟାଣ୍ଡ କୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।…

ବଲିଉଡ୍ ଛାଡ଼ିବାକୁ ଚାହୁଁଥିଲେ ଶେହନଶାହ

ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଗତ ପାଞ୍ଚ ଦଶନ୍ଧି ଧରି  ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ସେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ହେଲେ ଆପଣ ଜାଣିଛନ୍ତି, ବଲିଉଡର ଏହି ଶେହନଶାହ ଦିନେ ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ବଲିଉଡର ଜଣେ…

ବଢ଼ିଲା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ, ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ମଧ୍ୟ ବଢ଼ିଲା ଦରମା

ଭୁବନେଶ୍ବର: ବଢ଼ିଲା ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ଦରମା । ୭ ହଜାର ଟଙ୍କାରୁ  ୧୦ ହଜାର ଟଙ୍କାକୁ ପାରିଶ୍ରମିକ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ । ଏଣିକି ସେମାନଙ୍କ ମାସିକ…