Latest Odisha News

BREAKING NEWS

Yearly Archives

2024

ବିବାହ ବିଛେଦ ବଢୁଛି, ପରିବାର ଭାଙ୍ଗୁଛି

ଅମ୍ବିକା ପ୍ରସାଦ କାନୁନଗୋ ଦେଶରେ ଏବେ ବିବାହ ବିଛେଦ ବଢିଚାଲିଛି। ଉଚ୍ଚଶିକ୍ଷିତ, ମଧ୍ୟବିତ ପରିବାରରେ ଏହି ଦୁଃଖଦ ଘଟଣାର ହାର ପ୍ରାୟ ୧୭ ପ୍ରତିଶତରେ ରହିଥିବା ବେଳେ କ୍ରମେ ଏହି ହାର ବୃଦ୍ଧି ପାଇଚାଲିଛି। ଅନ୍ୟପକ୍ଷରେ ଅର୍ଥନୈତିକ ଅନଗ୍ରଶ୍ରେଣୀପରିବାର ମାନଙ୍କ ମଧ୍ୟରେ ଏହି ହାର…

ଆଜି ପବିତ୍ର ଶ୍ରୀପଞ୍ଚମୀ: ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୂଜାର୍ଚ୍ଚନା କରାଯିବ ରଥ କାଠ

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀଜିୟୁଙ୍କ ରଥ ନିର୍ମାଣ ଲାଗି ରଥକାଠର ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ…

ଆଜି ପବିତ୍ର ସରସ୍ବତୀ ପୂଜା, ଧରାପୃଷ୍ଠରେ ବିରାଜିଲେ ବିଦ୍ୟାଦାତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ଭାବେ ପାଳନ କରାଯାଏ । ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୟ ଶିଳ୍ପୀ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଇତିହାସ ଆଲୋଚନା ପ୍ରସଙ୍ଗରେ ଆମେ ଜାଣିଲେ ଏହା କଳିଙ୍ଗ ଶୈଳୀରେ ନିର୍ମିତ୍ତ ମନ୍ଦିର ଓ ପୁରାଣ ବର୍ଣ୍ଣିତ ବାସ୍ତୁ ଶାସ୍ତ୍ରବିତ "ମୟ "ଏହି ଶୈଳୀର…

କବିତା : ମା’ ବାଗଦେବୀ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ବ୍ରହ୍ମାଙ୍କ ତନୟା ତୁହି ଶ୍ବେତବର୍ଣ୍ଣା ଅଟୁ ଦେବୀ ଯୋଗମାୟା, ହଂସବାହିନୀ ତୁହି ବାଗଦେବୀ ଆଦ୍ୟାଶକ୍ତି ଦେବୀ ମାଆ। ରତ୍ନବିଭୂଷିତା କୁଣ୍ଡଳ କର୍ଣ୍ଣେ ତୋ ପାଉଅଛି ସଦା ଶୋଭା, ଧବଳବସ୍ତ୍ରରେ ଶ୍ବେତ ପଦ୍ମାସନେ ବିଛୁରିତ ହୁଏ ଆଭା । ଶାରଦା ବରଦା…

ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବା ପାଇଁ ଧମକ !

ମୁମ୍ବାଇ: ବୋମାରେ ଉଡ଼ାଇଦେବା ଧମକ ମିଳିବା ପରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ବିମାନ ସଂଖ୍ୟା 6E-5188 ଚେନ୍ନଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହି ବିମାନଟି ଚେନ୍ନଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି…

ବୁଧବାର ଗଞ୍ଜାମ ସମ୍ ହସ୍ପିଟାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସିତାଲାପଲ୍ଲୀରେ ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।ସୋଆ(ଏସଓଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସିତାଲାପଲ୍ଲୀ କ୍ୟାମ୍ପସ ଦକ୍ଷିଣ ଓଡ଼ିଶାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବଢ଼ୁଥିବା ଆବଶ୍ୟକତାକୁ ପୂରଣ…

ଆସନ୍ତାକାଲି ଜାରି ହେବ UPSC ପ୍ରିଲିମ ପରୀକ୍ଷା ପାଇଁ ବିଜ୍ଞପ୍ତି, ଏପରି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ୧୪ ଫେବୃଆରୀ ଠାରୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୪ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଆସନ୍ତାକାଲି UPSC CSE ପ୍ରାଥମିକ ତଥା ପ୍ରିଲିମି ପରୀକ୍ଷା ପାଇଁ ବିଜ୍ଞପ୍ତି (UPSC CSE Prelims 2024 ବିଜ୍ଞପ୍ତି) ପ୍ରକାଶ ପାଇବାକୁ…

ଅଭିମନ୍ୟୁ ଗର୍ଭରେ ରହି ଶୁଣିବା କଥା ମିଛ ନୁହେଁ, ବୈଜ୍ଞାନିକମାନେ ଏବେ ଲଗାଇଛନ୍ତି ମୋହର

ମହାଭାରତର ଅଭିମନ୍ୟୁଙ୍କ କାହାଣୀ କିଏ ବା ନ ଜାଣିଛି । ଅର୍ଜୁନଙ୍କ ପୁତ୍ର ଗର୍ଭରେ ଥିବା ବେଳେ ଚକ୍ରବ୍ୟୁହ କିପରି ଭଙ୍ଗାଯିବ ତାହା ଶୁଣି ନେଇଥିଲା । ତେବେ କଥା ଅଧାରୁ ରହିଯିବାରୁ ସେ ଏଥିରୁ କିପରି ବାହାରି ତାହା ଶୁଣିପାରି ନ ଥିଲା । ଯାହାକି ଅଭିମନ୍ୟୁର ମୃତ୍ୟୁର କାରଣ ସାଜିଥିଲା । ଆଜି…

କେନ୍ଦ୍ରର ଯୋଜନାକୁ ନକଲ କରି ବିଜେଡି ସରକାର ସ୍ବୟଂ ଯୋଜନା ଘୋଷଣା କରିଛି: ବିଜେପି

ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କୁ ବିନା ସୁଧରେ ଋଣ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିଥିବାରୁ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ କେନ୍ଦ୍ରୀୟ ଯୋଜନାର ନକଲ ଏବଂ ନିର୍ବାଚନୀ କୌଶଳ ବୋଲି କହିଛି। ଓଡ଼ିଶା ବିଜେପିର ମୁଖପାତ୍ର ଅନୀଲ ବିଶ୍ୱାଳ…