Latest Odisha News

BREAKING NEWS

Yearly Archives

2024

ବଜେଟ ପରେ ବଢିଲା ମହଙ୍ଗା ଭତ୍ତା !, ଦରମାର ଏତିକି ପ୍ରତିଶତ ମିଳିବ ଟଙ୍କା

ନୂଆଦିଲ୍ଲୀ: ମଧ୍ୟବର୍ତ୍ତିକାଳୀନ ବଜେଟ ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ବହୁତ ବଡ଼ ଖୁସି ଖବର ଦେଇଛନ୍ତି ସରକାର। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢିବା ନେଇ ସୂଚନା ସାମ୍ନାକୁ ଆସିଛି। ଏହି ମହଙ୍ଗା ଭତ୍ତା ବଢିବା ପରେ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ୫୦…

ପ୍ଲଟ୍ ଓ ଫ୍ଲାଟ୍ ଦେବା ନାଁରେ ୪କୋଟି ଟଙ୍କା ଠକେଇ, ବିଲଡର ଗିରଫ

ଭୁବନେଶ୍ବର: ପ୍ଲଟ୍ ଏବଂ ଫ୍ଲାଟ୍ ଦେବା ନାଁରେ ୪ କୋଟି ଟଙ୍କା ଠକେଇ ଅଭିଯୋଗ । ବିଲ୍ଡର କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଏମ୍ଡି ଦୀପକ କୁମାର ଛୋଟରାୟ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକକୁ ଭୁବନେଶ୍ୱରରୁ ଇଓଡବ୍ଲୁ ଗିରଫ କରିଛି । EOW କେସ ନମ୍ବର ୨, ଦଫା…

ବଜେଟ୍ ୨୦୨୪: ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ଲାଗି ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ସମୟରେ ଏହି ହେଉଛି ଶେଷ ଅନ୍ତରୀଣ ବଜେଟ । ତେବେ ବଜେଟ ଉପସ୍ଥାପନା ସମୟରେ ମହିଳାମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।…

ଓଡିଶାକୁ ଫେରିଲା ଆନ୍ତର୍ଜାତୀୟ ହକି

ଭୁବନେଶ୍ୱର: କିଛି ଦିନର ବିରତି ପରେ ଓଡିଶାକୁ ପୁନର୍ବାର ଆନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିଛି । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃୟାରୀ ୩ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପ୍ରୋ ଲିଗ…

ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ଚୋରି, ତାଲା କାଟି ଲୁଟିନେଲେ

ଭୁବନେଶ୍ବର: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ଚୋରି। ପୋଲିସ ଆଖିରେ ଧୂଳି ଦେଇ ପୁଣି କଳାକନା ବୁଲାଇଲେ ଲୁଟେରା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର…

ଏଟିଏମ୍ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ 

ନବରଙ୍ଗପୁର: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ। ଏହି ଲୁଟ୍‌ ଘଟଣାରେ ପୋଲିସ ୫ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ନକଲି ନମ୍ବର ପ୍ଲେଟ ଥିବା କାର…

କିଏ ମୟୁର କିଏ ମୟୁରୀ, ଜାଣିବେ କିପରି

ଭୁବନେଶ୍ଵର: ଆପଣମାନେ ସାଧାରଣତଃ ଦୁଇ ପ୍ରକାରର ମୟୂର ଦେଖିଥିବେ । ଗୋଟିଏ ମୟୂର ଦେହରେ ଅନେକ ସବୁଜ ରଙ୍ଗର ପଙ୍ଖ ଥାଏ । ମାତ୍ର ଏପରି ଏକ ମୟୁର ଥାଏ ଯାହାର ଶରୀରରେ କୌଣସି ପଙ୍ଖ ନଥାଏ । ଏହି ଦୁଇ ପ୍ରକାର ମୟୁରଙ୍କ ଭିତରେ କଣ ରହିଛି ପାର୍ଥକ୍ୟ ଆସନ୍ତୁ ଜାଣିବା । ଆପଣମାନେ ଦେଖିଥିବେ ଯେ…

୧୩ ନା ୧୪, କେବେ ପଡୁଛି ବାଗ୍ ଦେବୀ ମା ସରସ୍ଵତୀଙ୍କ ପୂଜା

ଭୁବନେଶ୍ଵର: ପୌଷ ମାସ ପରେ ମାଘ ମାସ ଆସିଥାଏ ଏବଂ ଏହି ମାସରେ ପୂଜାପାଠ, ସ୍ନାନ-ଧ୍ୟାନ ଏବଂ ଦାନ ସହିତ ଅନେକ ଧାର୍ମିକ ରୀତିନୀତି ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ମାଘ ମାସର ବିଶେଷ ମହତ୍ତ୍ୱ ରହିଛି । ମାଘ ମାସରେ ଅନେକ ଉପବାସ ଏବଂ ପର୍ବ ରହିଛି । ଯେଉଁଥିରେ…

ନିର୍ମଳାଙ୍କ ବଜେଟରେ ବିକଶିତ ହେବ ଲାକ୍ଷାଦ୍ଵୀପ  

ନୂଆଦିଲ୍ଲୀ:କିଛି ଦିନ ହେବ ଚାଲିଥିବା ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା କାହାକୁ ଅଛପା ନାହିଁ। ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ଭାରତ ଓ ମାଲଦ୍ୱୀପ ମଧ୍ୟରେ ଥିବା ଲାକ୍ଷାଦ୍ଵୀପକୁ କିପରି ଆହୁରି ବିକାଶ କରିହେବ ସେ…

ଚମ୍ପାଇ ସୋରେନଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ନେଇ କଣ କହୁଛି ସମୀକରଣ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ବିହାର ପରେ ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଜମି ଦୁର୍ନିତୀ ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଏହି ସମୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ଶାସକ ଇଣ୍ଡିଆ ମେଣ୍ଟ ସରକାର ଗଠନ ପାଇଁ ଦାବି…