Latest Odisha News

BREAKING NEWS

Yearly Archives

2024

ସୁପ୍ରିମକୋର୍ଟରୁ ନ୍ୟାୟ ଆଶା କଲେ ହେମନ୍ତ ସୋରେନ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଗିରଫ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ମୁଁହା ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ଆବେଦନ ପରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ବିଚାର କରିବା ପାଇଁ ରାଜି ହୋଇଛନ୍ତି। ଶୁକ୍ରବାର ଏହାର ବିଚାର କରିବେ ପ୍ରଧାନ…

ବ୍ରହ୍ମ ହତ୍ୟା ଦୋଷ କ’ଣ, ଯେଉଁଥିରୁ ବର୍ତ୍ତି ପାରିନଥିଲେ ସ୍ଵୟଂ ପ୍ରଭୁ ଶ୍ରୀରାମ

ଭୁବନେଶ୍ଵର: ଜ୍ୟୋତିଷ ଶାସ୍ତ୍ରରେ ଏହିପରି ଅନେକ ଯୋଗ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ରାଶିଫଳରେ ଅଶୁଭ ବିବେଚନା କରାଯାଏ । ଜାତକରେ ଏହି ଯୋଗଗୁଡ଼ିକର ଉପସ୍ଥିତି ହେତୁ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ | ତା’ମଧ୍ୟରୁ ଗୋଟେ ଦୋଷ ହେଉଛି ବ୍ରହ୍ମ ହତ୍ୟା ଦୋଷ ।…

ଅନ୍ତରୀଣ ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବଜେଟ୍…

ବଜେଟରେ ନିର୍ମଳା ପରିଧାନ କରୁଥିବା ପ୍ରତିଟି ଶାଢୀର ରଙ୍ଗ ପଛର ରହସ୍ୟ

ନୂଆଦିଲ୍ଲୀ: ଆଜି ଅର୍ଥାତ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତିକାଳୀନ ବଜେଟ ଅଧିବେଶନ ଉପସ୍ଥାପିତ କରିଛନ୍ତି। ନୂଆ ସରକାର ଆସିବା ପର୍ଯ୍ୟନ୍ତ ଏହି ବଜେଟକୁ ପ୍ରସ୍ତୁତ କରାଯାଇଛି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ଥିଲା। ସେପଟେ ନିର୍ମଳା…

ପାର୍ଲର ନାଁ କହି ଫେରାର ହେଲା କନିଆ, ଶିଶୁପାଳ ହୋଇ ଫେରିଲା ବର

କାନପୁର: ବର ଥିଲା ବରଯାତ୍ରୀ ବି । ଧୁମଧାମ୍ ରେ ବାହାଘର ପାଇଁ ପ୍ରସ୍ତୁବି ବି ସରିଥିଲା । ବରଯାତ୍ରୀ ବାଣ ରୋଷଣୀ ସହ କନିଆ ଘର ସାମ୍ନାରେ ପହଞ୍ଚିଲେ । କନିଆ ଘର ମଧ୍ୟ ବର ସ୍ଵାଗତରେ ଲାଗି ପଡିଥିଲେ । କିନ୍ତୁ ଘଟିଲା ଏପରି ଘଟଣା ଶେଷରେ ଶିଶୁପାଳ ହୋଇ ଘରକୁ ଫେରିଲା ବର । କାରଣ ଘରେ ନଥିଲା…

ଆପଣଙ୍କ ସହ ଯାହା ହେଲା ତାହା ଆଉ କାହା ସହ ନହେଉ, କ୍ଷମା ମାଗିଲେ ଫେସବୁକ ନିର୍ମାତା

ନୂଆଦିଲ୍ଲୀ: ସମସ୍ତଙ୍କୁ କ୍ଷମା ମାଗିଲେ ମେଟା ସିଇଓ ଏବଂ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ । ଗତକାଲି ଚାଲିଥିବା ଅନଲାଇନ ଚାଇଲ୍ଡ ସେଫଟି ଶୁଣାଣି ସମୟରେ କିଛି ଅଡିଏନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଖୁବ ଲଜ୍ଜିତ ଅନୁଭବ କରିଥିଲେ ମାର୍କ…

ସଂସଦ ସୁରକ୍ଷା ତୃଟି ମାମଲା; ଅଭିଯୁକ୍ତମାନଙ୍କୁ ବିଜେପି ସାଂସଦ ପାସ୍ ଦେଇଥିଲେ: ଜୟରାମ ରମେଶ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ମାମଲାରେ ବଡ ଅଭିଯୋଗ ଆଣିଛି କଂଗ୍ରେସ । ଅଭିଯୁକ୍ତଙ୍କ କୋର୍ଟରେ ଦେଇଥିବା ଦାବିକୁ ଦର୍ଶାଇ କଂଗ୍ରେସ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତାଙ୍କୁ ଦାୟୀ କରିବା ପାଇଁ ଏକ ଷଡଯନ୍ତ୍ର…

‘ଆମେ ସତେଜ ପନିପରିବା ଖାଇବାରେ ବିଶ୍ଵାସ ରଖୁ’…ବଜେଟ୍ ପରେ ଟମାଟୋ ମୂଲ୍ୟ ବୃଦ୍ଧିକୁ ନେଇ ଏପରି କହିଥିଲେ ସୁପରଷ୍ଟାର…

ନୂଆଦିଲ୍ଲୀ: ୧ ଫେବୃଆରୀ ଅର୍ଥାତ୍ ଆଜି | ଆଜି ସକାଳ ୧୧ଟାରେ ସଂସଦରେ ଚଳିତ ବର୍ଷର ଶେଷ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଉପରେ ପୁରା ଦେଶ ନଜର ରଖିଥିଲା । ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ଅଟା ମୂଲ୍ୟ ବୃଦ୍ଧି ପର୍ଯ୍ୟନ୍ତ ବିରୋଧୀ…

ଗିରଫ ହେଲେ ମାଲକାନଗିରିର କୁବେର କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଗିରଫ ହେଲେ ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯାନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେ ନିଜ ଆୟର ୨୩୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଜଣାଯାଇଛି । ମାଲକାନଗିରିର କନିଷ୍ଠ ଯନ୍ତ୍ରୀ…

ଅର୍ଥମନ୍ତ୍ରୀଙ୍କ ଘୋଷଣା: କୋଟିଏ ପରିବାର ରିହାତିରେ ପାଇବେ ମାସିକ ୩୦୦ ୟୁନିଟ୍ ବିଜୁଳି

ନୂଆଦିଲ୍ଲୀ:ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି। ବୁଧବାର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ୩୦୦ ୟୁନିଟ୍ ବିଦ୍ୟୁତ୍ ରିହାତିରେ ପାଇପାରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ଏହି ସୁବିଧା ଉପଭୋଗ କରିପାରିବେ…