Latest Odisha News

BREAKING NEWS

Yearly Archives

2024

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ଼

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗରେ ମେଡିକାଲରେ କିଛି…

ଓମ୍ ଆକୃତିର ଏହି ମନ୍ଦିରରେ ରହିବ ଭଗବାନ ଶିବଙ୍କର ୧୦୦୮ ପ୍ରତିମୂର୍ତ୍ତି

ରାଜସ୍ଥାନ: ମନ୍ଦିରମାଳିନୀ ଆମ ଦେଶ ଭାରତ । ଏଠାରେ ସବୁ ଧର୍ମର ଲୋକ ବସବାସ କରୁଥିବାବେଳେ ଏଠାରେ ଦେଖିବାକୁ ମିଳେ ଅନେକ ମଠ, ମନ୍ଦିର । ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ବୁଲିବାକୁ ଆସନ୍ତି । ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି । ବଡ ସହର ତ ଛାଡ ଆମ…

ସୋସିଆଲ ମିଡିଆରେ ଅଧିକ ସମୟ ବିତାଇଥାନ୍ତି ଏହି ଦେଶର ଲୋକେ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ କିଏ ବା ବ୍ୟବହାର କରୁନି । ବର୍ତ୍ତମାନର ଯୁବପୀଢି ସୋସିଆଲ ମିଡିଆରେ ନିଜକୁ ଏପରି ଭାବରେ ବ୍ୟସ୍ତ ରଖୁଛନ୍ତି ଯେ ଯେପରିକି ସୋସିଆଲ ମିଡିଆ ବିନା ସେମାନଙ୍କର ବଞ୍ଚିବା ଅସମ୍ଭବ । ମଫସଲ ଗାଁ ଠୁ ଆରମ୍ଭ କରି ବଡ ବଡ ସହର ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ…

ବେଆଇନ ଗଞ୍ଜେଇ ବିକ୍ରିବେଳେ ଜଣେ ଗିରଫ

ଭୁବନେଶ୍ବର: ସର୍ବସାଧାରଣ ସ୍ଥାନରେ ବେଧଡକ ଭାବେ ଚାଲିଥିଲା ବେଆଇନ ଗଞ୍ଜେଇ ବିକ୍ରି । ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ…

ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, MoU ସ୍ଵାକ୍ଷରର ୭ବର୍ଷ ପରେ ବି ହୋଇପାରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲୋକଙ୍କ ପାଇଁ ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ । ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ MoU ସ୍ଵାକ୍ଷରିତ ହେବାକୁ ଏହାରି ଭିତରେ ୭ବର୍ଷ ବିତିଗଲା କିନ୍ତୁ, ଏଥିପାଇଁ ଏଯାବତ୍ ହୋଇପାରୁନି ଜମି ଅଧିଗ୍ରହଣ । ଏହାକୁ ନଜରରେ ରଖି ଏବେ…

୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ, କହିଲେ ବଜେଟ ପାଇଁ ବ୍ୟସ୍ତ ଅଛି

ରାଞ୍ଚି: ଦୀର୍ଘ ୪୦ ଘଣ୍ଟା ପରେ ରାଜଧାନୀକୁ ଫେରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କୁ ଖୋଜିବାରେ ବ୍ୟସ୍ତ ଥିବା କେନ୍ଦ୍ରୀୟ ସଂସ୍ଥା ଇଡିକୁ ଚକମା ଦେଇ ସେ ଫେରାର ହୋଇଯାଇଥିବା କୁହାଯାଉଥିବା ବେଳେ ଏବେ ରାଞ୍ଚି ଫେରିଛନ୍ତି ହେମନ୍ତ। ହଠାତ୍ ସେ ଦିଲ୍ଲୀରୁ ଗାୟବ ହୋଇଯାଇଥିଲେ…

କେରଳରେ ବିଜେପି ନେତାଙ୍କୁ ହତ୍ୟା ମାମଲା; ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁଅନନ୍ତପୁରମ୍: କେରଳର ବିଜେପି ନେତା ରଣଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ଆଜି ୧୫ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । କେରଳର ଏକ ସ୍ଥାନୀୟ କୋର୍ଟ ପିଏଫଆଇ ସହିତ ଜଡିତ ସମସ୍ତ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଡିସେମ୍ବର ୧୯ ତାରିଖ ୨୦୨୧ ମସିହାରେ ରଣଜିତ ଙ୍କୁ ଆଲାପୁଝା…

ସ୍ପେଶରେ ବି ଚାଷ ହୋଇପାରିବ ପନିପରିବା, କିନ୍ତୁ ଖାଇପାରିବେନି ଆପଣ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଅନେକ ପ୍ରକାରର ପରୀକ୍ଷଣ ଜାରି ରଖିଛି | ସେହି ପରୀକ୍ଷଣ ମଧ୍ୟରୁ ଗୋଟିଏରେ ବୈଜ୍ଞାନିକମାନେ ମହାକାଶରେ ପନିପରିବା ଚାଷ କରିବାକୁ ଚେଷ୍ଟା କରିଛନ୍ତି | ବାସ୍ତବରେ, ଏଠାରେ ସାଲାଡ ପାଇଁ ଉପଯୋଗୀ ପନିପରିବା ଚାଷ କରିବାପାଇଁ ପରୀକ୍ଷଣ କରିଥିଲେ…

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା…

ପନ୍ତ କହିଲେ..ଭାବିଥିଲି ମୋର ସବୁ କିଛି ଶେଷ ହୋଇଯାଇଛି

ନୂଆଦିଲ୍ଲୀ: ଭୟଙ୍କର କାର ଦୁର୍ଘଟଣାର ଦୀର୍ଘ ଦିନ ପରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଦୁର୍ଘଟଣା ପରେ ମୋର ସବୁ କିଛି ଶେଷ ହୋଇଯାଇଛି ବୋଲି ଭାବିଥିଲି । ତାଙ୍କ ଡାହଣ ଲିଗାମେଂଟ ଫାଟି ଯାଇଥିବା ବେଳେ ମୁଣ୍ଡରେ ୨ ବଡ ଆଘାତ ହୋଇଥିଲା । ୨୬…