Latest Odisha News

BREAKING NEWS

Yearly Archives

2024

ରାଜ୍ୟରେ ୨୪ ଘଣ୍ଟା ଯାଏ ଶୀତ ଲହରୀ; ୩୧ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ପ୍ରବଳ ଜାଡ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର କୁ ସତର୍କତା ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି…

ହସ୍ପିଟାଲରେ ଅସୁସ୍ଥ ୧୯ ଦିନର ଶିଶୁକନ୍ୟାକୁ ଛାଡ଼ି ମା’-ବାପା ଫେରାର୍! 

ଭୁବନେଶ୍ବର: ପୁଣି ରାଜଧାନୀରେ ଅଲୋଡା ହେଲା ଶିଶୁ କନ୍ୟା। ଚିକିତ୍ସିତ ହେଉଥିବା ପିଲାକୁ ଛାଡି ଚାଲିଗଲେ ବାପା ମା'। ୧୯ ଦିନର ଶିଶୁକନ୍ୟା ଛାଡି ଛୁ ମାରିଲେ ବାପା ମା'। କ୍ୟାପିଟାଲ ହସ୍ପିଟାଲରେ ଅସୁସ୍ଥ ଛୁଆକୁ ଛାଡି ବାପା ମା' ଚାଲି ଯାଇଥିବା ଅଭିଯୋଗ ହୋଇଛି। ନୟାଗଡରୁ ପିଲାଟିକୁ…

କବରରୁ ବାହାରିବ କି ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ

ସାଓପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ କବରରୁ ବାହାର କରିବା ପାଇଁ ଜଣେ ମହିଳା ଦାବୀ କରିଛନ୍ତି । ଏହି ମହିଳାଜଣଙ୍କ ପେଲେଙ୍କ ଝିଅ ବୋଲି ଦାବୀ କରି ଆସୁଛନ୍ତି । ତାଙ୍କର ୨ଟି ସନ୍ତାନ ଏଡିହ୍ନୋ ନ୍ୟାସମେଂଟା ଓ ପ୍ଲାବିୟା କ୍ରିଷ୍ଟ୍ରିନା ଅଛନ୍ତି । ପେଲେଙ୍କର ୱିଲ…

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ଥିରୁଭନନ୍ତପୁରମ୍‌: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ମିଳିଲା ଜେଡ୍‌ ପ୍ଲସ୍‌ ସୁରକ୍ଷା।ରାଜ୍ୟପାଳ ଏବଂ ରାଜଭବନର ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ ବର୍ଗକୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଲାମ ଜିଲାରେ ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌…

ଅଷ୍ଟ୍ରେଲିଆନ ଓପନ ଟେନିସ: ପୁରୁଷ ଡବଲ୍ସ ଜିତି ଇତିହାସ ରଚିଲେ ବୋପାନ୍ନା

ମେଲବୋର୍ଣ୍ଣ: ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୩ ବର୍ଷ ବୟସରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱର ଏକ ନମ୍ବର ଡବଲ୍ସ ଖେଳାଳି…

ରାଉରକେଲା ପୋଲିସକୁ ବଡ ସଫଳତା, ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ୬ ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ…

‘ଡୋନେଟ ଫର ନ୍ୟାୟ’ର ଶୁଭାରମ୍ଭ, ଦାନକର୍ତ୍ତାଙ୍କୁ ମିଳିବ ରାହୁଲଙ୍କ ସ୍ୱାକ୍ଷର ଥିବା ଟି-ସାର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଆରମ୍ଭ କରିଛି ‘ଡୋନେଟ ଫର ନ୍ୟାୟ’ ଅଭିଯାନ । କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକନ ଓ ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଡୋନେଟ ଫର ନ୍ୟାୟ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶର ଯେ କୈଣସି ବ୍ୟକ୍ତି ଯଥା ସମ୍ଭବ ଦାନ କରି ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ…

୨୦୨୪ ନିର୍ବାଚନୀ ଫାଇଟ୍: ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି…

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲଢେଇ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ । ଆଜି ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି । ୧୭ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛନ୍ତି ପ୍ରଭାରୀ । ତେବେ ଓଡିଶାର ପ୍ରଭାରୀ ଭାବେ ବିଜୟ ପାଲ ସିଂହ…

ରଣଜୀ ଟ୍ରଫି: ପକ୍ଷପାତିତା ନେଇ କଳଙ୍କିତ ହେଉଛି ଦିଲ୍ଲୀ ଟିମ

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ ଏକ କଳଙ୍କିତ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ରିପୋର୍ଟ ମୁତାବକ ଦିଲ୍ଲୀ ଟିମ ଆୟୂଷ ବଦାନୀଙ୍କ କ୍ଷେତ୍ରରେ ଯେଉଁ ଭଳି ଭେଦଭାବ ଆପଣାଇଲେ ତାହା ଆଦୌ ଗ୍ରହଣୀୟ ହେଉ ନାହିଁ । ଖରାପ ଫର୍ମରେ ଥିବା ବଦାନୀଙ୍କୁ ହୋଟେଲ ବାହାରକୁ ନ ଆସିବା ପାଇଁ ଅଧିକାରୀମାନେ…

ଓଲୀଙ୍କ ଶତକ, ଇଂଲଣ୍ଡ ୧୨୬ ରନରେ ଅଗ୍ରଣୀ

ହାଇଦ୍ରାବାଦ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓଲି ପୋପଙ୍କ ଚମତ୍କାର ଶତକ ବଲରେ ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୨୬ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ୱିକେଟ ବିନିମୟରେ ୩୧୬ ରନ ସଂଗ୍ରହ କରିଛି । ଓଲୀ ପୋପ ୧୪୮ ଏବଂ…