Latest Odisha News

BREAKING NEWS

Yearly Archives

2024

ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଯାଜପୁର: ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ…

ହେମନ୍ତ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି, ଜେରା ପାଇଁ ସ୍ଥାନ ଓ ସମୟ ସ୍ଥିର କରିବାକୁ ନିର୍ଦ୍ଦେଶ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ମ ଥର ସମନ ପଠାଇଛି । ଆସନ୍ତା ୨୯ ତାରିଖ ନା ୩୧ କେବେ ଏବଂ କେଉଁ ସ୍ଥାନରେ ହାଜର ହେବେ ସେନେଇ ପ୍ରଶ୍ନ କରିଛି ଇଡି । ଏଜେନ୍ସି ସୋରେନଙ୍କୁ କହିଛନ୍ତି ଯେ, ଯଦି ସେ ଡାକିବା ପୂର୍ବରୁ ହାଜର ନ…

ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ୨.୩୫ କୋଟି ଠକେଇ, ୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ବର: ୨.୩୫ କୋଟି ଠକେଇ ଅଭିଯୋଗରେ ୨ଜଣ ଦୋଷୀ ସାବ୍ୟସ୍ତ। ଦୋଷୀ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ। ବାଲେଶ୍ଵର ଓପିଆଇଡି କୋର୍ଟ ପକ୍ଷରୁ ଏମାନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ।…

ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ । ଖବର ମୁତାବକ,…

କ୍ରାଉଡ ଫଣ୍ଡିଂରେ ୨ଘଣ୍ଟାରେ ୨ କୋଟି କମାଇଲା କଂଗ୍ରେସ, ଆପଣ ପାଇପାରିବେ ରାହୁଲଙ୍କ ଉପହାର

‾ନୂଆଦିଲ୍ଲୀ: ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଣିଲା କୋଟି କୋଟି ଟଙ୍କା। ୨ ଘଣ୍ଟାରେ ୨ କୋଟି କମାଇଲା କଂଗ୍ରେସ। କ୍ରାଉଡ ଫଣ୍ଡିଂରେ ଏହି ପଇସା ଆୟ କରିଛି ଦଳ। କଂଗ୍ରେସ ନେତା ଅଜୟ ମାକେନ୍ ଏବଂ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ…

ଅଖିଳେଶଙ୍କ ବଡ ଘୋଷଣା, ଉତ୍ତର ପ୍ରଦେଶରେ ୧୧ ଲୋକସଭା ଆସନରେ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବ ରେ 'ଇଣ୍ଡିଆ' ମେଣ୍ଟର ମୁଖ୍ୟ କଂଗ୍ରେସକୁ ବଡ ଝଟକା ମିଳିବା ପରେ, ଏବେ ଉତ୍ତର ପ୍ରଦେଶରୁ କଂଗ୍ରେସ ପାଇଁ ଆସିଛି ଖୁସି ଖବର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି । ଆଜି ଟ୍ବିଟ୍ କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି…

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ

ସମ୍ବଲପୁର: ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ । ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ରହିଥିଲେ ।…

ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇପାରିବେ ନାହିଁ ଏହି ସବୁ ଜିନିଷ, ଜାଣନ୍ତୁ

ଭୁବନେଶ୍ଵର: ଭାରତରେ ସ୍ପିଡ୍ ପୋଷ୍ଟ ବହୁ ବର୍ଷ ଧରି ବ୍ୟବହୃତ ହେଉଛି | ଏହା ମାଧ୍ୟମରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ୍ ଶିଘ୍ର ସାମଗ୍ରୀ ପଠାଇପାରନ୍ତି । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇପାରିବ ନାହିଁ | ସ୍ପିଡ୍ ପୋଷ୍ଟ ମାଧ୍ୟମରେ…

ବିହାର ରାଜନୀତି: ସୋନିଆଙ୍କୁ ଠକିଦେବେ କି କଂଗ୍ରେସ ବିଧାୟକ ! ଆକ୍ସନ ମୁଡ଼ରେ କଂଗ୍ରେସ

ନୂଆଦିଲ୍ଲୀ: ବିହାର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଠାରୁ କଂଗ୍ରେସ ବିଧାୟକଙ୍କ ଫୋନ ବନ୍ଦ ରହିଥିବା ବେଳେ ଏହି ଘଟଣା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମେଣ୍ଟ ସରକାର ଭାଙ୍ଗିବାକୁ ଥିବା ବେଳେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ବିହାରରେ…