Latest Odisha News

BREAKING NEWS

Yearly Archives

2024

ଭାରତରେ ପଢିପାରିବେନି ଆପଣ ଏହି ପୁସ୍ତକ, ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ଵର: ପୁସ୍ତକ ପଢିବାକୁ କାହାକୁ ବା ଭଲ ନ ଲାଗେ । ଯଦି ଆପଣଙ୍କୁ କୌଣସି ବିଷୟରେ କିଛି ବି ଜ୍ଞାନର ଆବଶ୍ୟକତା ଥାଏ ତେବେ ତାହା ବହିରୁ ହିଁ ମିଳିଥାଏ । କିନ୍ତୁ କଣ ଆପଣ ଜାଣନ୍ତି କି ଭାରତରେ ଏପରି ଅନେକ ପୁସ୍ତକ ରହିଛି ଯାହାକୁ ଆପଣ ଚାହିଁଲେ ବ ପଢିପାରିବେନି । କାରଣ କୌଣସି କାରଣ…

ଭାଇରାଲ ହେଲା ବବି ଦେଓଲଙ୍କ ଉଦିରନ ଲୁକ

ମୁମ୍ବାଇ: ବବି ଦେଓଲଙ୍କ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନଙ୍କୁ ଏକ ଚମତ୍କାର ଭେଟି ପ୍ରଦାନ କରିଛନ୍ତି । ଆନିମଲର ସଫଳତା ପରେ ଏବେ ସମସ୍ତଙ୍କ ନଜର ତାଙ୍କ ଆଗାମୀ ଫିଲ୍ମ କଙ୍ଗୁୱା ଉପରେ ରହିଛି । ସୂରିୟା ଅଭିନୀତ ଏହି ତାମିଲ ଫିଲ୍ମରେ ବବି ଖଳନାୟକ ଭୂମିକା କରୁଛନ୍ତି । ସୂରିୟା ଉଦିରନ…

ଆପ୍ ର ୭ ବିଧାୟକଙ୍କୁ ୨୫ କୋଟି ଟଙ୍କା ସହ ଟିକେଟ୍ ଯାଚୁଛି ବିଜେପି: କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ର ଆମ ଆପ୍ ର ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କୁ କୋଟି ଏ ଟଙ୍କା ସହ ବିଜେପି…

ଆକାଶରେ ଦେଖାଗଲା ଧଳା ପରୀ, ନାସା ଜାରି କଲା ଏକ ସୁନ୍ଦର ଫଟୋ

ନୂଆଦିଲ୍ଲୀ: କୁହାଯାଏ ଯେ ଏହି ବ୍ରହ୍ମାଣ୍ଡରେ ଏପରି କିଛି ସ୍ଥାନ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ବିଷୟରେ ମଣିଷ ତ ଛାଡ ବୈଜ୍ଞାନିକ ବି ଜାଣିପାରନ୍ତିନି । ଏହାରି ଭିତରେ ଏକ ନୂତନ ଗ୍ରହର ଆବିଷ୍କାର କରିଛନ୍ତି ବୈଜ୍ଞାନିକ ମାନେ । ବୈଜ୍ଞାନିକ ମାନଙ୍କ ଦ୍ଵାରା ଜାରି…

ଭାରତରେ ପ୍ରଥମ ଥର କେବେ ଦିଆଯାଇଥିଲା ୨୧ ତୋପ ସଲାମୀ, କଣ ଏବେ ମଧ୍ୟ ଜାରି ରହିଛି ଏହି ପରମ୍ପରା

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନେ ୨୧ ତୋପ ସଲାମୀ ଦିଆଯିବା କଥା ତ ଶୁଣିଥିବା । ତେବେ କଣ ଆପଣ ଜାଣିଛନ୍ତି କି ଏହି ସଲାମୀ କାହାକୁ ଦିଆଯାଏ? କଣ ପାଇଁ ଦିଆଯାଏ? ଆମ ଦେଶରେ ଏହି ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା ? ତେବେ ଆସନ୍ତୁ ଜାଣିବା ସେ ବିଷୟରେ… ଆଜିକାଲି ଗଣତନ୍ତ୍ର ଦିବସ,…

କୋଲକାତା ହାଇକୋର୍ଟର ଦୁଇ ବେଞ୍ଚର କନ୍ଦଳ ତୁଟାଇବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହାଇକୋର୍ଟ ମାମଲା। ଗତକାଲି କଲିକତା ହାଇକୋର୍ଟର ଏକକ ଜଜ୍ ବେଞ୍ଚଙ୍କ ନିର୍ଦ୍ଦେଶ ଏବଂ ଡିଭିଜନ୍ ବେଞ୍ଚଙ୍କ ନିଷ୍ପତ୍ତି ମଧ୍ୟରେ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ବିବାଦ ସମ୍ପର୍କରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଶୁଣାଣି ପାଇଁ କହିଛନ୍ତି।…

ଟିଭି ପରଦାରେ ରାମଙ୍କ ରୋଲ କରିବା ନଥିଲା ସହଜ, ଜାଣନ୍ତୁ କ’ଣ କୁହନ୍ତି ରାମଙ୍କ ଅଭିନୟ କରିଥିବା ଅଭିନେତା

ଭୁବନେଶ୍ଵର: ଆପଣମାନେ ଟେଲି ଦୁନିଆରେ ଅନେକ ଥର ରାମାୟଣ ଦେଖିଥିବେ । ବର୍ତ୍ତମାନ ବଡ ପରଦାରେ ମଧ୍ୟ ରାମାୟଣ ଦେଖିବାକୁ ମିଳିଛି । ଆଉ ଏହି ରାମାୟଣରେ ଅନେକ କଳାକାର ରାମ ଭୁମିକାରେ ଅଭିନୟ କରିଛନ୍ତି । ଅଭିନେତା ଅରୁଣ ଗୋଭିଲଙ୍କ ଠାରୁ ଆରମ୍ଭ କରି ସୁପରଷ୍ଟାର ପ୍ରଭାସଙ୍କ ପର୍ଯ୍ୟନ୍ତ ।…

ବକ୍ସ ଅଫିସରେ ଧମାଲ କରୁଛି ଫାଇଟର, ଦ୍ୱିତୀୟ ଦିନରେ କରିଛି ଏତିକି କୋଟି ରୋଜଗାର

ମୁମ୍ବାଇ: ଜାନୁଆରୀ 25 ରେ ହାଇ ବଜେଟ ସିନେମା ଫାଇଟର ବଡ଼ ପରଦାରେ ରିଲିଜ ହୋଇଛି। ଦୁଇ ଦିନରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏହି ସିନେମା। ଗଣତନ୍ତ୍ର ଦିବସ ଏକ ଜାତୀୟ ଛୁଟିଦିନ ହେତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଛି। ଫଳରେ ଦୁଇ ଦିନ ମଧ୍ୟରେ ଭାରତରେ…

ସମ୍ବଲପୁର ଲୋକସଭା ଆସନ: ସୋସିଆଲ ମିଡ଼ିଆରୁ ବାହାରି ମୈଦାନରେ ଲଢିବେ କି ଧର୍ମେନ୍ଦ୍ର ଓ ବବି

ସମ୍ବଲପୁର: ରାଜନୀତି ଯୁଦ୍ଧ କ୍ଷେତ୍ରରେ ଉଭା ହେବେ କି ସୋସିଆଲ ମିଡି଼ଆରେ ଦୁଇ ଯୋଦ୍ଧା ବୋଲାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ। ବବି ଭାଇ ଓ ମୁକୁ ଭାଇଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି।…

ଏଥର ବଜେଟରୁ କ’ଣ ଚାହୁଁଛି ମଧ୍ୟବିତ୍ତ ପରିବାର, ପ୍ରାତଃ ଭ୍ରମଣରେ ଦୁଇ ଚାକିରିଆଙ୍କ କଥା

ଭୁବନେଶ୍ୱର: ମୁଁ କ'ଣ ଆବଶ୍ୟକତା କରୁଛି, ମୁଁ ଘର ଚଳାଇବାକୁ କଣ କରିପାରିବି? ମୁଁ ଅନେକ ଥର ଦରମା ଗଣିବା ପରେ ଅନେକ ଥର ଅଭାବ ରହୁଛି। ଆଗକୁ ନିର୍ବାଚନ ଆସୁଛି, ତେଣୁ କେଇମାସ ପକେଟ ଉପରେ ବୋଝ କମିଯିବ ବୋଲି ଆଶା। ଏହା ହେଉଛି ଏକ ଚା ଖଟିରେ ସକାଳୁ ସକାଳୁ ଖବର କାଗଜ ପଢିବା ବେଳେ ଜଣେ…