Latest Odisha News
Yearly Archives

2024

ରାମଲାଲାଙ୍କ ନାମରେ ରିଜର୍ଭ ବ୍ୟାଙ୍କ ୫୦୦ ଟଙ୍କିଆ ନୋଟ୍ ଜାରି କରିଛି କି? ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାମ ମନ୍ଦିର, ରାମଲାଲାଙ୍କ ସହ ଜଡ଼ିତ ଅନେକ କଥା ଦେଖିବାକୁ ମିଳୁଛି। ଏବେ ୫୦୦ ଟଙ୍କିଆ ଏକ ନୋଟ୍ ମଧ୍ୟ ଆସିଛି, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ନୋଟ୍…

ଖଡିଆଳରେ ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ

ନୂଆପଡା: ସ୍ତ୍ରୀ ହତ୍ୟାକାରୀ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ । ଗତକାଲି ଖଡିଆଳ ଥାନା ବଡମୂଳ ଗ୍ରାମରେ ସ୍ବାମୀ ର କାଠ ଫାଳିଆରେ ସ୍ତ୍ରୀର ନିର୍ମମ ଭାବରେ ହତ୍ୟା କରିଥିଲା ନରହନ୍ତା ସ୍ୱାମୀ । ସୂଚନା ମୁତାବକ, ବଡ଼ମୂଳା ଗ୍ରାମର ଅଚ୍ୟୁତ…

ଶସ୍ତାରେ ଗରିବଙ୍କୁ କେନ୍ଦ୍ର ଯୋଗାଇଲା ୯୦ ହଜାରରୁ ଅଧିକ ଘର, ମୋଦୀ କହିଲେ ‘ମୋ ପିଲାଦିନେ ଏପରି ଘର…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରେ ଆବାସ ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖିରୁ ଲୁହ ଆସିଯାଇଛି। ସୋଲାପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ-ସହରାଞ୍ଚଳ) ଯୋଜନା ଅଧୀନରେ ପ୍ରକଳ୍ପର ଉଦଘାଟନ ଅବସରରେ ଏକ ରାଲିକୁ ସମ୍ବୋଧିତ କରିବା…

ରଣଜୀ ଟ୍ରପି: ଓଡିଶା ୧୩୦ରେ ଅଲଆଉଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମୁକାବିଲାରେ ଓଡିଶା ୧୩୦ ରନ କରି ପ୍ରଥମ ଇନିଂସରେ ଅଲଆଉଟ ହୋଇଯାଇଛି । ଘରୋଇ ପରିବେଶରେ ଓଡିଶାର ଏହା ପ୍ରଥମ ମ୍ୟାଚ । ବୋଲରଙ୍କୁ ସୁହାଉଥିବା ଏହି ପିଚର ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଜମ୍ମୁ ଏବଂ କଶ୍ମୀର ୪୫ ରନରେ…

ଭିଜିଲାନ୍ସ ଜାଲରେ ଅଧମୁଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ, ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ଅଗସ୍ତି ସାହୁ । ସ୍କୁଲର ଉନ୍ନତିକରଣ କାମ ପାଇଁ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ୨୨ ଲକ୍ଷ ୫୩ ହଜାର ଟଙ୍କାର ବିଲ ପାସ ପାଇଁ ମାଗୁଥିଲେ ଲାଞ୍ଚ। ଲାଞ୍ଚ ଟଙ୍କା ନେଉଥିବା ବେଳେ…

ଆମେରିକାରେ ବଢ଼ିବ ଘୋଷ୍ଟ ସହର

ନ୍ୟୁୟର୍କ: ଆମେରିକାରେ ଅନେକ ଗୁଡିଏ ସହର ୨୧୦୦ ବେଳକୁ ଘୋଷ୍ଟ ସିଟିରେ ବଦଳି ଯାଇଥିବ ବୋଲି ଏକ ଷ୍ଟଡିରେ ଉଲ୍ଲେଖ କରାଯାଇଛି । ଜଳବାୟୁ ପରିବର୍ତନ, ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଏବଂ ପ୍ରଜନନ କ୍ଷମତା ହ୍ରାସ ପାଇବା ଯୋଗୁ ଏ ଭଳି ପରିସ୍ଥିତି ସୃଷ୍ଟି ହେବ । ସଡକ, ଘର, ବିଜୁଳି ସବୁ କିଛି ଥିବ…

୫୦ ହଜାର ଲାଞ୍ଚ ନେଇ ଧରା ହେଲେ କେରଙ୍ଗ କଲେଜ ଅଧ୍ୟକ୍ଷା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଏରିଅର୍ ଟଙ୍କା ପାଇଁ ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ।ଆଜି ଅପରାହ୍ନରେ ଗୁରୁଜଙ୍ଗ ସ୍ଥିତ ବାସଭବନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ…

ଶିକ୍ଷକ ନିଯୁକ୍ତି ଘୋଟାଲାର ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲମ୍ବିଛି: ବିଜେପି

ଭୁବନେଶ୍ୱର: ଏବେ ପ୍ରକାଶିତ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବାର ଖବର ଆସୁଛି । ପ୍ରକାଶିତ ହୋଇଥିବା ମେରିଟ୍ ଲିଷ୍ଟରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ନିଯୁକ୍ତି…

ପୁଣି ଜେଲରୁ ଆସିବେ ରାମ ରହିମ, ୪ ବର୍ଷରେ ୯ ଥର ମିଳିଲାଣି ପାରୋଲ 

ହରିୟାଣା: ୨୯ ଦିନ ମଧ୍ୟରେ ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ଦୁଷ୍କର୍ମକାରୀ ବାବା ଗୁରମୀତ ରାମ ରହିମ। ସେ ଏବେ ହରିୟାଣା ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଛନ୍ତି। ତାଙ୍କୁ ପୁଣି ଥରେ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି। ଠିକ୍‌‌ ୨୯ ଦିନ ପୂର୍ବରୁ ସେ ଜେଲରୁ ବାହାରକୁ…

ସରକାରୀ ବଙ୍ଗଳା ଖାଲି କଲେ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ର

ନୂଆଦିଲ୍ଲୀ: ବାରମ୍ବାର ନୋଟିସ୍ ପରେ ସରକାରୀ ବଙ୍ଗଳା ଖାଲି କଲେ ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରା । ଆଜି ଟିଏମସି ନେତ୍ରୀ ମୋଇତ୍ରା ଦିଲ୍ଲୀରେ ରହୁଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି । ମହୁଆ ମୋଇତ୍ରାଙ୍କ ଦିଲ୍ଲୀ ବଙ୍ଗଳା ଖାଲି କରିବାକୁ ଆଜି ଇଷ୍ଟେଟ ନିର୍ଦ୍ଦେଶାଳୟ ଏକ ଟିମ୍…