Latest Odisha News

BREAKING NEWS

Yearly Archives

2024

୨୦୨୮ ସୁଦ୍ଧା ପ୍ରଥମ ଭାରତୀୟ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ: ଇସ୍ରୋ ମୁଖ୍ୟ ଏସ ସୋମନାଥ

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳତା ଦିଗରେ ଗତି କରୁଛି। ତେବେ ଏହି କ୍ଷେତ୍ରରେ ଆଉ ପାଦେ ଆଗେଇ ଯିବା ପାଇଁ ଚେଷ୍ଟା କରୁଛି ଭାରତ । ଖୁବଶୀଘ୍ର ଭାରତ ନିଜସ୍ବ ସ୍ପେସ ସେଣ୍ଟର ସ୍ଥାପନ କରିବ। ୨୦୨୮ ସୁଦ୍ଧା ଏହା ସଫଳ ହୋଇପାରିବ ବୋଲି କହିଛନ୍ତି…

ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’ର ତୃତୀୟ ସଂସ୍କରଣ ର ଶୁଭାରମ୍ଭ

ଭୁବନେଶ୍ୱର: ଐତିହାସିକ ସହର ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟକୁ ଅନୁସନ୍ଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଏକ ନିଆରା ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ 'ଏକାମ୍ର ୱାକ୍'ର ତୃତୀୟ ସଂସ୍କରଣ ର ଶୁଭାରମ୍ଭ କରାଯାଇଛି…

ଅନୀଲ ଶର୍ମା ଗଦର ୩ ଉପରେ ଆରମ୍ଭ କଲେ କାମ

ମୁମ୍ବାଇ: ବଲିଉଡ ଅଭିନେତା ସନୀ ଦେଓଲ ଓ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଗଦର ୨ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଏବେ ଅନୀଲ ଗଦର ୩ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ ଏହି ଖବର ପ୍ରକାଶ ପାଇଥିଲେ ମଧ୍ୟ ଏବେ ଏହା ଉପରେ ଅନୀଲ ମୋହର…

ଅର୍ପଣ ରଥ ମାମଲା: ‘ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ, ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ…

ଭୁବନେଶ୍ୱର: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ ରାଜ୍ୟ ତମାମ ଅର୍ପଣ ରଥ ବୁଲିଲାବେଳେ ଜଗନ୍ନାଥଙ୍କୁ ପିଲାଙ୍କ ଖେଳନାଠୁ ଆହୁରି ତୁଚ୍ଛ ଭାବରେ ପ୍ରଦର୍ଶିତ କରାଯାଇଛି । କେଉଁଠି ଡାଲା ଅଟୋ ଅବା…

‘ବିଶ୍ବ ନିୟନ୍ତାଙ୍କ ପାଖରେ ଅର୍ପଣ ହୁଏନି ଭିକ୍ଷା ଚାଉଳ’

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପଞ୍ଚାୟତ ରୁ ପଞ୍ଚାୟତ ଅର୍ପଣରଥ ବୁଲାଇ ଚାଉଳ ଗୁଆ ସଂଗ୍ରହ କରି ଏବେ ବିବାଦରେ ରାଜ୍ୟ ସରକାର । ସଠିକ୍ ସମୟରେ ସଂଗୃହୀତ ଗୁଆ ଚାଉଳ ଶ୍ରୀକ୍ଷେତ୍ରରେ ପହଞ୍ଚି ନଥିବାରୁ ଭକ୍ତମାନଙ୍କ ମନରେ ଆକ୍ରୋଶ ଦେଖାଦେଇଥିବା ବେଳେ ଅନେକ…

ପୁରୀ ବଡଦାଣ୍ଡରେ ଉଠାଦୋକାନୀଙ୍କୁ ଥଇଥାନ ନେଇ ବିଜେପିର ଧାରଣା

ପୁରୀ: ପୁରୀ ବଡଦାଣ୍ଡରୁ ହଟିଛନ୍ତି ରାସ୍ତା କଡରେ ବେପାର କରି ଗୁଜୁରାଣ ମେଣ୍ଟାଇ ପରିବାର ପ୍ରତିପୋଷଣ କରୁଥିବା ସମସ୍ତ । ଏନେଇ ପ୍ରାଥମିକ ଭାବରେ ମରଚିକୋଟ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଠାଯାଇଥିଲା । ପରେ ମରଚିକୋଟ ଛକ ଠାରୁ ମାର୍କେଟଛକ ଓ ପରେ ମାର୍କେଟଛକ…

ଶିମିଳିପାଳରୁ ମାଳ ମାଳ ଦେଶୀ ବନ୍ଧୁକ ଜବତ

ବାରିପଦା: ବେଆଇନ ବନ୍ଧୁକ କାରବାରକୁ ରୋକିବାରେ ମୟୂରଭଞ୍ଜ ପୋଲିସକୁ ବଡ ସଫଳତା । ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରୁ ପୁଣି ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ପୁଲିସ ପକ୍ଷରୁ ନଭେମ୍ବର ଓ ଡିସେମ୍ବର ମାସରେ ସର୍ଚ୍ଚ ଅପରେସନର ତୃତୀୟ ପର୍ଯ୍ୟାୟରେ ଉକ୍ତ ବନ୍ଧୁକ…

ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା, ବାନ୍ଧିଲା କମିଶନରେଟ…

ଭୁବନେଶ୍ଵର: ସାଇବର ଲୁଟେରାଙ୍କ ନୂଆ ତରିକା । ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଜଣେ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ, ମାଟ୍ରିମୋନି…

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡା କଡି ହେଲା ସୁରକ୍ଷା ବ୍ୟବସ୍ଥା,୧୧ ଦିନ ଯାଏଁ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବନି…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ପ୍ରସ୍ତୁତି ଏବଂ ଉତ୍ସବକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୧୧ ଦିନ ଯାଏଁ ଜାତୀୟ ରାଜଧାନୀର ଆକାଶପଥରେ ପ୍ରତିବନ୍ଧକ ବଳବତ୍ତର ରହିବ । ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରତିବନ୍ଧକ ଜାନୁଆରୀ ୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ କିନ୍ତୁ…

ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା: ଜଳିବ ୭ ଫୁଟ୍ ଉଚ୍ଚତା ସହ ୧୩ ଫୁଟ୍ ଚଉଡାର ବିରାଟ ଦୀପ

ଭଦ୍ରକ: ଆସନ୍ତା ୨୨ ତାରିଖରେ ଭାରତର ଇତିହାସରେ ଯୋଡା ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏହି ଦିନ ଅଯୋଧ୍ୟାର ବହୁପ୍ରତୀକ୍ଷିତ ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ ବର୍ତ୍ତମାନ ସାରା ଭାରତ ଏବଂ ବିଶ୍ବରେ ଥିବା ହିନ୍ଦୁ ସମାଜ…