ନାସାର ଆର୍ଟମିସ ମିଶନ ୨୦୨୬ ଯାଏ ସ୍ଥଗିତ, ଚନ୍ଦ୍ରପୃଷ୍ଠକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବନି ନାସା
ନୂଆଦିଲ୍ଲୀ: ନାସାର ମୁନ ମିଶନକୁ ବଡ ଝଟକା ଲାଗିଛି । ଚନ୍ଦ୍ର ମିଶନକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ନାସା । ମାନବ ମିଶନ ପାଇଁ ନାସା ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ମିଶନକୁ ସ୍ଥଗିତ ରଖାଯାଇଛି। ଷ୍ଟାରସିପ, ରକେଟ ଏବଂ ସିଷ୍ଟମ ବିକଶିତ କରିବାରେ…