ଶ୍ରଦ୍ଧା
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଦେବଭୂମି ଭାରତ, ଯାହାର ମାଟିରେ ତିଳକ କରାଯାଏ । ଯେଉଁ ଭୂମିର ନଦୀକୁ ସଦା ନମନ କରାଯାଏ । ସେହି ମାଟିରେ ଆମେ ଶ୍ରଦ୍ଧା ଆସ୍ଥା ଏବଂ ବିଶ୍ୱାସ
ରଖି କାର୍ଯ୍ୟ କରିବା ଉଚିତ୍ । ଯାଚକ ମନରେ ଶ୍ରଦ୍ଧା ଓ ବିଶ୍ୱାସ ରହିବା ସହିତ ଭକ୍ତି…