ଅନଲାଇନରେ ଗଣଦୁଷ୍କର୍ମର ଶିକାର ହେଲେ ୧୬ ବର୍ଷୀୟ ନାବାଳିକା, ଥାନାରେ ମାମଲା ରୁଜୁ
ନୂଆଦିଲ୍ଲୀ: ବ୍ରିଟେନରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ମେଟାଭର୍ସ ଗେମରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନଲାଇନରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ରିଟେନ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମେଟାଭର୍ସ ଗେମରେ ଏଭଳି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଚକିତ…