Latest Odisha News

BREAKING NEWS

Yearly Archives

2024

ଅନୁଷ୍କାଙ୍କ ପ୍ରଶଂସା ସହି ନପାରି ରାଗିଗଲେ କ୍ୟାଟ୍ରିନା

ମୁମ୍ବାଇ: ସୁପରଷ୍ଟାର୍ ଶାହରୁଖ୍ ଖାନ ତାଙ୍କର ବ୍ୟବହାର ଓ ବନ୍ଧୁତ୍ୱ ପାଇଁ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା । ସେ କେବେ ବି କାହାକୁ ରଗାନ୍ତି ନାହିଁ । ଅନ୍ୟମାନଙ୍କର ପ୍ରଶଂସା କରିବାକୁ ସେ ସଦା ପ୍ରସ୍ତୁତ ରହିଥାନ୍ତି । ପ୍ରତ୍ୟେକ ସାମ୍ନା ବ୍ୟକ୍ତିଙ୍କୁ ସେ ସମ୍ମାନର ସହ କଥା ହୋଇଥାନ୍ତି ।…

୩୨ ହଜାର କୋଟିର ମାଲିକ ଲୋକାଲ ଟ୍ରେନରେ ଯାଆନ୍ତି ଅଫିସ

ମୁମ୍ବାଇ: ୩୨ ହଜାର କୋଟି ଟଙ୍କାର ମାଲିକ ପ୍ରତ୍ୟେକ ଦିନ ଲୋକାଲ ଟ୍ରେନରେ ଅଫିସ ଯାଆନ୍ତି । ଏହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ । ହେଲେ ସତ । ରିଅଲ ଇଷ୍ଟେଟ କ୍ଷେତ୍ରର ଜଣେ ପ୍ରସିଦ୍ଧ ବ୍ୟବସାୟ ଟାଇକୁନ ନିରଂଜନ ହିରାନନ୍ଦାନୀ ନିଜର ବିଳାସପୂର୍ଣ୍ଣ କାର ଛାଡ଼ି ପ୍ରତ୍ୟେକ ଦିନ ମୁମ୍ବାଇର…

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ପରେ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ୩ କି.ମି. ବୋହି ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ବ୍ଲକର ଦୁଆରଶୁଣି ପଞ୍ଚାୟତର…

ମଣିପୁରରେ ପୁଣି ହିଂସା, ୪ ଜଣଙ୍କୁ ଗୁଳିକରି ହତ୍ୟା,ଲାଗୁ ହେଲା କର୍ଫ୍ୟୁ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ଧରୁନି । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟର ଥୋବାଲ ଜିଲ୍ଲାରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହିଂସାକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାପରେ ଉପତ୍ୟକାର ଜିଲ୍ଲାଗୁଡ଼ିକରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି । କେତେକ ଅଜଣା ଲୋକ…

ଲାଇଭ୍ ରିପୋର୍ଟିଂ ବେଳେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ ସାମ୍ବାଦିକା

ପାକିସ୍ତାନ: ପାକିସ୍ତାନରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଠାରେ ଲାଇଭ୍ ରିପୋର୍ଟିଂ ବେଳେ ଜଣେ ମହିଳା ରିପୋର୍ଟର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ଭିଡ଼ିଓରେ…

ମାଓବାଦୀ-ଯବାନ ଗୁଳିବିନିମୟରେ ୬ ମାସର ଶିଶୁ ମୃତ

ମାଲକାନଗିରି,: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଆଜି ସନ୍ଧ୍ୟାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଫଳରେ ଜଣେ ୬ ମାସ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁର ମା ଓ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବିଜାପୁର ଜିଲ୍ଲା…

ନୂଆବର୍ଷରେ ରେକର୍ଡ଼ : ଜଗା ଦର୍ଶନ କଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ

ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଯାଇଛି । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷର ଆରମ୍ଭ କରିଛନ୍ତି ।  ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ୧୨ଟା…

ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଦୀପା, ପ୍ରଣତୀ, ରାକେଶଙ୍କ ଉପରେ…

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ କରିବା ପରେ ଏବେ ସିନିୟର ଜାତୀୟ ଚାମ୍ପିୟନଶିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ଓ ଓଡିଶାର…

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, ଅନୁଧ୍ୟାନ ପରେ ଆସିବ ରିପୋର୍ଟ

ରାଉରକେଲା: ରାଉରକେଲାରେ କଲେରା ଏବଂ ଡାଇରିଆ ବ୍ୟାପିବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ତ୍ତମାନ ମଧ୍ୟ କିଛି ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ଇରିଆ ଏବଂ ହଇଜା ସ୍ଥିତି ସମୀକ୍ଷା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି କେନ୍ଦ୍ରର ଦୁଇ ଜଣିଆ…

୨୦୨୪ରେ କୋହଲି ଭାଙ୍ଗି ପାରନ୍ତି ଏହି ସବୁ ରେକର୍ଡ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡି ଚାଲିଛନ୍ତି । ୨୦୨୪ରେ କୋହଲି ଅନେକଗୁଡିଏ ରେକର୍ଡ ଭାଙ୍ଗି ପାରନ୍ତି । ଏହା ମଧ୍ୟରେ ଦିନିକିଆ କ୍ରିକେଟରେ ଦ୍ରୁତ ୧୪୦୦୦ ରନ ହାସଲ ଆଗରେ ରହିଛି । ସେ ୨୯୨ ମ୍ୟାଚରେ…