Latest Odisha News

BREAKING NEWS

Yearly Archives

2024

ରୋଷେଇ ଘରେ ମା’ଙ୍କ ସହ ମିଶି ଜାମ ରାନ୍ଧିଲେ ରାହୁଲ

ନୂଆଦିଲ୍ଲୀ:ନୂଆ ଅବତାରରେ ରାହୁଲ ଗାନ୍ଧୀ । ନୂଆ ବର୍ଷରେ ପୁଣି ନୂଆ ରୂପ । ଏଥର ଆଉ କେଉଁଠି ନୁହେଁ ନିଜ ଘରେ ଦେଖିବାକୁ ମିଳିଛି ରାହୁଲଙ୍କୁ ନୂଆ ରୂପରେ । ମା’ଙ୍କ ସହ ରୋଷେଇ ଘରେ ରାହୁଲ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅନେକ…

ରହସ୍ୟମୟ ଭାବେ ସୋରରେ ନିଖୋଜ ହୋଇଗଲା ୩ ବର୍ଷର ଶିଶୁ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ ଶୁଭମ ନାମକ ଜଣେ ୩ ବର୍ଷର ଶିଶୁ ରହସ୍ୟମୟ ଅବସ୍ଥାରେ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜାନୁଆରି ୧ ତାରିଖରେ ମୋହନ ସାହୁଙ୍କ ପୁଅ ଶୁଭମ ଘର ସମ୍ମୁଖରେ ଗାଁ ରାସ୍ତାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି। ଗାଁ ପୋଖରୀ,…

ପୁସ୍ତକ ପରିଚୟ : ବ୍ଲାକ୍ କଫି, ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ ମୂଳ ରଚନା ‐ ଆଗାଥା କ୍ରିଷ୍ଟ ଅନୁସୃଜନ ‐ ସୁରେନ୍ଦନାଥ ଦାଶ  ପ୍ରକାଶକ ‐ଇଙ୍କଡିଉ ପୃଷ୍ଠା ‐ ୧୮୮, ମୂଲ୍ୟ ‐ ଟ୧୫୦/- ମାତ୍ର ! ରହସ୍ୟ ରୋମାଞ୍ଚ ସାହିତ୍ୟର ଦୁର୍ଗ ପତନ ସମୟରେ ଅନୁବାଦକ…

କବିତା : ସମୟର ଖେଳ

ଶ୍ଵେତପଦ୍ମା ପାଢ଼ୀ  ଚାହୁଁ ଚାହୁଁ ବର୍ଷେ ଗଲା ଆଉ ଆଜି ବି ଦିନ ସରିଗଲା ଭାତ ହାଣ୍ଡିରୁ ବଳକା ବିରିୟାନୀ ବୁଢୀ ମାଉସୀ ନେଇଗଲା ! ଅସ୍ତରାଗରୁ ସୂର୍ଯ୍ୟ ମୁହଁ ଫେରେଇ ନେଲାଣି ବର୍ଷର ଶେଷ କୁହୁଡ଼ି ଖେଳ ନିଜର କାୟା ବିସ୍ତାର କରି ହସୁଛି ! କାଲି ସଞ୍ଜବତୀ ବାଟଦେଇ ନା…

ଭୟଙ୍କର ଭୂକମ୍ପରେ ଥରିଲା ଜାପାନ: ରିକ୍ଟର ସ୍କେଲରେ ତୀବ୍ରତା ୭.୫

ଟୋକିଓ : ଜାପାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ଜଣାଯାଇଛି । ଭୂମିକମ୍ପରେ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଭୂକମ୍ପ ସୋମବାର ସ୍ଥାନୀୟ ସମୟ ସନ୍ଧ୍ୟା ୪ଟା ୧୦ ମିନିଟରେ ହୋଇଛି । ଜାପାନର ଇଶିକାବା ପ୍ରାନ୍ତର ନୋଟୋ ପ୍ରାୟଦ୍ୱୀପରେ ୧୦ କିମି…

ଭାଷା ଭାଗବତ : ମୋର ଭାଷାନୁରକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସରଳ, ସ୍ପଷ୍ଟ ଭାଷା ବ୍ୟାପେ ଏହା ହୁଏନି ଆପେ ଆପେ ଭାଷୀଏ ହୋଇଲେ ସଚେଷ୍ଟ ଭାଷାଟେ ହୁଏନାହିଁ ନଷ୍ଟ ବଦଳିଗଲେ ଲୋକାଭ୍ୟାସ ଘଟଇ ଭାଷାର ବିକାଶ ପରଂପରାରେ ଦେଲେ ଛଂଦି ପ୍ରଗତିପଥ ହୁଏ ରୁଂଧି ଯେଉଁ ଭାଷାର ଜନଗଣ କରଂତି କର୍ତବ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଷ୍ଣୁ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବବ୍ୟାପକତା ଯୋଗୁ ଆମେ ତାଙ୍କୁ ବିଷ୍ଣୁ ସ୍ୱରୂପ ଜ୍ଞାନ କରି, ବୈଷ୍ଣବ ତନ୍ତ୍ର ଓ କର୍ମକାଣ୍ଡ ଅନୁସାରେ ପୂଜା କରୁଛୁ। ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପୂର୍ବରୁ…

ମା’ ହେବେ ସୀମା ହାଇଦର: ହାତ ଦେଖି ଶ୍ୱଶୁର କହିଲେ ପୁଅହେବ

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୀମା ହାଇଦର ଓ ସଚିନ । ସୀମା ଏବେ ମା’ ହେବାକୁ ଯାଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସୀମା ଏହା କହିଛନ୍ତି । ସେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ତେବେ ଉପସ୍ଥାପକ ତାଙ୍କୁ କେବେ ମା’ ହେବେ ପଚାରିବାରୁ ସୀମା…

ଗଳି ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର

ପଞ୍ଜାବ: ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ । ଆଇନ୍‌ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି । ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ପଞ୍ଜାବର…

ସଲମାନଙ୍କ ଗାଳି ଶୁଣି ପ୍ରତିଯୋଗୀ ବେହୋସ

ମୁମ୍ବାଇ:ଛୋଟପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ୍ । ଏବେ ବିଗ୍‌ବସ ସିଜିନ ୧୭ରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଡ୍ରାମା ଦେଖିବାକୁ ମିଳୁଛି । ଏବେ ସୋସିଆଲ୍ ମିଡିଆରେ ବିଗ୍‌ବସ୍‌ର ଏକ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ପ୍ରତିଯୋଗୀଙ୍କୁ ସଲ୍‌ମାନ୍…