Latest Odisha News

BREAKING NEWS

Yearly Archives

2024

ଶୀତ ରୁ ମିଳିବ ଆଶ୍ବସ୍ତି; ଜାନୁଆରୀରୁ କମିବ ଥଣ୍ଡାର ପ୍ରକୋପ, ପାଣିପାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡି ରେ ମଧ୍ୟ ସକାଳୁ ସକାଳୁ ସମଗ୍ର ରାସ୍ତାଘାଟ ଆଚ୍ଛାଦିତ ହୋଇ ରହୁଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଜାନୁଆରୀ ଠାରୁ ଥଣ୍ଡା ର ପ୍ରକୋପ କମିବା ନେଇ ପୂର୍ବାନୁମାନ…

ଶ୍ରେୟଶ ତଲପଡେଙ୍କୁ ଶୁଟିଂ କରିବା ପାଇଁ ମିଳିଲା ଅନୁମତି

ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟଶ ତଲପଡେଙ୍କୁ ଶୁଟିଂ କରିବା ପାଇଁ ଡାକ୍ତର ଅନୁମତି ପ୍ରଦାନ କରିଛନ୍ତି । ୱେଲକମ ଟୁ ଦି ଜଙ୍ଗଲ ଶୁଟିଂରୁ ଫେରିବା ପରେ ଶ୍ରେୟଶ ଦେହ ଖରାପ ହୋଇଥିଲା । ତାଙ୍କୁ ହାର୍ଟ ଆଟାକ ଆସିଥିବା ଜଣାପଡିଥିଲା । ଏହା ପରେ ତାଙ୍କର ଏଜିଂଓପ୍ଲାଷ୍ଟୋ କରାଯାଇଥିଲା ।…

ଝରକା ତାଡି ଘରୁ ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀ ରେ ଥମୁନି ଲୁଟେରାଙ୍କ ଉତ୍ପାତ । କମିଶନରେଟ୍ ପୋଲିସ ପକ୍ଷରୁ ଚୋରିକୁ ରୋକିବା କୁ ଅନେକ ପଦକ୍ଷେପ ନିଆଯାଉଥିବାସତ୍ତ୍ବେ ଏହା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଘର ଝରକା ତାଡି ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି…

ଅଜଣା ଆତଙ୍କୀର ବିସ୍ଫୋରଣରେ ମୋଷ୍ଟ ୱାଣ୍ଟେଡ ମସୁଦ ଅଜହର ନିହତ: ଏକ୍ସରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୁରି ବୁଲିଛି ଏକ ଜବରଦସ୍ତ ଖବର । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମସୁଦ ଅଜହର ସୋମବାର ପାକିସ୍ତାନରେ ଏକ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛି । କେହି ଅଜ୍ଞାତ ଆତଙ୍କୀ ବୋମା ବିସ୍ଫୋରଣ କରିବା ପରେ ସୋସିଆଲ ମିଡିଆରେ ଲଗାତାର ଏପରି…

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଲେ ବାଂଲାଦେଶ କୋର୍ଟ

ନୂଆଦିଲ୍ଲୀ: ଶ୍ରମ ଆଇନ ଉଲ୍ଲଘଂନ ଅଭିଯୋଗରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଦୋଷୀ ସାବ୍ୟସ୍ତ । ବାଂଲାଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୟୁନୁସ। ଯାହା ଫଳରେ ତାଙ୍କୁ ଓ ଅନ୍ୟ ୩ ସହଯୋଗୀଙ୍କୁ ଛଅ ମାସର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ବାଂଲାଦେଶ…

ପିକନିକ ପାଇଁ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ, କମିବ ସଡକ ଦୁର୍ଘଟଣା

ଭୁବନେଶ୍ବର: ସରିଛି ବର୍ଷ ୨୦୨୩ । ଆରମ୍ଭ ହୋଇଛି ନୂଆବର୍ଷ ୨୦୨୪ । ଆଉ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ପିକନିକ ମନାଇବାକୁ ଯାଉଛନ୍ତି । ଆଉ ଏହି ସମୟରେ ଅନେକ ଦୁର୍ଘଟଣା ର ଶିକାର ହେଉଛନ୍ତି । ଅନେକ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ପ୍ରକାଶ…

ଚଳିତ ବର୍ଷ ଏହି ବଲିଉଡ ଫିଲ୍ମ ଉପରେ ରହିବ ନଜର

ମୁମ୍ବାଇ: ବଲିଉଡର ଅନେକ ଫିଲ୍ମ ୨୦୨୩ରେ ଭଲ ବ୍ୟବସାୟ କରିଛି । ଏହା ମଧ୍ୟରେ ଜୱାନ, ପଠାନ, ଡଙ୍କି, ସାଲାର, ଆନିମଲ ଓ ଗଦର ୨ ଏହାର ଜ୍ୱଳନ୍ତ ଉଦାହରଣ । ସାଉଥ ଓ ନର୍ଥ କମ୍ବିନେଶନ ଯୋଗୁ ଦର୍ଶକ ଥିଏଟରକୁ ଫେରିବା ଆରମ୍ଭ କରିଛନ୍ତି । ୨୦୨୪ରେ ମଧ୍ୟ ରିଲିଜ ହେବାକୁ ଅନେକ ଫିଲ୍ମ ନେଇ ଦର୍ଶକଙ୍କ…

‘ଆମ ମସଜିଦ ଆମେ ହରାଇଲୁ…‘ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଓବେସିଙ୍କ ବିସ୍ଫୋରକ ବୟାନ

ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ପାଇଁ ଗୋଟିଏ ପଟେ ସଜବାଜ ଚାଲିଥିବାବେଳେ ଏପଟେ ବିସ୍ଫୋରକ ବୟାନ ଦେଇଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲିମିନର ମୁ୍ଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସି । ଓବେସିଙ୍କର ବୟାନ ଏବେ ଭାଇରାଲ…

ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଅନଲାଇନ ପଞ୍ଜିକରଣ: ୧୬ ଯାଏ ଖୋଲା ରହିବ ପୋର୍ଟାଲ 

ଭୁବନେଶ୍ବର: ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଜାନୁଆରୀ ୧୬ ତାରିଖ ଯାଏ ଖୋଲା ରହିବ ପୋର୍ଟାଲ । ଯେଉଁ ହିତାଧିକାରୀ BSKY କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜିକରଣ କରିପାରିବେ ।ପ୍ରତି ପଞ୍ଚାୟତ ଓ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ।…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲଖବୀର ସିଂ ଲଣ୍ଡାଙ୍କୁ ମଧ୍ୟ ସରକାର ଆତଙ୍କି ଘୋଷିତ କରି ସାରିଛନ୍ତି । ଏହି ଦୁଇ ଜଣ ଏବେ କାନାଡାରେ ଲୁଚି କରି ରହୁଛନ୍ତି । ପଞ୍ଜାବରେ ବିଭିନ୍ନ…