Latest Odisha News

BREAKING NEWS

Yearly Archives

2025

ଦୁନିଆର ସବୁଠୁ ଛୋଟ ନଦୀ, ଯାହାର ଜଳ ଗ୍ରୀଷ୍ମରେ ଥଣ୍ଡା ଏବଂ ଶୀତରେ ଲାଗେ ଗରମ

ନୂଆଦିଲ୍ଲୀ: ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ଉତ୍ତପ୍ତ ପାଣି ବୋହୁଛି । ହେଲେ ଆଜି…

ନେତାଜୀଙ୍କ ଅବଶେଷ ଭାରତ ଫେରାଇ ଆଣିବାକୁ ଅପିଲ୍ କଲେ ଝିଅ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥି ଜାପାନର ଟୋକିଓରୁ ଫେରାଇ ଆଣିବାକୁ ଝିଅ ଅନିତା ବୋଷ ଫାଫ୍ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଦଶନ୍ଧି ଧରି ଜାପାନର ରେଙ୍କୋଜି ମନ୍ଦିରରେ ତାଙ୍କର ଅବଶେଷ ରଖାଯାଇଛି। ନେତାଜୀଙ୍କ ୧୨୮ତମ ଜନ୍ମବାର୍ଷିକୀର ପୂର୍ବ ସନ୍ଧ୍ୟାରେ ସେ…

ଚର୍ଚ୍ଚାରେ କଲେକ୍ଟର ଭବ୍ୟା ମିତ୍ତଲ, ଯାହାଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି ସରକାରୀ ଅଫିସର

ଭୋପାଲ: ଚେହେରାରୁ ଯେମିତି ଶାନ୍ତ ଦୁର୍ନତିଗ୍ରସ୍ତ ଲୋକଙ୍କ ପାଇଁ ସେ ସେତିକି ଶକ୍ତ । ସାମାନ୍ୟ ଭୁଲକୁ ବି ସେ କରନ୍ତିନାହିଁ ବରଦାସ୍ତ । କେବଳ ୟାଙ୍କର ନାଁ ହିଁ ଯଥେଷ୍ଟ । ନାଁ ଶୁଣିଲା ମାତ୍ରେ ହିଁ ଥରହର ହୁଏ ସରକାରୀ ଅଫିସ୍ ବିଭାଗ। ଆଜ୍ଞା ହଁ । ଆମେ କହୁଛୁ ଜଣେ ସରକାରୀ କିରାଣୀଙ୍କୁ…

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: ସମ୍ପ୍ରସାରିତ ହେବ ଭୁବନେଶ୍ବର । ଭୁବନେଶ୍ବରକୁ ଏକ ନୂଆ ମଡେଲର ସହରର ଭାବେ ବନାଯିବ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା-୨୦୩୬ ପରିକଳ୍ପନା ସତ କରିବାକୁ…

ବିଶ୍ୱ ଅର୍ଥନୀତିକୁ ସାହାଯ୍ୟ କରୁଛି ଏଆଇ, ମିଳିପାରେ ୪.୪ ଟ୍ରିଲିୟନ ଡଲାର!

ଏଆଇର ଆଗମନ ସହିତ ଲୋକେ ନୂତନ ବୈଶିଷ୍ଟ୍ୟଗୁଡ଼ିକର ଅଭିଜ୍ଞତା ହାସଲ କରିଛନ୍ତି। ଏଆଇ ଯୋଗୁଁ ବିଶ୍ୱ ଅର୍ଥନୀତି ମଧ୍ୟ ବହୁତ ଲାଭବାନ ହେଉଛି। ବିଶ୍ୱ ଅର୍ଥନୀତି ଫୋରମର ସାମ୍ପ୍ରତିକ ବାର୍ଷିକ ବୈଠକରେ ଏକ ଉପସ୍ଥାପନା ଅନୁଯାୟୀ, ଏଆଇ ପ୍ରତିବର୍ଷ ବିଶ୍ୱ ଅର୍ଥନୀତିରେ ୨.୬ ଟ୍ରିଲିୟନ ଡଲାରରୁ ୪.୪…

ସୈଫଙ୍କୁ ଛୁରାମାଡ ଘଟଣା: ଆକ୍ରମଣ ନା ଅଭିନୟ..?, ପ୍ରଶ୍ନ କଲେ ବିଜେପି ମନ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାକୁ ନେଇ ଏବେ ତେଜିଛି ମହାରାଷ୍ଟ୍ର ରାଜନୀତି । ବିରୋଧୀଙ୍କୁ କଡା ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ । ସୈଫଙ୍କ ଛୁରାମାଡ ଘଟଣାକୁ ଅଭିନୟର ଆଖ୍ୟା ଦେଇଛନ୍ତି, ବିଜେପି ନେତା ତଥା ମହାରାଷ୍ଟ୍ର ସରକାରରେ…

ପିକଚର୍ ଅଭି ବାକି ହେ ଦୋସ୍ତ; ଭାରତ ପାଇଁ ଭାବବିହ୍ୱଳ ଚିଠି ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଛି। ଭାରତ ପ୍ରତି ତାଙ୍କର ସବୁବେଳେ ଏକ ଆସକ୍ତି ରହିଆସିଛି। ଏହି କାରଣରୁ ଦେଶ ଛାଡିବା ପୂର୍ବରୁ ସେ ଭିଡିଓ ମାଧ୍ୟମରେ ତାଙ୍କର ଅଭିଜ୍ଞତା ଏବଂ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ବଖାଣିଛନ୍ତି। ଏହି…

ଉପହାର ଦେଲା ୟୁଟ୍ୟୁବ, ବିନା ଦେୟରେ ଉଠାନ୍ତୁ ଏହି ଫିଚରର ଲାଭ

ନୂଆଦିଲ୍ଲୀ: ଗୁଗୁଲ୍ ମାଲିକାନା ୟୁଟ୍ୟୁବ୍ ଏବେ ଅନେକ ନୂତନ ଫିଚରକୁ ନେଇ ଏକ୍ସପେରିମେଣ୍ଟ କରୁଛି । କମ୍ପାନୀ ଏବେ ତା’ର ପ୍ରିମିୟମ୍ ଗ୍ରାହକମାନଙ୍କ ସହିତ ପରୀକ୍ଷା କରିବା ଆରମ୍ଭ କରିଛି । ଅର୍ଥାତ୍ ଏବେ ୟୁଟ୍ୟୁବ୍ ର ପ୍ରିମିୟମ୍ ଉପଭୋକ୍ତାମାନେ ବିନା କୌଣସି ଦେୟରେ ଏହି ଫିଚରର ଲାଭ…

ରଣଜୀ ଟ୍ରଫି: ବିଫଳ ହେଲେ ରୋହିତ, ଗିଲ, ଯଶସ୍ୱୀ

ମୁମ୍ବାଇ: ୧୦ ବର୍ଷ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ରଣଜୀ ଟ୍ରଫିରେ ଖେଳିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳିଥିବା ରୋହିତ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ମାତ୍ର ୩ ରନ କରିବାକୁ ସକ୍ଷମ ହୋଇଥିଲେ । ଏଥିପାଇଁ ସେ ୧୯ ବଲର ସମ୍ମୁଖୀନ ହୋଇଥିଲେ । କେବଳ ରୋହିତ ନୁହେଁ ଭାରତୀୟ…

ଅଯୋଗ୍ୟ ହିତାଧିକାରୀ ସରେଣ୍ଡର କଲେ ହେବନି କାର୍ଯ୍ୟନୁଷ୍ଠାନ…

ଭୁବନେଶ୍ବର: ରାସନ କାର୍ଡରେ ଇ-କେଓ୍ବାଇସି ନେଇ ବଡ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ହୋଇ ମଧ୍ୟ, ଏହାର ଫାଇଦା ଉଠାଉଛନ୍ତି, ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି,…