Latest Odisha News

BREAKING NEWS

Yearly Archives

2026

ଭାରତର ‘ଆକ୍ଟ ଇଷ୍ଟ ପଲିସି’ କାହିଁକି ଆଜିର ସମୟରେ ଜରୁରୀ? ପୂର୍ବୋତ୍ତର ରାଜ୍ୟଙ୍କ ଭାଗ୍ୟ ବଦଳାଇବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦେଶ ଯଥା- ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବାହାରିଛନ୍ତି। ଆସନ୍ତା ୧୧ ଜୁଲାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ଭାରତର ବୈଦେଶିକ ନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଏହି ଗସ୍ତ…

ଭିନେଶ ବିବାଦ: ୨ ସପ୍ତାହ ମଧ୍ୟରେ କାରଣ ଦର୍ଶାଅ ନୋଟିସର ନିଷ୍ପତି ନେବାକୁ ଡବ୍ଲ୍ୟୁଏଫଆଇକୁ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନ ଡୋପିଂ ନିୟମ ଉଲ୍ଲଂଘନ ନେଇ ପ୍ରତିଷ୍ଠିତ ମହିଳା ରେସଲର ଭିନେଶ ଫୋଗଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛି । ଦିଲ୍ଲୀ ହାଇକୋର୍ଟ ସୋମବାର ୨ ସପ୍ତାହ ମଧ୍ୟରେ ଏହି ନୋଟିସର ସମାଧାନ କର ବୋଲି ଡବ୍ଲ୍ୟୁଏଫଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏସୀୟ କ୍ରୀଡାକୁ…

ରାମ ମନ୍ଦିର ଚାନ୍ଦା ଚୋରି ଘଟଣା; ଚମ୍ପତ ରାୟ ଏବଂ ଅନିଲ ମିଶ୍ରାଙ୍କ ଇସ୍ତଫା ଗୃହୀତ

ଅଯୋଧ୍ୟା: ଶ୍ରୀରାମ ମନ୍ଦିରରେ ଚାନ୍ଦା ଚୋରି ହେବା ଅଭିଯୋଗ ପରେ ସା. ସମ୍ପାଦକ ଚମ୍ପତ ରାୟଙ୍କ ଇସ୍ତଫା ଗୃହୀତ ହୋଇଛି। ଘଟଣା ସାମ୍ନାକୁ ଆସିବା ପରେ ସା. ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ଏହାସହିତ ଅନିଲ ମିଶ୍ରାଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ଚମ୍ପତ ରାୟଙ୍କ ଇସ୍ତଫା ପରେ ବଜରଙ୍ଗ…

ଗଲ୍ଫ ଛାଡ଼ି ଆମେରିକା ମୁହାଁ ଭାରତ: ରନ୍ଧନ ଗ୍ୟାସ୍ ସଙ୍କଟ ଏଡ଼ାଇବାକୁ ସରକାରଙ୍କ ବଡ଼ ‘ମାଷ୍ଟରପ୍ଲାନ୍’

ନୂଆଦିଲ୍ଲୀ: ଭବିଷ୍ୟତର ଶକ୍ତି ନିରାପତ୍ତା ଏବଂ ଘରୋଇ ବଜାରରେ ଗ୍ୟାସ ଯୋଗାଣକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏଲପିଜି ଆମଦାନୀ ପାଇଁ କେବଳ ଉପସାଗରୀୟ ଅର୍ଥାତ୍ ଗଲ୍ଫ ଦେଶଗୁଡ଼ିକ ଉପରେ ନିର୍ଭର ନକରି ଏବେ ଆମେରିକାରୁ ବ୍ୟାପକ ମାତ୍ରାରେ ଗ୍ୟାସ…

ସେନାରେ ବଢ଼ିବ ‘ଅଗ୍ନିବୀର’ଙ୍କ ସ୍ଥାୟୀ କୋଟା

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ସାମରିକ ଯୋଜନା ମଧ୍ୟରୁ ଗୋଟିଏ ହେଉଛି ଅଗ୍ନିବୀର। ଏହି ଯୋଜନା ବିରୋଧୀଙ୍କ ଦ୍ୱାରା ବହୁ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ଯୋଜନା ଅନୁଯାୟୀ, ସେନାଙ୍କୁ କେବଳ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯାଉଥିଲା। ଏବେ ସେନାରେ ବଢ଼ିବ ‘ଅଗ୍ନିବୀର’ଙ୍କ ସ୍ଥାୟୀ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରୁ କୋରାପୁଟକୁ ଗଡିଲା ନୂଆ ଟ୍ରେନ୍

ପୁରୀ: ଶ୍ରୀକ୍ଷେତ୍ର ସହ ଯୋଡ଼ି ହେଲା ଶାବର ଶ୍ରୀକ୍ଷେତ୍ର । ପୂର୍ବରୁ ଶାବର ଶ୍ରୀକ୍ଷେତ୍ର ବା କୋରାପୁଟକୁ ଭୁବନେଶ୍ବରରୁ ଗୋଟିଏ ଟ୍ରେନ୍ ଚଳାଚଳ କରୁଥିବାବେଳେ, ଏବେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀରୁ କୋରାପୁଟକୁ ଗଡିଛି ନୂଆ ଟ୍ରେନ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ…

କେ. କବିତାଙ୍କୁ କାହିଁକି ପରିବର୍ତ୍ତନ କରିବାକୁ ହେବ ତାଙ୍କ ଦଳର ନାମ? ୧୫ ଦିନର ସମୟ ଦେଲେ ନିର୍ବାଚନ କମିଶନ

ହାଇଦ୍ରାବାଦ: ନିର୍ବାଚନ କମିଶନ କେ. କବିତାଙ୍କୁ ତାଙ୍କ ପ୍ରସ୍ତାବିତ ଦଳର ନାମ ତେଲେଙ୍ଗାନା ରକ୍ଷଣା ସେନା (TRS) ବ୍ୟତୀତ ଅନ୍ୟ ଏକ ନାମ ବାଛିବାକୁ କହିଛନ୍ତି । ଦଳର ନାମ ଉପରେ ଆପତ୍ତି ଉଠିବା ପରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି, ଯାହା ମଧ୍ୟରୁ ଏକ ଆପତ୍ତି ଭାରତ ରାଷ୍ଟ୍ର ସମିତି (BRS)…

ଶ୍ରୀଲଙ୍କା ଜେଲରେ କଏଦୀଙ୍କ ମଧ୍ୟରେ ସଂଘର୍ଷ: ୨୫ ମୃତ, ୧୦୦ ଆହତ

କଲମ୍ବୋ: ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ନେଗୋମ୍ବୋର ଏକ ଜେଲରେ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ରକ୍ତାକ୍ତ ସଂଘର୍ଷରେ ଚାରି ଜଣ ଜେଲରକ୍ଷୀଙ୍କ ସମେତ ୨୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାସହ ୧୦୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।…

ବୈତରଣୀ ଛୋଟ ବନ୍ୟା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଟଳିନି ବନ୍ୟା ଆଶଙ୍କା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ବୈତରଣୀରେ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ବର୍ତ୍ତମାନ ନଦୀରେ ଜଳସ୍ଥଳ ବଢୁଥିବାରୁ ଆସିପାରେ ଛୋଟ ବନ୍ୟା। ଏନେଇ ସତର୍କ କରିଛନ୍ତି ଜଳସମ୍ପଦ…

୩ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ତ୍ରିପାକ୍ଷିକ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଗସ୍ତ ଭାରତର ପୂର୍ବରେ କାର୍ଯ୍ୟ କରିବା ନୀତି, ମହାସାଗର…