Latest Odisha News

BREAKING NEWS

Yearly Archives

2026

ଆତଙ୍କବାଦୀ ଥିଲେ ଛାତ୍ରଛାତ୍ରୀ, କାହିଁକି ସେମାନଙ୍କ ଉପରେ ପେଲେଟ୍ ଗନ ଚଳାଯାଇଥିଲା? ସଂସଦରେ ପ୍ରିୟଙ୍କା ଗାନ୍ଧୀଙ୍କ…

ନୂଆଦିଲ୍ଲୀ: ସଂସଦରେ ପେପର ଲିକ୍ ରୋକିବା ପାଇଁ ଆଗତ ହେଉଥିବା ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଉପରେ ଆଲୋଚନା ସମୟରେ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ପ୍ରବଳ ବର୍ଷିଥିଲେ। ସେ ସରକାରଙ୍କୁ ଟାର୍ଗେଟ କରି ପଚାରିଥିଲେ ଯେ ଛାତ୍ରମାନଙ୍କ ବିରୁଦ୍ଧରେ କାହିଁକି ପେଲେଟ୍ ଗନ୍…

‘୭୫ ବର୍ଷୀୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ବର୍ଗୀୟ ମା’ଙ୍କୁ ଅସଭ୍ୟ ଭାଷାରେ ଗାଳି କରାହେଲା ଏମାନେ କେଉଁ…

ନୂଆଦିଲ୍ଲୀ: ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦ ଏବେ ଶେଷ ହୋଇଛି । ସରକାର ପ୍ରତିବାଦକାରୀଙ୍କ ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି, ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ତଥାପି, ପ୍ରତିବାଦ ସମୟରେ…

କଂଗ୍ରେସର ହଙ୍ଗାମା, ଅଟକିଲା ଗୃହ କାର୍ଯ୍ୟ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର…

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢ଼ିଚାଲିଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଦୁର୍ନୀତି ଘଟଣାକୁ ନେଇ ସଂସଦରେ ଆଜି ମହାସଂଗ୍ରାମ ଦେଖିବାକୁ ମିଳିଛି। ସୋମବାର ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି ମଧ୍ୟରେ କେନ୍ଦ୍ର ସରକାର 'ଆଣ୍ଟି-ପେପର ଲିକ୍ ବିଲ୍-୨୦୨୬' ଆଗତ…

ଚଳନ୍ତା ଟ୍ରେନର ଏସି କୋଚ୍‌ରେ ଧୂପ-ଦୀପ ଲଗାଇ ପୂଜା କଲେ ଯାତ୍ରୀ; ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଧୂପ-ଦୀପ ଲଗାଇ ପୂଜା କରୁଥିବାର ଜଣେ ଯାତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଯାତ୍ରା ଜଣଙ୍କ ଟ୍ରେନର ଏସି କୋଚରେ ବସି ଧୂପ ଦୀପ ଲଗାଇ ପୂଜା କରୁଛନ୍ତି । ଯାହାକୁ ଦେଖି ଅନ୍ୟ ଯାତ୍ରୀ ମାନେ ଭୟଭୀତ ହୋଇଯାଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ…

NEET-UG ପେପର୍ ଲିକ୍; ଇସ୍ତଫା ପରେ ଏୟାରପୋର୍ଟରେ ଧର୍ମେନ୍ଦ୍ରଙ୍କୁ ବିପୁଳ ଶୁଭେଚ୍ଛା

ଭୁବନେଶ୍ୱର: NEET-UG ପେପର୍ ଲିକ୍ ବିବାଦ ମଧ୍ୟରେ କେନ୍ଦ୍ରୀୟ କ୍ୟାବିନେଟରୁ ଇସ୍ତଫା ଦେବା ପରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର…

Snake Bite: ସାପ କାମୁଡ଼ାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଝରିଗାଁ:ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଦୁଇ ଜଣଙ୍କ ଜାବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ଏବଂ ଭାଲୁକନାଡି ପଞ୍ଚାୟତ ଅନ୍ତର୍ଗତ ମଙ୍ଗଲିଗୁଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ । ସୁଚନାଥାଉକି,…

୨୪ ଘଣ୍ଟା ଭିତରେ ଓଡ଼ିଶା ଅତିକ୍ରମ କରିବ ଗଭୀର ଅବପାତ, ଡରାଇଲାଣି ପାଣିପାଗ ବିଭାଗର ଆକଳନ

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶା ଉପରେ ପ୍ରକୃତିର ଭ୍ରୂକୁଟି। ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ ଆଉ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ଏକ 'ଗଭୀର ଅବପାତ' ରୂପ ନେଇସାରିଲାଣି। ଆଉ ଏହା ସିଧାସଳଖ ଓଡ଼ିଶା ମୁହାଁ ହୋଇ ମାଡ଼ି ଆସୁଛି। ଆସନ୍ତା ୨୪…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ,ଜଳକା ,ବୈତରଣୀରେ ବଡ଼ ବନ୍ୟା !

ଭୁବନେଶ୍ୱର:ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଦେଲେ ବଡ ସୂଚନା । ଓଡ଼ିଶା ଦେଇ ଅତିକ୍ରମ କରୁଛି ଶକ୍ତିଶାଳୀ ଗଭୀର ଅବପାତ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବହୁତ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି। ସୂଚନାଥାଉକି,…

E20 ତୈଳରେ ମୋର ଭୂମିକା ନାହିଁ; କାହିଁକି ଏଭଳି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ (E20) ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ରହିଛି। ଅନେକ ସୋସିଆଲ ମିଡିଆ ପୋଷ୍ଟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟାର୍ଗେଟ କରୁଛନ୍ତି। ଯାହାକୁ ନେଇ ବମ୍ବେ ହାଇକୋର୍ଟରେ ଦାୟର ଏକ ସିଭିଲ୍ ପିଟିସନ୍ ମାଧ୍ୟମରେ ଗଡକରୀ ସ୍ପଷ୍ଟ କରିଛନ୍ତି…

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି ଏସଟିଏଫ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତ । ଅଭିଯୁକ୍ତମାନେ ଓଡ଼ିଶାରୁ…