Latest Odisha News

BREAKING NEWS

Yearly Archives

2026

କ୍ରିକେଟର ପୃଥ୍ୱୀ-ଆକୃତି ସମ୍ପର୍କରେ ଫାଟ !

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ୱୀ ଶ ଓ ଆକୃତି ଅଗ୍ରୱାଲଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ବିବାହ ପୂର୍ବରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ମାର୍ଚ୍ଚ ୨୦୨୬ରେ ଏହି ନିର୍ବନ୍ଧ ହୋଇଥିଲା । ନିକଟରେ ଆକୃତି ସୋସିଆଲ ମିଡିଆରେ ଏ ଭଳି ଏକ ପଦକ୍ଷେପ…

ବାରଙ୍ଗରେ ୪ ମନ୍ଦିରରୁ ସିରିଜ୍ ଚୋରି …ଏପଟେ ଗାଲେରୀ ମା’ କାଳୀ ମନ୍ଦିରରୁ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍‌

ଭୁବନେଶ୍ବର: ମନ୍ଦିରକୁ ବି ଛାଡ଼ିଲେନି ଲୁଟେରା । ରାଜ୍ୟର ବିଭିନ୍ନ ମଠ ମନ୍ଦିର ଉପରେ ଏବେ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରା ସିଂ ଥାନା ଅଧୀନ ଜିଲ୍ଲାର ପ୍ରସିଦ୍ଧ ଗାଲେରୀ ମା’ କାଳୀ ମନ୍ଦିରରେ କଳା କନା ବୁଲାଇଛନ୍ତି ଲୁଟେରା ।…

ଗୋଲ୍ଡେନ ବୁଟ ରେସରେ ମେସୀଙ୍କୁ ପଛରେ ପକାଇଲେ ଏମ୍ବାପେ

ନୂଆଦିଲ୍ଲୀ: ନକ ଆଉଟ ପର୍ଯ୍ୟାୟ ଆରମ୍ଭ ହେବା ପରେ ଫିଫା ବିଶ୍ୱକପ ୨୦୨୬ର ରୋମାଂଚ ଏବେ ଦ୍ୱିଗୁଣ ହୋଇଛି । ଏହା ମଧ୍ୟରେ ଗୋଲ୍ଡେନ ବୁଟ ନେଇ ମଧ୍ୟ ପ୍ରତିଦ୍ୱନ୍ଦିତା ତୀବ୍ର ହୋଇଛି । ଗତ ବିଶ୍ୱକପ ପରି ଏଥର ମଧ୍ୟ ଆର୍ଜେଂଟିନାର ଲିଓନେଲ ମେସୀ ଓ ଫ୍ରାନ୍ସରଯ କିିଲିୟାନ ଏମ୍ବାପେଙ୍କ ମଧ୍ୟରେ ଏ…

ସରପଞ୍ଚଙ୍କ ମହାନତା, ଦିବ୍ୟାଙ୍ଗ ସତ୍ତ୍ବେ ଗାଁ ରାସ୍ତାରୁ ଡ୍ରେନ୍‌ ପାଣି ନିଜେ କଲେ ସଫା

କଳାହାଣ୍ଡି: ବର୍ଷାରେ ଡ୍ରେନ୍‌ ପାଣି ନିଷ୍କାସନ ନ ହେବାରୁ ନିଜେ ସଫା କଲେ ଦିବ୍ୟାଙ୍ଗ ସରପଞ୍ଚ । ଏଭଳି ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ପଲସାପଡ଼ା ଗ୍ରାମରେ । ଡ୍ରେନ୍‌ ପୋତି ହୋଇଯିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା ।…

ଫିଫା ବିଶ୍ୱକପ: ଇଂଲଣ୍ଡ ଖେଳାଳିଙ୍କୁ ହଇରାଣ କଲେ ମେକ୍ସିକୋ ପ୍ରଶଂସକ

ନୂଆଦିଲ୍ଲୀ: ଫୁଟବଲ ଖେଳରେ ଏପରି ଯାଦୁ ରହିଛି ଯାହା ପ୍ରଶଂସକଙ୍କୁ ପାଗଳ କରିଦିଏ । ସେମାନେ ନିଜ ପ୍ରିୟ ଦଳର ବିଜୟ ବ୍ୟତୀତ କିଛି ଚାହାନ୍ତି ନାହିଁ । ଚଳିତ ଫିଫା ବିଶ୍ୱକପରେ ମେକ୍ସିକୋ ଓ ଇଂଲଣ୍ଡ ମଧ୍ୟରେ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଆୟୋଜକ ମେକ୍ସିକୋ ପ୍ରଶଂସକମାନେ ଏ ଭଳି…

ମଇଦାନକୁ ଓହ୍ଲାଇବେ ପ୍ରଶାନ୍ତ କିଶୋର; ବାଙ୍କିପୁରରୁ ଲଢ଼ିବେ ନିର୍ବାଚନ

ପାଟନା: ବିହାରର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ବୋଲାଉଥିବା ବାଙ୍କିପୁର ଉପନିର୍ବାଚନରେ ପ୍ରତିଯୋଗିତା ଆହୁରି ଜୋରଦାର ହୋଇଛି। ଜନ ସୂରଜ ପାର୍ଟିର ନିର୍ମାତା ପ୍ରଶାନ୍ତ କିଶୋର ଏବେ ନିର୍ବାଚନ ଲଢ଼ିବେ। ରବିବାର ଦଳର କୋର କମିଟି ବୈଠକରେ ତାଙ୍କ ନାମକୁ ଆନୁଷ୍ଠାନିକ ଭାବରେ…

ଲଗାଣ ବର୍ଷାରେ ଉଛୁଳୁଛି ସାଲୁଙ୍କି ନଦୀ, କାଠ ଆଣିବାକୁ ଯାଇ ଫଶିଲେ ୨ ମହିଳା

ବୌଦ୍ଧ: ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ବୌଦ୍ଧ ଜିଲ୍ଲାର ସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ଭିତରେ ଏକ ବଡ ଅଘଟଣରୁ ବଞ୍ଚି ଯାଇଛି ୨ ଜୀବନ । ଜାଳ ଆଣିବାକୁ ଯାଉଥିବା ବେଳେ ଉଛୁଳା ସ୍ରୋତ ଭିତରେ ଫସିଥିଲେ ଲକ୍ଷ୍ମୀପଦରର ୨ ମହିଳା ।…

ରାଜ୍ୟରେ ଏସ୍ଆଇଆର ପ୍ରକ୍ରିୟାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ

ଭୁବନେଶ୍ବର: ଓଡ଼ିଶାରେ ଶେଷ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା । ଏଥିସହ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଏହି ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଥିବା ତାଲିକାରେ ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ସହିପାରିଲେନି ନାତି କେତନ ଅଗ୍ରୱାଲଙ୍କ ମୃତ୍ୟୁ; ଚାଲିଗଲା ଜେଜେଙ୍କ ଜୀବନ

ପୁଣେ: କେତନ ଅଗ୍ରୱାଲଙ୍କ ମୃତ୍ୟୁରେ ମ୍ରିୟମାଣ ଥିବା ଅଗ୍ରୱାଲ ପରିବାରରେ ପୁଣି ଏକ ଦୁଃଖର ଲହରୀ ଖେଳିଯାଇଛି। ନାତି କେତନ ଅଗ୍ରୱାଲଙ୍କ ମୃତ୍ୟୁର ସତର ଦିନ ପରେ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କ ଶନିବାର ରାତିରେ ପୁଣେର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ…

Living Dinosaur Link! ଆଜି ବି ବଞ୍ଚିଛନ୍ତି ଡାଇନୋସର? ୧୪.୯ କୋଟି ବର୍ଷର ରହସ୍ୟ ଖୋଲିଲା ଚୀନ୍!

ନୂଆଦିଲ୍ଲୀ: ଡାଇନୋସର ସତରେ ବିଲୁପ୍ତ ହୋଇଯାଇଛନ୍ତି କି? ନା ଆଜି ବି ସେମାନେ ଆମ ଚାରିପାଖରେ ବଞ୍ଚିଛନ୍ତି? ଚୀନରୁ ମିଳିଥିବା ୧୪.୯ କୋଟି ବର୍ଷ ପୁରୁଣା ଏକ କ୍ଷୁଦ୍ର ପକ୍ଷୀର ଜୀବାଶ୍ମ ପରେ ଏହି ପ୍ରଶ୍ନ ଏବେ ପୁଣି ଉଠିଛି  । ପ୍ରାୟ ୧୪ କୋଟି ୯୦ ଲକ୍ଷ ବର୍ଷ ଧରି ପୃଥିବୀର ମାଟି ତଳେ…