ପୁଣି ବାପା ହେଲେ ଗ୍ଲେନ୍ ମ୍ୟାକ୍ସୱେଲ୍: ଘରକୁ ଆସିଲା କନ୍ୟା ରତ୍ନ
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ତାଙ୍କ ପତ୍ନୀ ଭିନି ରମଣଙ୍କ ଘରକୁ ଆସିଛି ନୂଆ ଅତିଥି । ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏହି ଦମ୍ପତି । ଭିନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ସୋସିଆଲ ମିଡିଆ…