Angul Serial Temple Theft: ଗୋଟିଏ ପରେ ଗୋଟିଏ ମନ୍ଦିରୁ ହେଲାଣି ଲୁଟ୍;୩ ଦିନରେ ୩ ବଡ଼ ମନ୍ଦିରରୁ ଚୋରି
ଅନୁଗୁଳ:ଶେଷରେ ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା । ଛେଣ୍ଡିପଦା ଅଞ୍ଚଳରେ ୩ ଦିନରେ ୩ ମନ୍ଦିରରୁ ହେଲାଣି ଚୋରି । ବଡକଥା ହେଲା ସିସିଟିଭି ଥିବା ମନ୍ଦିରରୁ ଚୋରି ହୋଇଛି,ସିସିଟିଭିକୁ ବି ଖାତିର ନାହିଁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ…