CMOରୁ ଫାଇଲ୍ ଚୋରି ମାମଲା: ଆଜି ହାଜର ହେବେନି ଭିକେ ପାଣ୍ଡିଆନ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ହଜିଯିବା ମାମଲାରେ ଶନିବାର ଦିନ ପୂର୍ବତନ ଓଡ଼ିଶା ବ୍ୟୁରୋକ୍ରାଟ୍ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ପୋଲିସ ନିକଟରେ ହାଜର ହେବାକୁ ମନା କରିଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସେ ଏକ ଇମେଲ୍ ମାଧ୍ୟମରେ ପୋଲିସକୁ ଜଣାଇଛନ୍ତି…