ହଷ୍ଟେଲ ୱାର୍ଡେନଙ୍କ ଇସ୍ତଫା ପରେ ତେଜିଲା ରେଭେନ୍ସା ଅଶାନ୍ତି: କର୍ତ୍ତୃପକ୍ଷଙ୍କୁ ଅଲ୍ଟିମେଟମ୍ ଦେଲା ଅଧ୍ୟାପକ ସଂଘ
କଟକ: ରାଜ୍ୟର ସର୍ବପୁରାତନ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ୱାର୍ଡେନଙ୍କ ବଦଳି ଏବଂ ରାଜନୈତିକ ହସ୍ତକ୍ଷେପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟ…