Latest Odisha News

BREAKING NEWS

Yearly Archives

2026

ୟୁଟ୍ୟୁବ ଦେଖି ଡାକ୍ତର ବନିଲେ ସ୍ୱାମୀ; କଲେ ଏଭଳି କାଣ୍ଡ, ଚାଲିଗଲା ଗର୍ଭବତୀ ପତ୍ନୀଙ୍କ ଜୀବନ…

ଚେନ୍ନାଇ: ତାମିଲନାଡୁର ତିରୁପ୍ପୁର ଜିଲ୍ଲାରୁ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଏକ ୟୁଟ୍ୟୁବ୍ ଭିଡିଓ ଦେଖିବା ପରେ ତାଙ୍କ ସ୍ତ୍ରୀଙ୍କୁ ଘରେ ପ୍ରସବ କରିବାକୁ ଚେଷ୍ଟା କରିଥିଲେ। ଏଭଳି ଚରମ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଋଷିଆରେ ପ୍ରତିଷ୍ଠିତ ବିଜୟ ପରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଋଷିଆରେ ଅନୁଷ୍ଠିତ ପ୍ରତିଷ୍ଠିତ 'ଋଷିଆ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ୨୦୨୬' ଜିତିଥିବାରୁ…

ବହୁ ଚର୍ଚ୍ଚିତ ଝରାଫୁଲ ହତ୍ୟା ଘଟଣାର ଆସିଲା ରାୟ; ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ..

ଯାଜପୁର: ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଆସିଲା ରାୟ । ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ଯାଜପୁର…

ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ମୌସୁମୀ ଋତୁ ପାଖେଇ ଆସୁଥିବାରୁ ପ୍ରବଳ ବର୍ଷା, ପବନ ଏବଂ ବଜ୍ରପାତ ଯୋଗୁଁ ଉତ୍ପନ୍ନ ସମ୍ଭାବ୍ୟ ଆହ୍ୱାନର ମୁକାବିଲା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏହାର ପ୍ରସ୍ତୁତିକୁ ଜୋରଦାର କରିଛି। ଆଗାମୀ ବର୍ଷା ଋତୁରେ…

ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ

ଭୁବନେଶ୍ୱର: ଜୁଲାଇ ୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ରିଚେକିଂ। ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ। ୩୦ ତାରିଖରେ ଶେଷ ହେଉଥିବା ସମୟ ଅବଧି ଜୁଲାଇ ୪କୁ ବଢ଼ିଲା। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ…

କ୍ୟାରିୟରର ଶେଷ ଟେଷ୍ଟରେ ସମାଲୋଚିତ ହେଲେ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଅବସର ନେବେ ବୋଲି ଆଗୁଆ ଘୋଷଣା କରି ସାରିଛନ୍ତି । କ୍ୟାରିୟରର ଶେଷ ଟେଷ୍ଟରେ ଇଂଲଣ୍ଡକୁ ବିଜୟୀ କରାଇବା ତାଙ୍କ ଉପରେ ଗୁରୁ ଦାୟିତ୍ୱ ଥିଲା । ସେ ଦ୍ୱିତୀୟ ଇନିଂସରେ ଓପିନଂ ବ୍ୟାଟିଂ କରିବାକୁ ଆସିବାକୁ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ପୋଲିସ ଏଏସଆଇ ଓ ପୂର୍ବତନ ସହକାରୀ ଶିକ୍ଷୟିତ୍ରୀଙ୍କୁ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ପୋଲିସ ଏଏସଆଇ ପ୍ରଭାକର ପଣ୍ଡା ଓ ତାଙ୍କ ପତ୍ନୀ ପୂର୍ବତନ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ହୋଇଛି । ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଏହି ମାମଲା…

ପୁଣି ଚର୍ଚ୍ଚାରେ ଶ୍ରୀନଗର ସରଲା ଭଟ୍ଟ: ୩୫ ବର୍ଷ ପରେ ୟାସିନ୍ ବିରୋଧରେ ଚାର୍ଜସିଟ୍ ଦାଖଲ

ଶ୍ରୀନଗର: କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରାରମ୍ଭିକ ଦିନର ସବୁଠାରୁ ଜଘନ୍ୟ ଅପରାଧ ମଧ୍ୟରୁ ଗୋଟିଏ ହେଉଛି କାଶ୍ମୀରୀ ହିନ୍ଦୁ ନର୍ସ ସରଲା ଭଟ୍ଟଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଆତଙ୍କ ସମୟରେ କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ବେଳେ ସରଲା…

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ସୁବାସ ଭୋଇଙ୍କୁ ଗିରଫ କରାଯାଇଛି। ଏହାକୁ ମିଶାଇ ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ସୁବାସ…

ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦୀରେ ସ୍ନାନ ପରେ ସୋମବାର ସନ୍ଧ୍ୟାରେ ପୁରୀରେ ଶ୍ରୀଜୀଉ ମାନେ ଏକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କୁ ହାତୀ ବେଶ କିମ୍ବା ଗଜାନନ ବେଶରେ ସଜ୍ଜିତ କରାଯାଇଥିବା ବେଳେ ଭଉଣୀ…