ଲିଫ୍ଟ ଦେବା ଆଳରେ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ; ଫିଲ୍ମ ଷ୍ଟାଇଲରେ ଉଦ୍ଧାର କଲା ପୋଲିସ୍
ଭୁବନେଶ୍ୱର: ରବିବାର ସନ୍ଧ୍ୟାରେ ତିନି ଘଣ୍ଟାର ପ୍ରୟାସ ପରେ ଓଡ଼ିଶା ପୋଲିସ ଭୁବନେଶ୍ୱର ଉପକଣ୍ଠ ପିତାପାଲି ନିକଟସ୍ଥ ରତନପୁର ସଂରକ୍ଷିତ ଜଙ୍ଗଲ ଭିତରେ ଫସି ରହିଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି।
ଜଣେ ବାଇକ୍ ଚାଳକ ଜଣେ ମହିଳା ଜଣକ ଲିଫ୍ଟ ଦେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।…